odisha24 Live

Latest News

Latest News

Author name: RatnaManjari Mohanty

ମନୋରଞ୍ଜନ

ଅମିତାଭ ବଚ୍ଚନଙ୍କ ବଙ୍ଗଳାକୁ ଉଡ଼ାଇବାକୁ ଧମକ! ସୁରକ୍ଷା ବ୍ୟବସ୍ଥାକୁ ନେଇ ବଢ଼ିଲା ଚିନ୍ତା

ମୁମ୍ବାଇ : ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଏବେ ସମସ୍ତଙ୍କୁ ଧମକ ମିଳିବାରେ ଲାଗିଛି । ଗ୍ୟାଙ୍ଗଷ୍ଟର୍ ମାନଙ୍କ ଠାରୁ ମିଳୁଥିବା ଲଗାତାର ଧମକ ଏବଂ ଅଭିନେତାମାନଙ୍କୁ ଗୁଳିମାଡ଼ ହେବା ପରେ ସମଗ୍ର ଇଣ୍ଡଷ୍ଟ୍ରୀ ଭୟଭୀତ ରହିଛି । ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ହେବା ପରେ ଏବେ ବଲିଉଡର ଶେହନଶାହ ଅମିତାଭ ବଚ୍ଚନଙ୍କ ବଙ୍ଗଳା ଜଲସାକୁ ଗ୍ରେନେଡରେ ଉଡ଼ାଇବା ନେଇ ଏକ ଧମକପୂର୍ଣ୍ଣ ମେଲ୍ ଆସିଛି । ଏହି ସବୁ ଭୟ ଓ ବିପଦକୁ ଖାତିର ନକରି ଅମିତାଭ ବଚ୍ଚନ

ରାଜ୍ୟ

ଖଡ୍‌ଗେଙ୍କ ମୋଦି-ବିରୋଧୀ ମନ୍ତବ୍ୟକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତୀବ୍ର ନିନ୍ଦା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଦେଇଥିବା ବିବାଦୀୟ ବୟାନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୀବ୍ର ନିନ୍ଦା କରିଛନ୍ତି। ବିହାରର ପାଟଣାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଖଡ୍‌ଗେ ପ୍ରଧାନମନ୍ତ୍ରୀ ଓ ତାଙ୍କ ସ୍ଵର୍ଗତ ପିତାଙ୍କୁ ଆକ୍ଷେପ କରି “ମୋଦି କା ବାପ୍ ଭି ଯାଏଗା” ବୋଲି ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ସାରା ଦେଶରେ ରାଜନୈତିକ ହଲଚଲ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ

ଅପରାଧ

ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ: ବିପୁଳ ଟଙ୍କା ସହ ଅନେକ ଗିରଫ

ବ୍ରହ୍ମପୁର: ଜୁଆ ଆଡ୍ଡା ଉପରେ ପୋଲିସର କଡ଼ା ଚଢ଼ାଉ ଜାରି ରହିଛି, ଯେଉଁଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶତାଧିକ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ପାର୍ବଣ ଋତୁ, ବିଶେଷ କରି କୁମାର ପୂର୍ଣ୍ଣିମା ଓ ଦୀପାବଳି ସମୟରେ ବେଆଇନ ଜୁଆ ଖେଳ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଏକ ବ୍ୟାପକ ସ୍ପେଶାଲ ଡ୍ରାଇଭ୍ ଚାଲିଛି। ଗୋଟିଏ ରାତିରେ ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲାରେ ୩୪ ଜୁଆ ଆଡ୍ଡାରେ ଚଢ଼ଉ ହୋଇଛି । ପୋଲିସ ୧୯୪ଜଣଙ୍କୁ ଗିରଫ

କ୍ରୀଡା

ମୁମ୍ବାଇ ଇଣ୍ଡିଆନ୍ସର ବଡ଼ ଘୋଷଣା : ଜୟବର୍ଦ୍ଧନେଙ୍କ ସ୍ଥାନ ନେବେ ୱେଷ୍ଟଇଣ୍ଡିଜ୍‌ର କିରନ୍

ମୁମ୍ବାଇ : ମୁମ୍ବାଇ ଇଣ୍ଡିଆନ୍ସ ନିଜର ପୂର୍ବତନ ଖେଳାଳି ତଥା ବ୍ୟାଟିଂ କୋଚ୍ କିରନ୍ ପୋଲାର୍ଡଙ୍କୁ ଦଳର ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି । ପୋଲାର୍ଡ ଗତ ୧୬ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡ଼ିତ ରହିଛନ୍ତି । ଖେଳାଳି ଏବଂ ପରବର୍ତ୍ତୀ ସମୟରେ ବ୍ୟାଟିଂ କୋଚ୍ ଭାବେ ଦଳର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିବା ପୋଲାର୍ଡ ଏବେ ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇବେ । ମୁମ୍ବାଇ ଇଣ୍ଡିଆନ୍ସର ନୀତା ଏମ୍. ଅମ୍ବାନୀ

ରାଜନୀତି

କୋଟିଆର ସ୍ୱାର୍ଥ ଓ ଅଧିକାରକୁ ନେଇ କୌଣସି ସାଲିସ୍ ହେବ ନାହିଁ ବୋଲି ସ୍ପଷ୍ଟ ବାର୍ତ୍ତା

ଭୁବନେଶ୍ୱର : କୋଟିଆକୁ ନେଇ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ । ସରକାର ସୁପ୍ରିମକୋର୍ଟ ଯାଇଛନ୍ତି । କୋଟିଆକୁ ନେଇ କୌଣସି ଦଳ କି ସରକାର, କୌଣସି କମ୍ପରମାଇଜ କରିବନାହିଁ । କୋଟିଆ କେବଳ ଓଡ଼ିଶାର ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଟିଆକୁ ନେଇ ଦଳ ଓ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ । ଆମ ସରକାର ଆସିଲାପରେ ଦୁଇ ଉପମୁଖ୍ୟମନ୍ତ୍ରୀ,ରାଜସ୍ବ ମନ୍ତ୍ରୀ କୋଟି ଯାଇଛନ୍ତି ।

ରାଜନୀତି, ଦେଶ

ରାହୁଲ ଗାନ୍ଧି ଦୋଷମୁକ୍ତ, କୋର୍ଟ ଶୁଣାଇଲେ ରାୟ

ଲକ୍ଷ୍ନୌ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ଟିପ୍ପଣୀ ଦେବା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତି ମିଳିଛି । ଉତ୍ତରପ୍ରଦେଶର ସୁଲତାନପୁରସ୍ଥିତ ଏମପି-ଏମଏଲଏ କୋର୍ଟ ତାଙ୍କୁ ମାନହାନି ମାମଲାରେ ଦୋଷମୁକ୍ତ କରିଛନ୍ତି ।୮ବର୍ଷ ପରେ ଦୋଷମୁକ୍ତ କଲେ ସୁଲତାନପୁର କୋର୍ଟ । ୨୦୧୮ରେ ଅମିତ ଶାହଙ୍କ ବିଷୟରେ ଦେଇଥିବା ମନ୍ତବ୍ୟକୁ ନେଇ ହୋଇଥିଲା ମାନହାନି ମାମଲା । ଆଜି କୋର୍ଟ ରାହୁଲ ଗାନ୍ଧୀ ନିର୍ଦ୍ଦୋଶ ବୋଲି ରାୟ ଶୁଣାଇଛନ୍ତି । ୨୦୧୮ରେ ବେଙ୍ଗାଳୁରୁରେ

ଦେଶ

ରାଷ୍ଟ୍ରପତି ଭବନ ନର୍ଥ ବ୍ଲକରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଲକ୍ଷ୍ନୌରୁ ସୁଲତାନପୁର ଯାଉଥିବା ସମୟରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷା ଦଳରେ ଥିବା ଗାଡ଼ିଗୁଡ଼ିକ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ହଲିଆପୁର ଥାନା ଅଞ୍ଚଳରେ ପରସ୍ପର ସହ ଧକ୍କା ହୋଇଛି। ଧକ୍କାରେ ଗୋଟିଏ କାରର ହୁଡ୍ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ତେବେ ରାହୁଲ ସୁରକ୍ଷିତ ଅଛନ୍ତି। ସେ କୋର୍ଟ ଅଭିମୁଖେ ତାଙ୍କର ଯାତ୍ରା ଜାରି ରଖିଥିଲେ। ତାଙ୍କୁ ସୁଲତାନପୁରର ଏକ ସ୍ୱତନ୍ତ୍ର କୋର୍ଟରେ

ବିଦେଶ

ଚେତାବନୀ ଦେଲେ ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ

ବ୍ରିଟେନ : ବ୍ରିଟେନକୁ ଆଉ ୧୦୦୦ ଦିନ ପରେ ମାଡ଼ିଆସିବ ବଡ଼ ବିପଦ । ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ଏବଂ ବିଜୟୀ ହେବାକୁ ହେବ ବୋଲି ଚେତବାନୀ ଦେଇଛନ୍ତି ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ୱେସ୍ ଷ୍ଟ୍ରିଟିଂ । ସେ କହିଛନ୍ତି, ୨୦୩୦ ମସିହା ସୁଦ୍ଧା ଶତ୍ରୁ ଦେଶଗୁଡ଼ିକ ଏଭଳି ସାମରିକ ଶକ୍ତି ହାସଲ କରିପାରନ୍ତି ଯାହା ଦ୍ୱାରା ସେମାନେ ବ୍ରିଟେନ ଉପରେ ଆକ୍ରମଣ କରିବାକୁ ସକ୍ଷମ ହେବେ। ‘ଦି ଟେଲିଗ୍ରାଫ୍’ରେ ସେ ଲେଖିଛନ୍ତି, ବ୍ରିଟେନ୍‌ର ଶତ୍ରୁମାନେ

ଦେଶ

ରାଷ୍ଟ୍ରପତି ଭବନ ନର୍ଥ ବ୍ଲକରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀର ରାଷ୍ଟ୍ରପତି ଭବନର ଠିକ୍ ସମ୍ମୁଖରେ ଥିବା ଏକ ପ୍ରମୁଖ ସରକାରୀ କୋଠା ନର୍ଥ ବ୍ଲକରେ ଅଗ୍ନିକାଣ୍ଡ ଘଟିଛି। କୋଠାରୁ କଳା ଧୂଆଁ ଉଠୁଥିବା ଖବର ମିଳିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ୬ଟି ଗାଡ଼ି ଘଟଣାସ୍ଥଳକୁ ପଠାଯାଇଛି । ତେବେ ପ୍ରାଥମିକ ସୂଚନା ଅନୁଯାୟୀ, କୋଠାର ଛାତ ଉପରେ ୱେଲ୍ଡିଂ କାମ ଚାଲିଥିବା ସମୟରେ ସ୍ପାର୍କ ସୃଷ୍ଟି ହୋଇ ଧୂଆଁ ବାହାରିଥିଲା । ଘଟଣା ପରେ ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡିଛି

ବିଦେଶ

୪ର୍ଥ ଥର ପାଇଁ ରାଷ୍ଟ୍ରପତି ହେଲେ ଲୁଲା

ବ୍ରାଜିଲ : ପୁଣି ଥରେ ନିର୍ବାଚିତ ହୋଇଛନ୍ତି ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିୟୋ ଲୁଲା ଡା ସିଲଭା । ଭୋଟ ଗଣତି ସମାପ୍ତ ହେବା ପରେ, ବ୍ରାଜିଲ ନିର୍ବାଚନ କମିସନ ରିପୋର୍ଟ ଦେଇଛନ୍ତି ଯେ, ୮୦ ବର୍ଷୀୟ ଲୁଲା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଫ୍ଲାଭିଓ ବୋଲସୋନାରୋଙ୍କ ଠାରୁ ୪୪ ଲକ୍ଷ ଭୋଟ୍‌ରେ ଅର୍ଥାତ୍ ମୋଟ ଭୋଟ୍‌ର ୫୧.୮ ପ୍ରତିଶତ ଆଗୁଆ ଅଛନ୍ତି। ଲୁଲା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ କଠୋର ସମାଲୋଚକ । ଏହି ବିଜୟ ସହିତ

Scroll to Top