odisha24 Live

Latest News

Latest News

Author name: RatnaManjari Mohanty

ସଂସ୍କୃତି

ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ପୁରୀ : ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ହେବ ରତ୍ନଭଣ୍ଡାରରେ ଥିବା ରତ୍ନ ଓ ଅଳଙ୍କାରର ଗଣତିମଣତି । ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏବଂ କମାଣ୍ଡରଙ୍କ ପରାମର୍ଶ ଅନୁଯାୟୀ ଏହି ଗଣତି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସ୍‌ଓପି ଅନୁସାରେ ସମ୍ପୂର୍ଣ୍ଣ ପ୍ରକ୍ରିୟା କରାଯିବ ।ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ରତ୍ନ ଓ ଅଳଙ୍କାରର ଗଣତିମଣତି ନେଇ ସମସ୍ତ ପ୍ରସ୍ତୁତି […]

ରାଜ୍ୟ

ଏନଟିପିସିରେ ଭୟଙ୍କର ବିସ୍ଫୋରଣ

ଅନୁଗୋଳ: ଅନୁଗୋଳ ଏନ୍‌ଟିପିସି ପ୍ଲାଣ୍ଟରେ ବଡ଼ ଅଘଟଣ ।ଅନୁଗୁଳ ଜିଲା କଣିହାଁ ବ୍ଲକ ଏନଟିପିସି ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ୟୁନିଟ୍ -୧ ବଙ୍କର-ବିରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିଳମ୍ବିତ ରାତିରେ ହୋଇଥିବା ଏହି ବିସ୍ଫୋରଣରେ ୫ ଜଣ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ୫ ଜଣଙ୍କ ମଧ୍ୟରୁ ୨ ଜଣ ଏନଟିପିସି ଓ ୩ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣ କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାର ତଦନ୍ତ

ରାଜ୍ୟ

ହୁ ହୁ ଜଳିଗଲା ହାଟ

ଭୁବନେଶ୍ବର: ପୁଣି ଭୁବନେଶ୍ବର ଏକ ନମ୍ବର ମାର୍କେଟରେ ଅଗ୍ନିକାଣ୍ଡ। ଜଳିଗଲା ୫ରୁ ଅଧିକ ଦୋକାନ । ପୂଜା ସାମଗ୍ରୀ ଦୋକାନରୁ ଲାଗିଛି ନିଆଁ । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ନେଇ ଅଧିକ ତଦନ୍ତ କରାଯିବ। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଭୁବନେଶ୍ୱର ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ

ଦେଶ, ବାଣିଜ୍ୟ

ଓଲା-ଉବେର-ରାପିଡୋ ପାଇଁ କଡ଼ା ନିୟମ

ନୂଆଦିଲ୍ଲୀ: ଆସନ୍ତା ମାସରୁ ଦେଶର ବିଭିନ୍ନ ସ୍ଥାନରେ ଆପ୍ ଆଧାରିତ କ୍ୟାବ୍ ବ୍ୟବସ୍ଥାରେ ବଡ଼ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଆପ୍ ଆଧାରିତ ଯାତ୍ରୀ ସେବା ପାଇଁ ପରିବହନ ବିଭାଗ ପକ୍ଷରୁ ନୂତନ ନିୟମାବଳୀ ପ୍ରସ୍ତୁତ କରାଯାଇଛି, ଯାହା ସେପ୍ଟେମ୍ବର ୧ରୁ ଲାଗୁ ହେବାକୁ ଯାଉଛି । ନୂତନ ନିୟମ ଅନୁଯାୟୀ, ଓଲା, ଉବେର ଏବଂ ରାପିଡୋ ଭଳି ଏଗ୍ରିଗେଟର୍ କମ୍ପାନୀଗୁଡ଼ିକ ପାଇଁ ପରିବହନ ପ୍ରାଧିକରଣଠାରୁ ଲାଇସେନ୍ସ ନେବା ବାଧ୍ୟତାମୂଳକ ହେବ । ସେହିପରି, ଏହି କମ୍ପାନିଗୁଡ଼ିକ ସହିତ

ଦେଶ

ପ୍ରୟାଗରାଜରେ ମାଡ଼ିଲା ବନ୍ୟା

ନୂଆଦିଲ୍ଲୀ : ଲଗାଣ ବର୍ଷା ପରେ ବିଗିଡ଼ିବାରେ ଲାଗିଛି ସଙ୍ଗମ ନଗରୀ ପ୍ରୟାଗରାଜର ଗଙ୍ଗା ଓ ଯମୁନା ନଦୀ । ଜଳସ୍ତର ବୃଦ୍ଧିର ପ୍ରଭାବ ଏବେ ସଙ୍ଗମ ଅଞ୍ଚଳ ଛାଡ଼ି ସହରର ଅନେକ ରାସ୍ତା ଯାଏଁ ପହଞ୍ଚିଛି । ନାଗବାସୁକୀ ରୋଡ୍, ମେରାଇନ୍ ଡ୍ରାଇଭ୍ ଏବଂ ରିଭର ଫ୍ରଣ୍ଟ ଅଞ୍ଚଳରେ ମଧ୍ୟ ପାଣି ଜମିବା ଆରମ୍ଭ ହୋଇଛି । ଗଙ୍ଗାର ପାଣି ଏବେ ସଡ଼କ ଉପରକୁ ମାଡ଼ି ଆସିଛି । ଯଦି ଏଭଳି ଭାବେ ଜଳସ୍ତର ବଢ଼ି

ବିଦେଶ

ୟୁକ୍ରେନ୍‌କୁ ଘାଇଲା କଲା ରୁଷ

କିଭ୍: ପୁଣି ୟୁକ୍ରେନ୍‌ରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତି ରୁଷିଆର ଭୟଙ୍କର ଡ୍ରୋନ୍ ଆକ୍ରମଣ କରିଛି । ଲୋକଙ୍କ ଚହଳରେ ପୂରି ରହିଥିବା ଏକ ବ୍ୟସ୍ତବହୁଳ ସପିଂ ସେଣ୍ଟରକୁ ଟାର୍ଗେଟ କରି କରାଯାଇଥିବା ଏହି ବର୍ବର ଆକ୍ରମଣରେ ୧୪ ଜଣ ନିରୀହ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୨ ଜଣ ଶିଶୁଙ୍କ ସମେତ ୧୨୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୨୯ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ

ବିଦେଶ

ମୃତ୍ୟୁ ପାଖରେ ବାଇଡେନ

ଆମେରିକା : ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ମୃତ୍ୟୁ ପାଖରେ ନାହାଁନ୍ତି, କିନ୍ତୁ ସେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି। ୮୩ ବର୍ଷୀୟ ବାଇଡେନଙ୍କ ଶରୀରରେ ପ୍ରୋଷ୍ଟେଟ୍ କ୍ୟାନର ହାଡ଼କୁ ବ୍ୟାପିଯାଇଥିବା ନେଇ ତାଙ୍କ ପରିବାର ଓ ପତ୍ନୀ ଜିଲ୍‌ ବାଇଡେନ ସୂଚନା ଦେଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ‘ଜେମି କର୍ଣ୍ଣ ଲିମା ଶୋ’ ରେ ଅତିଥି ଭାବରେ ଯୋଗ ଦେଇ ଜିଲ୍, ବାଇଡେନ୍‌ଙ୍କ ପ୍ରୋଷ୍ଟେଟ୍ କ୍ୟାନ୍ସର ଏବଂ ତାହା ହାଡ଼କୁ ବ୍ୟାପିଯିବା ପରର

ପାଣିପାଗ

ଓଡ଼ିଶାକୁ ଝଡ଼ବର୍ଷା ଚେତାବନୀ

ଭୁବନେଶ୍ୱର : ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ସପ୍ତାହେ ପ୍ରବଳ ବର୍ଷିବ!ଉପକୂଳ ଓ ଉତ୍ତର ଓଡ଼ିଶାକୁ ପ୍ରବଳ ଝଡ଼ବର୍ଷା ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।୨୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା । ଆଜି ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି । ସେହିପରି

ବାସ୍ତୁ ଓ ରାଶିଫଳ

ପଢନ୍ତୁ ରାଶିଫଳ

ମେଷ : ଆଜି ଆପଣଙ୍କ ପାଇଁ ଦିନଟି ନୂତନ ସୁଯୋଗ ଆଣିଦେବ। ବୁଧଙ୍କ ଚଳନ ଆପଣଙ୍କ ନିଷ୍ପତ୍ତି ନେବାର କ୍ଷମତାକୁ ମଜବୁତ କରିବ। ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ଭଲ ସମ୍ପର୍କ ରହିବ । ବ୍ୟବସାୟ କରୁଥିଲେ ନୂତନ ଡିଲ୍ ହୋଇପାରେ । ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ। ପାରିବାରିକ ପ୍ରସଙ୍ଗରେ ଆପଣଙ୍କ ପରାମର୍ଶକୁ ମୂଲ୍ୟବାନ ଭାବେ ଗ୍ରହଣ କରାଯିବ।ବୃଷ: ଆଜି ବ୍ୟବସାୟରେ ଉନ୍ନତି ସହ ଆର୍ଥିକ ଲାଭର ଯୋଗ ରହିଛି । କାର୍ଯ୍ୟକ୍ଷେତ୍ରରେ ସଫଳତା

ରାଜ୍ୟ

ଆଇପିଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ପ୍ରଶାସନିକ କାର୍ଯ୍ୟଦକ୍ଷତାକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ୬ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ବଦଳି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଅଦଳବଦଳ ନିର୍ଦ୍ଦେଶନାମା ଜାରି ହୋଇଛି । ସୂଚନା ଅନୁସାରେ, ସତ୍ୟବ୍ରତ ଭୋଇଙ୍କୁ ଗୋଇନ୍ଦା ବିଭାଗର ଆଇଜି ଭାବେ ନୂତନ ଦାୟିତ୍ୱ ଦିଆଯାଇଛି। ସେହିପରି ହିମାଂଶୁ ଲାଲଙ୍କୁ ଇକୋନୋମିକ୍ ଅଫେନ୍ସ

Scroll to Top