ତମ୍ବା ବୋତଲରେ ପାଣି ପିଉଛନ୍ତି କି?
ସାଧାରଣତଃ ଜାଣିଥିବେ ତମ୍ବାପାତ୍ରରେ ପାଣି ପିଇବା ସ୍ବାସ୍ଥ୍ୟ ପ୍ରତି କେତେ ଲାଭଦୟକ। ଆମ ଗୁରୁଜନ ମାନେ ମଧ୍ୟ ଏହି ପରାମର୍ଶ ଦେଇଥାନ୍ତି ଯେ ତମ୍ବା ପାତ୍ରରେ ପାଣି ପିଇଲେ ଆମ ସ୍ବାସ୍ଥ୍ୟ ଭଲ ରହିଥାଏ। ତମ୍ବା ପାତ୍ରରେ ପାଣି ପିଇଲେ ଆମ ଶରୀରର ପାଚନ ପ୍ରକ୍ରିୟାରେ ଉନ୍ନତ ହେବା ସହିତ ମେଟାବୋଲିଜିମ ମଧ୍ୟ ବୃଦ୍ଧି ହୋଇଥାଏ।କାହିଁକି ଚର୍ଚ୍ଚାରେ ତମ୍ବା ବୋତଲ ପାଣି:- ତମ୍ବା ବୋତଲରେ ପାଣିକୁ କିଛି ଘଣ୍ଟା ରଖିବା ଦ୍ୱାରା ତମ୍ବାର ଅଳ୍ପ ପରିମାଣ ପାଣିରେ […]









