ସମୟଙ୍କୁ ଆଶ୍ୱସ୍ତି
ମୁମ୍ବାଇ : କମେଡିଆନ୍ ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ବସ୍ତି ମିଳିଛି । ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ରୁଜୁ ହୋଇଥିବା ଫୌଜଦାରୀ ମାମଲା ଏବଂ ସମ୍ପୃକ୍ତ ଏଫଆଇଆରକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାଟି ଅକ୍ଷମ ବ୍ୟକ୍ତିମାନଙ୍କ ସମ୍ପର୍କରେ ଦିଆଯାଇଥିବା ଆପତ୍ତିଜନକ ଏବଂ ଅସମ୍ବେଦନଶୀଳ ମନ୍ତବ୍ୟରୁ ଆରମ୍ଭ ହୋଇଥିଲା।ଭାରତର ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ସମୟରେ ଅଭିଯୁକ୍ତଙ୍କ ବିରୋଧରେ ଚାଲିଥିବା ଫୌଜଦାରୀ କାର୍ଯ୍ୟାନୁଷ୍ଠାନକୁ […]









