odisha24 Live

Latest News

Latest News

Author name: RatnaManjari Mohanty

ଦେଶ

ରେଳ ଧାରଣାରୁ ଖସିଲା ୭ଟି ବଗି

ଆସାମ : ଆଜି ସକାଳୁ ଆସାମରେ ଏକ ବଡ଼ ରେଳ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏଠାରେ କୋଲକାତାରୁ ସାଇରାଙ୍ଗ ଯାଉଥିବା କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ୍‌ର ୭ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସୂଚନାନୁଯାୟୀ, ଗୋହାଟିର ଉପକଣ୍ଠ ଦିଗାରୁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି । ରେଳ ଲାଇନ ପରିବର୍ତ୍ତନ ସମୟରେ

ରାଜ୍ୟ

ଶୀତ ଚାଦରରେ ଘୋଡ଼ାଇ ହେଲା ଦାରିଙ୍ଗିବାଡ଼ି

ଭୁବନେଶ୍ୱର : ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ଆଜି ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହି ପାଣିପାଗ ବ୍ୟବସ୍ଥା ଅଧିକ ସକ୍ରିୟ ହୋଇପାରେ । ଓଡ଼ିଶା ପାଇଁ ଏହି ସମ୍ଭାବ୍ୟ ଲଘୁଚାପକୁ ନେଇ ବର୍ତ୍ତମାନ ବଡ଼ ଧରଣର ବର୍ଷା ଆଶଙ୍କା ନାହିଁ । ଗତକାଲିର ପାଣିପାଗ ଆକଳନ

ପାଣିପାଗ

କୁହୁଡ଼ିର ଚାଦର ତଳେ ଓଡ଼ିଶା, ଆସିଗଲା ପହିଲି ଶୀତ

ଭୁବନେଶ୍ୱର : ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ଆଜି ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହି ପାଣିପାଗ ବ୍ୟବସ୍ଥା ଅଧିକ ସକ୍ରିୟ ହୋଇପାରେ । ଓଡ଼ିଶା ପାଇଁ ଏହି ସମ୍ଭାବ୍ୟ ଲଘୁଚାପକୁ ନେଇ ବର୍ତ୍ତମାନ ବଡ଼ ଧରଣର ବର୍ଷା ଆଶଙ୍କା ନାହିଁ । ଗତକାଲିର ପାଣିପାଗ ଆକଳନ

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେ‌ଷ: କୌଣସି ନୂଆ ସୁଯୋଗ ପାଇଁ ପ୍ରସ୍ତୁତ ରହିବେ। ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ। ମୁସ୍କିଲ ପରିସ୍ଥିତିରେ ବନ୍ଧୁର ସାହାଯ୍ୟ ପାଇବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ବୃଷ: ଲେଖକ ଓ କଳାକାର ଲାଗି ସମୟ ଅନୁକୂଳ। ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବ। ବେପାର ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ଅଧିକାରୀବର୍ଗ ଆପଣଙ୍କ କାମରେ ଖୁସି ହେବେ। ପୁରୁଣା ବନ୍ଧୁ ଆପଣଙ୍କ ଫୋନ୍‌ କରିବେ। ‌‌ ‌ ‌ ମିଥୁନ: ଆପଣଙ୍କର ବିରୋଧୀ

ଜୀବନଶୈଳୀ

କଦଳୀ ଫୁଲରେ ଲୁଚିଛି ସ୍ୱାସ୍ଥ୍ୟର ରହସ୍ୟ, ଖାଇଲେ ମିଳିବ ଅନେକ ଫାଇଦା

ସୁସ୍ଥ ଶରୀର ପାଇଁ ଆବଶ୍ୟକ ସୁଷମ ଖାଦ୍ୟ । ଆଉ ସୁଷମ ଖାଦ୍ୟରେ ସବୁଜ ପନିପରିବାର ରହିଛି ବିଶେଷ ଭୂମିକା । ଆମେ ସାଧାରଣତଃ କୋବି, ବିନ୍, ମଟର ଓ କଞ୍ଚା କଦଳୀ ଭଳି ପନିପରିବା ଖାଇବାକୁ ପସନ୍ଦ କରିଥାଉ । କିନ୍ତୁ ଜାଣନ୍ତି କି, କଦଳୀର ଫୁଲ ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ପୋଷକତତ୍ତ୍ୱରେ ଭରପୂର କଦଳୀ ଫୁଲ ଆମ ଦୈନନ୍ଦିନ ଖାଦ୍ୟରେ ସାମିଲ ହେଲେ ମିଳିପାରେ ଅନେକ ଫାଇଦା ।

ସଂସ୍କୃତି

କାହିଁକି ମା’କାଳୀ ଜିଭ କାଢିଥିଲେ ! ପଛରେ ରହିଛି ଏକ ପୌରାଣିକ

ହିନ୍ଦୁ ଧର୍ମରେ ମା’ କାଳୀ ହେଉଛନ୍ତି ଆଦ୍ୟାଶକ୍ତିଙ୍କ ଏକ ଅତ୍ୟନ୍ତ ଶକ୍ତିଶାଳୀ ଓ ରହସ୍ୟମୟ ସ୍ୱରୂପ। ସେ ଏକପଟେ ଅଜ୍ଞାନ, ଅହଂକାର ଓ ଅଧର୍ମର ବିନାଶକାରିଣୀ, ଅନ୍ୟପଟେ ଭକ୍ତଙ୍କ ପାଇଁ ସ୍ନେହମୟୀ ଜଗଜ୍ଜନନୀ। ଦଶ ମହାବିଦ୍ୟାଙ୍କ ମଧ୍ୟରେ ମା’ କାଳୀଙ୍କୁ ପ୍ରଥମ ସ୍ଥାନ ଦିଆଯାଇଛି। ପୌରାଣିକ କଥାରେ ମା’ କାଳୀଙ୍କ ଆବିର୍ଭାବ ଦେବୀ ମାହାତ୍ମ୍ୟ ଓ ଅନ୍ୟାନ୍ୟ ପୁରାଣରେ ମା’ କାଳୀଙ୍କ ମହିମା ବର୍ଣ୍ଣିତ ହୋଇଛି। ରକ୍ତବୀଜ ଭଳି ଭୟଙ୍କର ଅସୁରଙ୍କ ବିନାଶ ପାଇଁ ମା’ ଦୁର୍ଗାଙ୍କ

ଶିକ୍ଷା ଓ ନିଯୁକ୍ତି

ଇସ୍ରୋରେ ବଡ଼ ନିଯୁକ୍ତି ସୁଯୋଗ! ୪୦୦ ଅପ୍ରେଣ୍ଟିସ୍ ପଦବି ପାଇଁ ଆବେଦନ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂଗଠନ ଅଧୀନସ୍ଥ ସତୀଶ ଧୱନ ମହାକାଶ କେନ୍ଦ୍ର , ଶ୍ରୀହରିକୋଟା ପକ୍ଷରୁ ଏକ ବଡ଼ଧରଣର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଇସ୍ରୋରେ ତାଲିମ ନେବାକୁ ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ISRO SDSC SHAR Apprentice -2026 ପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୬ ନଭେମ୍ବର ୨୦୨୬ ରହିଛି। ଇସ୍ରୋ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ମୋଟ ୪୦୦ଟି ଅପ୍ରେଣ୍ଟିସ୍ ପଦବି ପୂରଣ କରାଯିବ।

ବାଣିଜ୍ୟ

ଶସ୍ତାରେ ଲଞ୍ଚ ହେଲା ଭିଭୋ

ମୁମ୍ବାଇ : କମ୍ ଦାମରେ ଦମଦାର 5G ସ୍ମାର୍ଟଫୋନ୍ ଲଞ୍ଚ କଲା ଭିଭୋ । ୬,୫୦୦mAh ବ୍ୟାଟେରୀ ସହ ମିଳିବ ଆକର୍ଷଣୀୟ ଫିଚର୍ସ । ସ୍ମାର୍ଟଫୋନ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ଭିଭୋ ନିଜ Y ସିରିଜରେ ଆଉ ଏକ ନୂଆ ବଜେଟ୍ 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଚୀନ୍ ବଜାରରେ ଲଞ୍ଚ ହୋଇଥିବା ଏହି ଫୋନରେ ରହିଛି ବଡ଼ ବ୍ୟାଟେରୀ, ଆକର୍ଷଣୀୟ ଡିସପ୍ଲେ ଏବଂ ଅନେକ ଦମଦାର ଫିଚର୍ସ । ତେବେ ଏହି

ମନୋରଞ୍ଜନ

ତୃତୀୟ ଥର ବିବାହରେ ଫେଲ ହେଲେ ପବନ କଲ୍ୟାଣ

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଅଭିନେତା ପବନ କଲ୍ୟାଣ ଓ ତାଙ୍କ ପତ୍ନୀ ଅନ୍ନା କୋନିଡେଲାଙ୍କ ବୈବାହିକ ଜୀବନକୁ ନେଇ ଚର୍ଚ୍ଚା। ଉଭୟ ପରସ୍ପର ସହମତି ଓ ବୁଝାମଣା ଆଧାରରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ଏକ ବିବୃତିରେ କୁହାଯାଇଛି। ପବନ କଲ୍ୟାଣଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଜାରି ହୋଇଛି। ପବନ କଲ୍ୟାଣ ୧୯୯୭ ମସିହାରେ ନନ୍ଦିନୀଙ୍କୁ ପ୍ରଥମ ବିବାହ କରିଥିଲେ। ପରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିବାରୁ ସେମାନେ ଅଲଗା ହୋଇଥିଲେ। ଏହାପରେ

ଅପରାଧ

ରକ୍ଷକ ସାଜିଲା ଭକ୍ଷକ ! ନିଜ ସନ୍ତାନ ପାଇଁ ସାଜିଲା ରାକ୍ଷସ!

ବ୍ରହ୍ମପୁର: ବ୍ରହ୍ମପୁରରେ ଲଜ୍ଜା । ଯେଉଁ ବାପା ନିଜ ଝିଅମାନଙ୍କୁ ସୁରକ୍ଷା ଦେବା କଥା, ସେହି ବାପାଙ୍କ ନାଁରେ ଆସିଛି ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ। ନ୍ୟାୟ ପାଇଁ ଏବେ ଗୁହାରି କରୁଛନ୍ତି ଦୁଇ ଝିଅ। ଏପରିକି ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଭିଡିଓ ଜରିଆରେ ଚେତାବନୀ ଦେଇଛନ୍ତି । ସୂଚନା ଅନୁସାରେ, ବ୍ରହ୍ମପୁରରେ ତିନି ଜଣ ଝିଅଙ୍କୁ ସେମାନଙ୍କ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ କିଛି ମାସ ପୂର୍ବରୁ ଥାନାରେ

Scroll to Top