ବଜାରକୁ ଆସିଲା ଫୋଲ୍ଡେବଲ୍ ଫୋନ୍
ମୁମ୍ବାଇ : ଭାରତରେ ଗୁଗଲ ନିଜର ନୂଆ ବୁକ୍ ଷ୍ଟାଇଲର ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ପ୍ରୋ ଫୋଲ୍ଡକୁ ଲଞ୍ଚ କରିଛି । ଏହି ଫୋନ୍ ଗୁଗଲର ନୂଆ ପିକ୍ସୱେଲ 11 ସିରିଜ ସହିତ ପ୍ରଚଳନ କରିଛି । କ୍ୟାମେରା କଥା କୁହାଯାଏ ତେବେ ଏଥିରେ ଟ୍ରିପଲ କ୍ୟାମେରାର ସେଟଅପ୍ ଦିଆଯାଇଛି । ଯେଉଁଥିରେ ୪୮ MPର ମେନ୍ କ୍ୟାମେରା ସହିତ f/୧.୭ ଆପେର୍ଚର ସାମିଲ ରହିଛି । ଏହା ସହିତ ୧୦.୫MPର ଅଲଟ୍ରା ୱାଇଡ କ୍ୟାମେରା ରହିଛି ।









