ଏୟାର ଇଣ୍ଡିଆ’ ପକ୍ଷରୁ କଡ଼ା ଯାଞ୍ଚ
ନୂଆଦିଲ୍ଲୀ : ଫୁକେଟ୍-ଦିଲ୍ଲୀ ବିମାନ ଘଟଣା ପରେ ଏୟାର ଇଣ୍ଡିଆ ପକ୍ଷରୁ ପାଇଲଟମାନଙ୍କ ଡ୍ରଗ୍ ଟେଷ୍ଟକୁ ନେଇ କଡ଼ା ପଦକ୍ଷେପ ଜାରି ରହିଛି। ଏହି କ୍ରମରେ ଆଉ ଦୁଇଜଣ ଏୟାର ଇଣ୍ଡିଆ ପାଇଲଟ୍ ପ୍ରାଥମିକ ଡ୍ରଗ୍ ଟେଷ୍ଟରେ କ୍ଲିୟର କରିପାରିନଥିବା ଜଣାପଡ଼ିଛି। ତେବେ ଉଭୟଙ୍କ ଫାଇନାଲ୍ ଟେଷ୍ଟ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ଅନ୍ତିମ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଦୁଇ ପାଇଲଟ୍ଙ୍କୁ ଡି-ରୋଷ୍ଟର କରାଯାଇଛି। ଫୁକେଟ୍-ଦିଲ୍ଲୀ ବିମାନର ପାଇଲଟ୍-ଇନ୍-କମାଣ୍ଡ ବିମାନ ଅବତରଣ ପରେ କରାଯାଇଥିବା ଦୁଇଟି ମୂତ୍ର ନମୁନା […]









