odisha24 Live

Latest News

Latest News

Author name: RatnaManjari Mohanty

ଜୀବନଶୈଳୀ

ଖାଇବା ପରେ ଗ୍ୟାସ୍ ହେଉଛି କି ! ଆପଣାନ୍ତୁ ଏହି ଉପାୟ

ଆଜିକାଲି ଅନେକ ଲୋକଙ୍କର ଏକ ସାଧାରଣ ସମସ୍ୟା ହେଉଛି ଖାଇବା ପରେ ଗ୍ୟାସ୍ ହେବା । ଅନେକ ସମୟରେ ଆମର ଖାଦ୍ୟ ଅଭ୍ୟାସ ଓ ଜୀବନଶୈଳୀ ଯୋଗୁଁ ଏହି ସମସ୍ୟା ଦେଖାଯାଏ । ବାରମ୍ବାର ଗ୍ୟାସ୍ ହେଉଥିଲେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା କାହିଁକି ହୁଏ ଗ୍ୟାସ୍?ଖାଦ୍ୟ ଠିକ୍ ଭାବରେ ହଜମ ନ ହେଲେ ପେଟରେ ଗ୍ୟାସ୍ ସୃଷ୍ଟି ହୁଏ । ଖାଦ୍ୟ ଅନ୍ତନଳୀରେ ପହଞ୍ଚିବା ପରେ ବ୍ୟାକ୍ଟେରିଆ ତାହାକୁ […]

ଜୀବନଶୈଳୀ

ସାବଧାନ୍!ପ୍ରତିଦିନ ଆଖିରେ ଲଗାଉଛନ୍ତି କି କଜଳ?

ବର୍ତ୍ତମାନ ସମୟରେ ମେକଅପ୍ ପ୍ରାୟ ପ୍ରତ୍ୟେକ ଝିଅଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯାଇଛି । ସେଥିରେ କାଜଲର ସ୍ଥାନ ସବୁଠାରୁ ଆଗରେ । କାଜଲ ଲଗାଇଲେ ଆଖି ଅଧିକ ବଡ଼, ଆକର୍ଷଣୀୟ ଏବଂ ସୁନ୍ଦର ଦେଖାଯାଏ । ସେଥିପାଇଁ ଅନେକ ଝିଅମାନେ ପ୍ରତିଦିନ କାଜଲ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଭୁଲ ଉପାୟରେ କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ କାଜଲ ବ୍ୟବହାର କଲେ ଏହା ଆଖି ପାଇଁ କ୍ଷତିକାରକ ହୋଇପାରେ ।ଯଦି କାଜଲର

ସଂସ୍କୃତି

ରାକ୍ଷୀକୁ ନେଇ କଣ କହେ ପୌରାଣିକ

ପୌରାଣିକ କଥା ଅନୁସାରେ ରାକ୍ଷୀ ବା ରକ୍ଷାବନ୍ଧନ ହେଉଛି ସୁରକ୍ଷା, ସ୍ନେହ ଏବଂ ପ୍ରତିଶୃତିର ପ୍ରତୀକ। ହିନ୍ଦୁ ପୁରାଣ ଏବଂ ଇତିହାସରେ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କାହାଣୀ ରହିଛି। ଯାହା ଏହି ପର୍ବର ମହତ୍ତ୍ୱକୁ ଦର୍ଶାଇଥାଏ।ପୌରାଣିକ ମହତ୍ତ୍ୱ:- ରାକ୍ଷୀ ପୂର୍ଣ୍ଣିମା ସହ ଜଡ଼ିତ ଅନେକ ପୌରାଣିକ କାହାଣୀ ରହିଛି । ଏଥିମଧ୍ୟରୁ ଭଗବାନ ଶ୍ରୀକୃଷ୍ଣ ଓ ଦ୍ରୌପଦୀଙ୍କ କାହାଣୀ ଅତ୍ୟନ୍ତ ପ୍ରସିଦ୍ଧ । ମହାଭାରତର ଏକ ପ୍ରସଙ୍ଗ ଅନୁସାରେ, ଶ୍ରୀକୃଷ୍ଣଙ୍କ ହାତରେ ଆଘାତ ଲାଗି

ବାଣିଜ୍ୟ, ରାଜ୍ୟ

ଓଡ଼ିଶାର ବଡ଼ ସଫଳତା

ଭୁବନେଶ୍ୱର : ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି ବୋଲି ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମ୍‌ଏନ୍‌ଆର୍‌ଇ) ପୋର୍ଟାଲରେ ଉପଲବ୍ଧ ତଥ୍ୟରୁ ଜଣାପଡ଼ିଛି। ଏହାଦ୍ୱାରା ଓଡ଼ିଶା ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ରୁଫ୍‌ଟପ୍‌ ସୋଲାର ବଜାର ଭାବେ ଉଭାହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୧.୭୪ ଲକ୍ଷ ରୁଫ୍‌ଟପ୍‌ ସୋଲାର ସିଷ୍ଟମ ସ୍ଥାପନ କରାଯାଇଥିଲାବେଳେ ଏହି ଯୋଜନା ଅଧୀନରେ ମୋଟ ୩,୧୨,୫୨୭ଟି ଆବେଦନ ଗ୍ରହଣ କରାଯାଇଛି।

ବାଣିଜ୍ୟ

ପୁଣି ବଢ଼ିଲା ସୁନା ରୂପ ଦର

ନୂଆଦିଲ୍ଲୀ : ଆଜି ସୁନା ଓ ରୁପା ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଦର ୪,୩୦୦ ଟଙ୍କା ବଢ଼ି ୧ ଲକ୍ଷ ୬୨ ହଜାର ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି । ସେହିପରି ରୁପା ଦରରେ ମଧ୍ୟ ୧୦ ହଜାର ଟଙ୍କା ବୃଦ୍ଧି ପାଇଛି । ଅଗଷ୍ଟ ୨୦ରେ ୨୪ କ୍ୟାରେଟ୍ ସୁନାର ଦର ୧ ଲକ୍ଷ ୫୮ ହଜାର ଟଙ୍କା ପ୍ରତି ୧୦ ଗ୍ରାମ

ଅପରାଧ

ଭିଜିଲାନ୍ସ ଜାଲରେ ତହସିଲଦାର

ରାଉରକେଲା: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର-କମ୍-ସବ୍‌ରେଜିଷ୍ଟ୍ରାର ମୁରଲୀଧର ଉର୍ମଳ। ୫ ଲକ୍ଷ ଟଙ୍କା ନେଇ ଆସୁଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ, ଲାଠିକଟା ତହସିଲ ଅଫିସ୍‌ରୁ ରାଉରକେଲା ଆସୁଥିବା ବାଟରେ ତହସିଲଦାରଙ୍କୁ ଭିଜିଲାନ୍ସ ଟିମ୍‌ ଅଟକାଇଥିଲା। ତାଙ୍କ କାର୍‌ରୁ ୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାପରେ ଭିଜିଲାନ୍ସ ଅଧିକାରୀମାନେ ଟଙ୍କାର ଉତ୍ସ ଓ ଏହା ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ନେଇ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି।ଅନ୍ୟପକ୍ଷରେ, ତହସିଲଦାର

କ୍ରୀଡା

ମହିଳା ହକି ବିଶ୍ବକପ୍‌

ନୂଆଦିଲ୍ଲୀ : ପୁରୁଷଙ୍କ ପରେ ଭାରତୀୟ ମହିଳା ହକି ଦଳ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ବକପ-୨୦୨୬ର ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛି। ଗୁରୁବାର ପୁଲ୍‌ ‘ଡି’ର ଇଂଲଣ୍ଡ ବିପକ୍ଷ ଶେଷ ଲିଗ୍‌ ମ୍ୟାଚକୁ ଭାରତ ଗୋଲଶୂନ୍ୟ ଡ୍ର ରଖି ଅପରାଜିତ ରହିବା ସହ ଦ୍ବିତୀୟ ରାଉଣ୍ଡରେ ସ୍ଥାନ ନିଶ୍ଚିତ କରିଛି। ମ୍ୟାଚ ଗୋଲଶୂନ୍ୟ ରହିବାରୁ ଉଭୟ ଭାରତ ଓ ଇଂଲଣ୍ଡ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି। ଭାରତ ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ଦୁଇଟି ଡ୍ର ସହ

ମନୋରଞ୍ଜନ

ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ

ଭୁବନେଶ୍ୱର : ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଆସିଲା ଦୁଃଖଦ ଖବର । ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କର ଆଜି ପରଲୋକ ହୋଇଯାଇଛି। ବୟସାଧିକ ବ୍ୟାଧି ଯୋଗୁଁ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ଭୁବନେଶ୍ୱର ଲୁଇସରୋଡସ୍ଥିତ ତାଙ୍କ ବାସଭବନକୁ ତାଙ୍କର ମରଶରୀର ଅଣାଯିବ । ସେ ୨ଶହରୁ ଅଧିକ ସଂଗୀତରେ କଣ୍ଠଦାନ କରିଛନ୍ତି । ୧୯୩୮

ରାଜନୀତି

ଥାନାରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଦିଲ୍ଲୀରେ ଛାତ୍ର ବିକ୍ଷୋଭ ସମୟରେ ପେଲେଟ୍ ଗନ୍ ବ୍ୟବହାର ସମ୍ପର୍କରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି। ଜନ୍ତର-ମନ୍ତରରେ ହୋଇଥିବା ପ୍ରଦର୍ଶନ ସମୟରେ ପେଲେଟ ଗନରେ ଆହତ ହୋଇଥିବା ଛାତ୍ରଙ୍କୁ ନେଇ ଅଭିଯୋଗ କରିବା ପାଇଁ ସେ ଥାନାରେ ପହଞ୍ଚିଥିବା ଜଣାପଡ଼ିଛି। ରାହୁଲ ଗାନ୍ଧୀ ୨୪ ଜୁଲାଇ ୨୦୨୬ରେ ସାହିଲ ଲାଛୋବଙ୍କ ସହ ଏକ ପ୍ରେସ କନଫରେନ୍ସ ମଧ୍ୟ କରିଥିଲେ। ସେହି ସମୟରେ ପେଲେଟ ଗନ

ବାସ୍ତୁ ଓ ରାଶିଫଳ

ରାଶିଫଳ

ମେଷ: ଆଜି ମିଶ୍ରିତ ଦିନ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ଓ ଟଙ୍କା ପାଇବାର ସୁଯୋଗ ରହିବ । ତେବେ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । ପରିବାରରେ ଖୁସିର ପରିବେଶ ରହିବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ କଥାବାର୍ତ୍ତାରେ ସଂଯମ ଅବଲମ୍ବନ କରନ୍ତୁ । ଧାର୍ମିକ ଯାତ୍ରାର ସୁଯୋଗ ମିଳିପାରେ ।ବୃଷ: ଦିନଟି ସାଧାରଣ ରହିବ । କ୍ୟାରିଅରକୁ ନେଇ ଚିନ୍ତା ରହିପାରେ, କିନ୍ତୁ ପାରିବାରିକ ଦାୟିତ୍ୱ ଭଲ ଭାବେ ପୂରଣ କରିବେ

Scroll to Top