odisha24 Live

Latest News

Latest News

Author name: RatnaManjari Mohanty

ରାଜନୀତି

କଂଗ୍ରେସର ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ

ଅନୁଗୋଳ : କୋଇଲା, ପାଉଁଶ ପରିବହନ ଯୋଗୁଁ ସୃଷ୍ଟି ହେଉଥିବା ପ୍ରଦୂଷଣକୁ ବନ୍ଦ ଦାବି । ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ଡାକରା । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଅନୁଗୋଳ ଜିଲ୍ଲା କଂଗ୍ରେସ । ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ପିକେଟିଂ କରାଯାଉଥିବା ବେଳେ ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସ୍ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଅପିଲ୍‌ କରାଯାଇଛି ।କଂଗ୍ରେସର

ସଂସ୍କୃତି

ଚିତାଲାଗି ଅମାବାସ୍ୟାରେ ମହାପ୍ରଭୁଙ୍କୁ ଲାଗିବ ସ୍ୱର୍ଣ୍ଣ ଚିତା

ପୁରୀ : ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ଠାରେ ଲାଗି ହେବ ଚିତା । ପ୍ରଥମ ଭୋଗମଣ୍ଡପ ଶେଷପରେ ଅନୁଷ୍ଠିତ ହେବ ନୀତି । ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ଏହି ୫ ଘଣ୍ଟା ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଚତୁର୍ଦ୍ଧାମୂରତି ଦର୍ଶନ । ଦାରୁଦିଅଁଙ୍କୁ ଦଇତା ପତି ସେବକମାନେ ରତ୍ନଚିତା ଲାଗି କରାଇବେ । ଏହା ଏକ ଗୁପ୍ତ ନୀତି । ତେଣୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ

ଅପରାଧ

ସିରିୟା ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁଦଣ୍ଡ

ସିରିୟା : ମଙ୍ଗଳବାର ସିରିୟାର ପୂର୍ବତନ ରାଷ୍ଟ୍ରପତି ବସର ଅଲ-ଅସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଉଭୟ ମାନବତା ବିରୋଧୀ ଅପରାଧ ଏବଂ ଯୁଦ୍ଧ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ।ସେମାନେ ସିରିଆର ୧୪ ବର୍ଷର ସଂଘର୍ଷ ସମୟରେ ମାନବତା ବିରୋଧୀ ଅପରାଧ ଏବଂ ଯୁଦ୍ଧ ଅପରାଧ ସହିତ ଜଡିତ ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ଏହା ପ୍ରାୟ ୫,୦୦,୦୦୦ ଲୋକଙ୍କ ଜୀବନ ନେଇଥିଲା। ସମାନ ମାମଲାରେ ଆସଦଙ୍କ ସମ୍ପର୍କୀୟ ଭାଇ ଆତିଫ ନଜିବଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯାଇଛି। ନଜିବଙ୍କ

ଦେଶ

ଭୟଙ୍କର ଭୂସ୍ଖଳନ

ମୁମ୍ବାଇ : ମହାରାଷ୍ଟ୍ର ମୁମ୍ବାଇ କୁର୍ଲାର ଚିରାଗ ନଗର ଅଞ୍ଚଳରେ ବଡ଼ ଅଘଟଣ ଘଟିଛି। ବୁଧବାର ଭୋର ପ୍ରାୟ ୩ଟା ୪୮ ମିନିଟ୍‌ରେ ଚିରାଗ ନଗରର ଗୌସିଆ ଚାୱଲ୍‌ରେ ଭୂସ୍ଖଳନ ହୋଇଛି। ଘଟଣାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ଚାରିରୁ ପାଞ୍ଚ ଜଣ ଭଗ୍ନାବଶେଷ ତଳେ ଫସିଥିବା ଆଶଙ୍କା କରାଯାଉଛି। ଭୋର ୪ଟା ୩୨ ମିନିଟ୍‌ରେ ଅଗ୍ନିଶମ ବିଭାଗ ଘଟଣାକୁ ଲେଭଲ୍-୨ ଘଟଣା ଭାବେ ଘୋଷଣା କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ

ଦେଶ

ଲାଗିବ ବର୍ଷର ଶେଷ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ : ୨୦୨୬ର ଦ୍ୱିତୀୟ ଓ ଶେଷ ସୂର୍ଯ୍ୟ ପରାଗ । ଏହା ଏକ ପୂର୍ଣ୍ଣ ସୂର୍ଯ୍ୟ ପରାଗ। ଭାରତୀୟ ସମୟ ଅନୁଯାୟୀ,ଏହି ପରାଗ ରାତିରେ ପଡ଼ୁଥିବାରୁ, ଏହା ଦେଶରେ ଦୃଶ୍ୟମାନ ହେବ କି ନାହିଁ ଏବଂ ଏହାର ସୂତକ କାଳ ଓ ଧାର୍ମିକ ପ୍ରଭାବ କ’ଣ ରହିବ, ଆସନ୍ତୁ ସେ ବିଷୟରେ ବିସ୍ତୃତ ଭାବରେ ଜାଣିବା ।ସୂର୍ଯ୍ୟ ପରାଗର ଅବଧି ଅଗଷ୍ଟ ୧୩ ତାରିଖ ରାତି ୯:୦୪ ରୁ ସକାଳ ୪:୨୫ ପର୍ଯ୍ୟନ୍ତ ରହିବ। ଭାରତରେ

ବିଦେଶ

ଖୁସିର ନୌକା ଯାତ୍ରା ପାଲଟିଗଲା ଶୋକର ଛାୟା

ଜିମ୍ବାୱେ : ଜିମ୍ବାୱେରେ ଘଟିଛି ଭୟଙ୍କର ନୌକା ଦୁର୍ଘଟଣା। ଏହି ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୨୭ରୁ ଅଧିକ ନିଖୋଜ ଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଜିମ୍ବାୱେର ଉତ୍ତରରେ ଥିବା କରିବା ସହରରୁ ଝିଲ୍‌ ମଧ୍ୟରେ ଥିବା ବିଭିନ୍ନ ଦ୍ୱୀପକୁ ଯାତାୟାତ ପାଇଁ ନୌକା ବ୍ୟବହାର କରାଯାଏ। ବିଶେଷକରି ମାଛ ଧରିବା ପାଇଁ ଲୋକମାନେ ଏହି ନୌକାରେ ଯାତାୟାତ କରନ୍ତି।ମଙ୍ଗଳବାର ଦିନ ଜିମ୍ବାୱେର କରିବା ହ୍ରଦରେ ଉତ୍ତର କରିବା ସହର ଏବଂ

ପାଣିପାଗ

୪୮ ଘଣ୍ଟାରେ ପ୍ରବଳ ଛେଚିବ

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୪୮ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ, ଆଜି ସକାଳ 5ଟା 30 ସମୟରେ ଉତ୍ତରବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ପ୍ରଭାବରେ ଆଜିଠୁ ବର୍ଷାର ପରିମାଣ ବଢ଼ିବ । ଏନେଇ କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଅପରାଧ

ରାଜଧାନୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ : ସ୍ବାଧୀନତା ଦିବସରେ ଆତଙ୍କୀ ଆକ୍ରମଣ ସମ୍ଭାବନାକୁ ନେଇ ଦିଲ୍ଲୀ ପୋଲିସ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଜାରି କରିଛି । ଅଗଷ୍ଟ ୧୫କୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ହାଇ ଆଲର୍ଟରେ ରହିଛି। ଏହି ମଧ୍ୟରେ ପୋଲିସ ପକ୍ଷରୁ ୧୯ ଜଣ ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀଙ୍କ ପୋଷ୍ଟର ସାର୍ବଜନୀନ କରାଯାଇଛି।ସହରର ପ୍ରମୁଖ ସାର୍ବଜନୀନ ସ୍ଥାନ, ବଜାର ଏବଂ ଭିଡ଼ ଅଞ୍ଚଳରେ ଏହି ପୋଷ୍ଟର ଲଗାଯାଉଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ସାଧାରଣ ଲୋକଙ୍କ ସହଯୋଗ

ବାସ୍ତୁ ଓ ରାଶିଫଳ

କାହିଁକି ବିନ୍ଧେ ଗୋଡ଼ ?

ଅନେକ ଲୋକଙ୍କର ଗୋଡ଼ ରାତିରେ ଶୋଇବା ସମୟରେ ଯନ୍ତ୍ରଣା ହୋଇଥାଏ । ଏହା କିଛି ଲୋକମାନଙ୍କ ସହିତ ସକାଳ ସମୟରେ ମଧ୍ୟ ହୋଇଥାଏ । ଏହାର ଉପଶମ ପାଇଁ ଅନେକ ପ୍ରକାର ଉପାୟ ଆପଣାଇଲେ ମଧ୍ୟ ଏହି ଯନ୍ତ୍ରଣାରୁ ମୁକ୍ତି ମିଳି ନଥାଏ । ଏକ ରିପୋର୍ଟ ଅନୁଯାୟୀ ଯେତେବେଳେ ଆମେ ଗୋଟିଏ ଘର ଭିତରେ ଅଧିକ ସମୟ ରହିଯାଉ ସୂର୍ଯ୍ୟଙ୍କ କିରଣ ଆମ ଉପରେ ପଡିନଥାଏ ।ଖାଦ୍ୟରୁ ମଧ୍ୟ ଉପଯୁକ୍ତ ଭିଟାମିନ୍ D ହ୍ରାସ ପାଇବାରୁ

ଶିକ୍ଷା ଓ ନିଯୁକ୍ତି, ରାଜ୍ୟ

ଓଡିଶା ଦେଖିବ ନୂଆ ଲୋକାୟୁକ୍ତ

ଭୁବନେଶ୍ୱର : ଖୁବଶୀଘ୍ର ଓଡ଼ିଶାରେ ନୂଆ ଲୋକାୟୁକ୍ତ ନିଯୁକ୍ତ ହେବେ। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଲୋକାୟୁକ୍ତ ନିଯୁକ୍ତି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆର୍ଥିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ,ଏହା ଖୁବ ଶୀଘ୍ର ସମାପ୍ତ ହେବ । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଲୋକାୟୁକ୍ତ ନିଯୁକ୍ତ ହେବେ । ଏଥିପାଇଁ ପ୍ରଥମ ମିଟିଂ ସରିଛି । ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ଅଛି ସେଥିରେ ମୁଖ୍ୟମନ୍ତ୍ରୀ,

Scroll to Top