ଭୟଙ୍କର ଭୂକମ୍ପ
ଲିମା : ଦକ୍ଷିଣ ଆମେରିକାର ପେରୁ ଅଞ୍ଚଳରେ ୬.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପର ଝଟକା । ଅନେକ ସହରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ବେଳେ ଲୋକେ ଭୟରେ ଘର ଛାଡ଼ି ରାସ୍ତାକୁ ଦୌଡ଼ି ଆସିଥିଲେ। ତେବେ ବଡ଼ କଥା ହେଉଛି, ଏତେ ଶକ୍ତିଶାଳୀ ଭୂକମ୍ପ ସତ୍ତ୍ୱେ କୌଣସି ଜନହାନି କିମ୍ବା ସୁନାମି ବିପଦର ଖବର ମିଳିନାହିଁ। ଆମେରିକୀୟ ଭୂତାତ୍ତ୍ୱିକ ସର୍ଭେ ଅନୁସାରେ, ଭୂକମ୍ପ ସ୍ଥାନୀୟ ସମୟ ଅପରାହ୍ନ ୧ଟା ବେଳେ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ […]









