odisha24 Live

Latest News

Latest News

Author name: RatnaManjari Mohanty

ମନୋରଞ୍ଜନ

ଭୋଜନ ଶେଷରେ ମିଠା ଖାଉଛନ୍ତି କି ?

କଥାରେ ଅଛି ଖାଇବା ପରେ କିଛି ମିଠା ଖାଇବା କଥା । ତେବେ ଭୋଜନ ଶେଷରେ କାହିଁକି ମିଠା ଖାଇବା କଥା ଆସନ୍ତୁ ଜାଣିବା । ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଘରେ , ବାହାରେ, କୌଣସି ଧରଣିକା ଅନୁଷ୍ଠାନରେ କିମ୍ବା କୌଣସି ଭୋଜିରେ, ସବୁଠି ଭୋଜନର ଆରମ୍ଭ ରାଗ କିମ୍ବା ଲୁଣିରୁ ହୋଇଥାଏ । ଭୋଜନର ଶେଷରେ ମିଠା ଖିଆଯାଇଥଏ । ବୈଜ୍ଞାନିକ କାରଣ ଅନୁସାରେ ରାଗ ଖାଇବା ଯୋଗୁଁ ଆମ ପେଟ ଭିତରେ ଥିବା ପାଚନ […]

ମନୋରଞ୍ଜନ

ଗିରଫ ହେଲେ ଅନ୍ତରା

ମୁମ୍ବାଇ : ମଡେଲ୍ ଓ ୱେବ୍ ସିରିଜ୍ ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ପୋଲିସ ଗିରଫ କରିଛି । ଅଗଷ୍ଟ ୧୨ରେ ଅନ୍ତରା ବାନାର୍ଜୀ ସୁଟିଂ ପାଇଁ ସୁରଟ ଯାତ୍ରା କରୁଥିଲେ । ତାଙ୍କ ପାଖରେ କେବଳ ସ୍ଲିପର୍ କ୍ଲାସ୍ର ଟିକେଟ୍ ଥିବା ସତ୍ତ୍ୱେ ଏକ ରିଜର୍ଭ ଏସି କୋଚରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି । ପୋଲିସ ଅନୁଯାୟୀ, ବୋରିଭଲି ଓ ଦହାନୁ ମଧ୍ୟରେ ରାତି ପ୍ରାୟ ୯ଟା ୩୦ରୁ ୧୦ଟା ୫୦ ମଧ୍ୟରେ ଘଟଣାଟି ଘଟିଥିଲା

ବାଣିଜ୍ୟ

ରେଳବାଇର କଡା ନିୟମ

ନୂଆଦିଲ୍ଲୀ : ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ। ବିନା ପ୍ଲାଟଫର୍ମ ଟିକେଟରେ ଷ୍ଟେଶନର ପ୍ଲାଟଫର୍ମକୁ ଯାଇଲେ ଜରିମାନା ମଧ୍ୟ ହୋଇପାରେ। ତେଣୁ ଆପଣ ଯଦି ରେଳ ଷ୍ଟେଶନକୁ ଯାଇ ପ୍ଲାଟଫର୍ମ ଟିକେଟ କିଣନ୍ତି, ତେବେ ଏହା ସହିତ ଜଡ଼ିତ ନିୟମଗୁଡ଼ିକ ଜାଣି ରଖିବା ଜରୁରୀ।ପ୍ଲାଟଫର୍ମ ଟିକେଟ ନେବା ପରେ ଆପଣ ପୂରା ଦିନ ପ୍ଲାଟଫର୍ମରେ ରହିପାରିବେ ନାହିଁ।

ଅପରାଧ

ବ୍ୟବସାୟୀ ଅପହରଣ ମାମଲାରେ ନୂଆ ମୋଡ଼

ବଲାଙ୍ଗିର: ବ୍ୟବସାୟୀ ନରେନ୍ଦ୍ର ସାହୁ ଅପହରଣ ମାମଲାରେ ନୂଆ ଟ୍ବିଷ୍ଟ। ଘଟଣା ପଛରେ ସାମନାକୁ ଆସିଲା ପୋଲିସର ସମ୍ପୃକ୍ତି। ମହିଳା ଏସଆଇ ସ୍ନେହାମଞ୍ଜରୀ ସାହୁ ଅଟକ। ଏସଆଇ ଅଟକ ଥିବା ନେଇ ବଲାଙ୍ଗିର ପୋଲିସ ପକ୍ଷରୁ ସୂଚନା ମିଳିଛି। ମହିଳା ଏସଆଇ ହେଉଛନ୍ତି ଅପହରଣର ମାଷ୍ଟରମାଇଣ୍ଡ କୁହାଯାଉଥିବା କ୍ଷିତୀଶ ସାହୁର ଭଉଣୀ। ପୂର୍ବରୁ କ୍ଷୀତିଶ ସାହୁକୁ ଗିରଫ କରିସାରିଛି ପୋଲିସ। ମାମଲାରେ ଆଉ କିଛି ଲୋକଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ। ମହିଳା ଏସଆଇଙ୍କ ସହ ସଞ୍ଜୟ

ରାଜନୀତି

ତାମିଲନାଡୁର ମନ୍ଦିରରେ ଫୋନ୍‌ ବ୍ୟାନ୍‌

ତାମିଲନାଡୁ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ପ୍ରମୁଖ ମନ୍ଦିରଗୁଡ଼ିକରେ ସେପ୍ଟେମ୍ବର ୧ରୁ ମୋବାଇଲ୍‌ ଫୋନ୍‌ ବ୍ୟବହାର ଉପରେ କଟକଣା ଲାଗୁ ହେବ। ମନ୍ଦିର ପରିସରର ପବିତ୍ରତା ଏବଂ ଆଧ୍ୟାତ୍ମିକ ପରିବେଶ ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଉଛି। ବିଶେଷକରି ମନ୍ଦିର ଭିତରେ ଫଟୋ ଉଠାଇବା, ଭିଡିଓ କରିବା ଏବଂ ସୋସିଆଲ୍‌ ମିଡିଆ ପାଇଁ ରିଲ୍‌ ତିଆରି କରିବା ଭଳି କାର୍ଯ୍ୟକୁ ରୋକିବା ଏହି ନିୟମର ମୁଖ୍ୟ ଲକ୍ଷ୍ୟ ରହିଛି | ନୂଆ ନିୟମ ଅନୁଯାୟୀ,

ରାଜ୍ୟ

୨୮ରେ ମିଳିବ ‘ସୁଭଦ୍ରା’ ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ହିତାଧିକାରୀଙ୍କ ପାଇ ଖୁସି ଖବର। ଆସନ୍ତା ୨୮ ତାରିଖ ରାକ୍ଷୀ ପୂର୍ଣ୍ଣମୀରେ ମିଳିବ ସୁଭଦ୍ରାର ୫ମ କିସ୍ତି। ନୟାଗଡ଼ରେ ରାଜ୍ୟସ୍ତରୀୟ ସମାବେଶରେ ଏହି ଟଙ୍କା ପ୍ରଦାନ କରାଯିବ। ଏ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଓଡ଼ିଶା ସରକାରଙ୍କ ମହିଳା କଲ୍ୟାଣ ଯୋଜନା ‘ସୁଭଦ୍ରା ଯୋଜନା’ର ଯୋଗ୍ୟ ହିତାଧିକାରୀମାନେ ଆସନ୍ତା ଅଗଷ୍ଟ ୨୮ ତାରିଖ, ରକ୍ଷାବନ୍ଧନ ଅବସରରେ ପଞ୍ଚମ କିସ୍ତିର ଆର୍ଥିକ ସହାୟତା ପାଇବେ। ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଏକ କୋଟିରୁ

ଦେଶ

ଆରମ୍ଭ ହେଲା ଜନଗଣନା

ନୂଆଦିଲ୍ଲୀ : ଭାରତର ୨୦୨୭ ଜନଗଣନା ଆରମ୍ଭ ହେବାକୁ ଯାଉଛି। ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଲୋକଙ୍କୁ ପଚରାଯିବ ପ୍ରଶ୍ନ। ଆଧାର ଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ପଚରାଯିବ ୪୦ଟି ପ୍ରଶ୍ନ ଆଉ ସମସ୍ତ ପ୍ରଶ୍ନର ଉତ୍ତର ଦେବେ ଜନତା। ସୋମବାର ‘ସ୍ବ-ଗଣନା’ ସହିତ ଆରମ୍ଭ ହେବ, ଯେଉଁଠାରେ ବ୍ୟକ୍ତିମାନେ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଜମ୍ମୁ ଓ କଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ତୁଷାରପାତ

ରାଜନୀତି

ନୀତିନ ନବୀନଙ୍କ ନୂଆ ଟିମ୍

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ନୂତନ ରାଷ୍ଟ୍ରୀୟ ପଦାଧିକାରୀଙ୍କ ତାଲିକା ଘୋଷଣା କରାଯାଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ନିଜର ନୂତନ ଟିମ୍ ଘୋଷଣା କରିଥିବାବେଳେ, ଏହି ତାଲିକାରେ ଓଡ଼ିଶା ପାଇଁ ଏକ ବଡ଼ ଖବର ଆସିଛି।ଦଳ ପକ୍ଷରୁ ପ୍ରକାଶିତ ଏହି ନୂତନ ତାଲିକାରେ ଓଡ଼ିଶାର ଦୁଇ ଜଣ ପ୍ରଭାବଶାଳୀ ସାଂସଦଙ୍କୁ ପୁନର୍ବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। କ୍ରମାଗତ ତୃତୀୟ ଥର ପାଇଁ ବରିଷ୍ଠ ନେତା ତଥା ସାଂସଦ ବୈଜୟନ୍ତ

କ୍ରୀଡା

ଚର୍ଚ୍ଚାରେ ଗିଲ

ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଏକ ଚମତ୍କାର କ୍ୟାଚ୍ ଧରି ସମସ୍ତଙ୍କୁ ଚକିତ କରିଛନ୍ତି। କୁଲଦୀପ ଯାଦବଙ୍କ ବଲ୍‌ରେ ଶ୍ରୀଲଙ୍କା ବ୍ୟାଟର କାମିନ୍ଦୁ ମେଣ୍ଡିସଙ୍କ ଏହି କ୍ୟାଚକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଶ୍ରୀଲଙ୍କାର ପ୍ରଥମ ଇନିଂସର ୧୭ତମ ଓଭରର ପ୍ରଥମ ବଲ୍‌ରେ କାମିନ୍ଦୁ ମେଣ୍ଡିସ୍ ଆଗକୁ ଆସି ଶଟ୍ ଖେଳିଥିଲେ। ବଲ୍‌ଟି ତଳକୁ ଆସୁଥିବା ବେଳେ ଗିଲ୍ ନିଜ ବାମପଟକୁ ଲମ୍ବା ଡାଇଭ୍ ମାରି ଗୋଟିଏ ହାତରେ

ଶିକ୍ଷା ଓ ନିଯୁକ୍ତି

ୟୁଜିସି ନେଟ୍ ପରୀକ୍ଷାରେ ବାତିଲ

ନୂଆଦିଲ୍ଲୀ : ୟୁଜିସି-ନେଟ୍‌ ୨୦୨୬ର ୩ଟି ବିଷୟର ପରୀକ୍ଷା ରଦ୍ଦ ପ୍ରସଙ୍ଗ । ଆସିଲା ସାନି ପରୀକ୍ଷା ତାରିଖ । ଇଂରାଜୀ, କମର୍ସ, ସୋସିଓଲୋଜି ପରୀକ୍ଷା ରଦ୍ଦ ହୋଇଥିବା ବେଳେ, ସେପ୍ଟେମ୍ୱର ୯ ଓ ୧୦ରେ ହେବ ଏହି ୩ ବିଷୟ ପରୀକ୍ଷା । ସେପ୍ଟେମ୍ବର ୯ରେ ଇଂରାଜୀ ଓ କମର୍ସର ପୁନଃ ପରୀକ୍ଷା ହେବ । ସକାଳ ୯ରୁ ଦିନ ୧୨ଟା ଯାଏଁ ଇଂରାଜୀ ପରୀକ୍ଷା ଏବଂ ଦିନ ୩ଟାରୁ ସଂଧ୍ୟା ୬ଟା ଯାଏଁ କମର୍ସ

Scroll to Top