odisha24 Live

Latest News

Latest News

Author name: RatnaManjari Mohanty

ସଂସ୍କୃତି

ଜାଗା ଦର୍ଶନ ବନ୍ଦ

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ବୁଧବାର ଶ୍ରୀମନ୍ଦିରରେ ପାଞ୍ଚ ଘଣ୍ଟା ବନ୍ଦ ସାଧାରଣ ଦର୍ଶନ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ବୁଧବାର ମାନେ ଆସନ୍ତକାଲି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି। ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ। ଯେଉଁଥି ପାଇଁ ପାଞ୍ଚ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଅପରାହ୍ନ ୨ ଟାରୁ ସନ୍ଧ୍ୟା ୭ ଟା ଯାଏଁ ବନ୍ଦ ରହିବ

ବାଣିଜ୍ୟ

ବଜାରକୁ ଆସିଲା ନୁଆଁ ବାଇକ

ନୂଆଦିଲ୍ଲୀ : ବାଇକ ଭଲପାଉଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର । ବଜାଜ୍ ପୁଣିଥରେ ପଲ୍ସରକୁ ନୂଆ ଲୁକରେ ବଜାରକୁ ଆଣି ଟୁ-ହ୍ୱିଲର୍ ବଜାରରେ ଚର୍ଚ୍ଚା ସୃଷ୍ଟି କରିଛି । କମ୍ପାନୀ ନୂଆ ବଜାଜ୍ ପଲ୍ସର ଏନ୧୬୦କୁ ଦୁଇଟି ନୂଆ ଏବଂ ଦମଦାର ଭାରିଆଣ୍ଟ୍ ଏସ ଓ ଏସଏସରେ ବଜାରକୁ ଆଣିବାକୁ ଘୋଷଣା କରିଛି । ପଲ୍ସର ପ୍ରେମୀମାନେ ଦୀର୍ଘ ସମୟ ଧରି ଏହି ବାଇକର ନୂଆ ଅପଡେଟକୁ ଅପେକ୍ଷା କରିଥିଲେ ଏବଂ ଏବେ ବଜାଜ୍

ମନୋରଞ୍ଜନ

ଅଳ୍ପରେ ବର୍ତିଲେ ଶେହନାଜ

ମୁମ୍ବାଇ : ବଲିଉଡର ଚୁଲବୁଲି ଅଭିନେତ୍ରୀ ଶେହନାଜ ଗିଲଙ୍କ ସହ ଏକ ଦୁର୍ଘଟଣା ଘଟିଛି। ତାଙ୍କର ସୁନ୍ଦରତା ଏବଂ ପ୍ରତିଭା ପାଇଁ ସେ ବେଶ ଜଣାଶୁଣା । ଶୁଟିଂ କରୁଥିବା ସମୟରେ ସେ ଭୁଲବଶତଃ ତାଙ୍କ ନାକ ଫୁଲ ଗିଳିଦେଇଛନ୍ତି। ଏହି ଘଟଣା ସେଟରେ ଥିବା ସମସ୍ତଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଅଭିନେତା ସୌରଭ ସଚଦେବ ତୁରନ୍ତ ତାଙ୍କୁ ସାହାଯ୍ୟ ପାଇଁ ତାଙ୍କୁ ସାହାଯ୍ୟ କରିବା ପାଇଁ ପିଠି ଥାପୁଡ଼ାଇଥିଲେ। ଶେହନାଜ ବାନ୍ତି କରିବାକୁ ଚେଷ୍ଟା

ବାଣିଜ୍ୟ

ପୁଣି ଚର୍ଚ୍ଚାରେ ଏଲନ ମସ୍କ

ନୂଆଦିଲ୍ଲୀ: ‘ବେଷ୍ଟ-ବ୍ରୋକର୍ସ’ର ଏକ ନୂତନ ବିଶ୍ଳେଷଣ ଅନୁଯାୟୀ, ମେ ୨୦୨୪ରୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ରହିଆସିଥିବା ଏଲନ ମସ୍କ ଜୁଲାଇ ୨୦୨୫ ରୁ ଜୁଲାଇ ୨୦୨୬ ମଧ୍ୟରେ ନିଜ ସମ୍ପତ୍ତିରେ ୩୨୦ ବିଲିୟନ୍ ଡଲାର (ଦୈନିକ ପ୍ରାୟ ୮୭୫ ନିୟୁତ ଡଲାର) ଯୋଡ଼ିଛନ୍ତି। ‘ଫୋର୍ବସ’ର ରିୟଲ-ଟାଇମ୍ ବିଲିୟନେୟାର ତାଲିକାକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଜୁନ୍ ୧୨ରେ ସ୍ପେସ୍‌ଏକ୍ସ (SpaceX) ଆଇପିଓ ସାର୍ବଜନୀନ ହେବା ପରେ ମସ୍କ ବିଶ୍ୱର ପ୍ରଥମ ‘ଟ୍ରିଲିୟନେୟାର’

ରାଜନୀତି

ଅଳ୍ପରେ ବର୍ତିଲେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

କୋଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ପୂର୍ବ ମେଦିନୀପୁରର କୋଲାଘାଟରେ ଜରୁରୀ ଅବତରଣ କରୁଛି । ସେ ଖୁଦିରାମ ବୋଷଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ଉତ୍ସବରେ ଯୋଗଦେବା ପାଇଁ କୋଲକାତାରୁ ପଶ୍ଚିମ ମେଦିନୀପୁରର କେଶପୁରକୁ ଯାତ୍ରା କରୁଥିଲେ ।ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ପାଗ ଖରାପ ଥିବାରୁ ପାଇଲଟ୍ ସତର୍କତାମୂଳକ ପଦକ୍ଷେପ ନେଇ ହେଲିକପ୍ଟରକୁ କୋଲାଘାଟରେ ସୁରକ୍ଷିତ ଭାବରେ ଅବତରଣ କରିଥିଲେ। ରିପୋର୍ଟ ଅନୁଯାୟୀ ହେଲିକପ୍ଟରଟି ସୁରକ୍ଷିତ ଭାବରେ ଅବତରଣ

ଅପରାଧ

ବାଙ୍କୀର ଲାଗୁ ହେଲା କଟକଣା

ବାଙ୍କୀ : ବାଙ୍କୀ-ଡମପଡ଼ା ବ୍ଲକ ପରିସରରେ ମଙ୍ଗଳବାର ୧୬୩ ଧାରା ଲାଗୁ କରାଯାଇଛି। ରାଜନୈତିକ ହିଂସାକାଣ୍ଡକୁ ନଜରରେ ରଖି କଟକ ଜିଲ୍ଲା ଡମପଡ଼ା ବ୍ଲକ କାର୍ଯ୍ୟାଳୟରେ କଟକଣା ଲାଗୁ । ସକାଳ ୭ରୁ ରାତି ୮ଟା ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଛି । ବାଙ୍କୀ ବିଧାୟକଙ୍କ ସମର୍ଥକ ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ଗଣ୍ତଗୋଳ ଆଶଙ୍କାରେ ଧାରା ଜାରି କରାଯାଇଛି । କଡା ସୁରକ୍ଷା ବଳୟ ଭିତରେ ବାଙ୍କୀ ଡମପଡ଼ା ବ୍ଲକ୍ କାର୍ଯ୍ୟାଳୟ । ବିଜେପି କର୍ମୀ

କ୍ରୀଡା

ବଦଳିବ କି ହାର୍ଦିକଙ୍କ ଠିକଣା

ମୁମ୍ବାଇ : ଭାରତୀୟ କ୍ରିକେଟ୍‌ର ଷ୍ଟାର୍ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆଇପିଏଲ୍‌ର ୨୦୨୭ ସଂସ୍କରଣ ପୂର୍ବରୁ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିବାବେଳେ, ଆଗାମୀ ସିଜନ୍‌ରେ ସେ ଏହି ଦଳରେ ରହିବେ କି ଅନ୍ୟ କୌଣସି ଫ୍ରାଞ୍ଚାଇଜିକୁ ଯିବେ, ତାହାକୁ ନେଇ ଅଟକଳ ଆରମ୍ଭ ହୋଇଛି। ତେବେ ହାର୍ଦିକଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ପ୍ରତିକ୍ରିୟା ଆସିନାହିଁ। ମିଡିଆ ରିପୋର୍ଟ ଅନୁସାରେ, ଦୁଇ ପୂର୍ବତନ ଚାମ୍ପିୟନ୍‌

ଅପରାଧ

ଚାମେଲିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ

କେନ୍ଦ୍ରାପଡା : କେନ୍ଦ୍ରାପଡା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ । ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇ କହିଛନ୍ତି, ନିର୍ବାଚନ ପ୍ରକ୍ରିୟା ଜାରି ରହିବ । ଏବଂ ଫଳ ଘୋଷଣା ଉପରେ ମଧ୍ୟ ଅଙ୍କୁଶ ଲଗାଇଛନ୍ତି ।ବିନା ଅନୁମତିରେ ଫଳ ଘୋଷଣା ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନାସ୍ଥା ପ୍ରସ୍ତାବ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଚାମେଲି । ସୂଚନାଥାଉକି, କିଛି ଦିନ ତଳେ ତିଖିରି ପଞ୍ଚାୟତର କିଛି ସମିତିସଭ୍ୟ,

ଦେଶ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା

ଉତ୍ତରାଖଣ୍ଡ: ଦେଶରେ ଲଗାତାର ହେଉଥିବା ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ନଦୀର ଜଳସ୍ତର ବଢ଼ିବା ସହ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ତୀବ୍ର ଜଳସ୍ରୋତରେ ଚମୋଲି ଜିଲ୍ଲା ଅଧୀନ ନୀତି ଉପତ୍ୟକା ଅଞ୍ଚଳରେ ଥିବା ଏକ ଲୁହା ପୋଲ କିଛି ସେକେଣ୍ଡ ମଧ୍ୟରେ ଭାସିଯାଇଛି। ଏହି ଘଟଣାର ଏକ ଭିଡିଓ ଭାଇରଲ ହେଉଛି | ଭିଡିଓରେ କାଦୁଅ ମିଶ୍ରିତ ପ୍ରବଳ ଜଳସ୍ରୋତ ନଦୀ ମଧ୍ୟଦେଇ

ବିଦେଶ

ତାତିରେ ସିଝୁଛି ଆମେରିକା

ୱାସିଂଟନ: ଆମେରିକାରେ ବର୍ତ୍ତମାନ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତ ଜୁଲାଇ ମାସଟି ଆମେରିକା ଇତିହାସରେ ସବୁଠାରୁ ଉତ୍ତପ୍ତ ମାସ ଭାବେ ରେକର୍ଡ ସୃଷ୍ଟି କରିଛି। ଏହା ଆମେରିକାର ସବୁଠାରୁ ଗରମ ମାସ ଭାବେ ରେକର୍ଡର ଶୀର୍ଷରେ ରହିଛି। ଆମେରିକାର ଜାତୀୟ ସମୁଦ୍ର ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ଏନଓଏଏ) ଏହା ଘୋଷଣା କରିଛି। ଏହା ବ୍ୟତୀତ, ବର୍ତ୍ତମାନ ଆମେରିକାର କାଲିଫର୍ନିଆ ଏବଂ ନେଭାଡା ରାଜ୍ୟର ସୀମାର ଜଙ୍ଗଲ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହା

Scroll to Top