ବର୍ଷା ପାଗରେ କୁଲର ଚଲାଇ ଶୋଉଛନ୍ତି କି
ବର୍ଷା ଦିନେ ରାତିସାରା କୁଲର ଚଲାଇ ଶୋଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ବର୍ଷା ଋତୁରେ ପବନରେ ଆର୍ଦ୍ରତା ଅଧିକ ଥାଏ। କୁଲର ଏହି ଆର୍ଦ୍ରତାକୁ ଆହୁରି ବଢ଼ାଇ ଦିଏ, ଯାହା ଶରୀର ଓ ଘରର ପରିବେଶକୁ ଅସ୍ୱାସ୍ଥ୍ୟକର କରିଥାଏ। ଥଣ୍ଡା ପବନ ଯୋଗୁଁ ଗଣ୍ଠି ଯନ୍ତ୍ରଣା ବଢ଼ିପାରେ। ଏହାଛଡ଼ା କୁଲରର ପବନ ଯୋଗୁଁ ତ୍ୱଚା ଶୁଷ୍କ ହୋଇ ଖୁଜଲି ଓ ଜ୍ୱଳନ ଭଳି ସମସ୍ୟା ହୋଇପାରେ।ଅନ୍ୟପଟେ, ବର୍ଷା ଋତୁରେ ମଶାଙ୍କ ପ୍ରକୋପ ମଧ୍ୟ ବଢ଼ିଯାଏ। ଏହି ସମୟରେ […]









