ଉତ୍ତରାଖଣ୍ଡ ଭୁଶୁଡ଼ିଲା ସୁଡ଼ଙ୍ଗ
ଡେରାଡୁନ: ଉତ୍ତରାଖଣ୍ଡ ଚମୋଲିରେ ବଡ଼ ଧରଣର ଦୁର୍ଘଟଣା। ପିପଲକୋଟି ଟିଏଚ୍ଡିସି ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ସୁଡ଼ଙ୍ଗରେ ପଶିଲା ପାଣି ଧ୍ୱଂସାବଶେଷ ପ୍ରବେଶ କରିବାରୁ ଅତି କମରେ ୭ ଶ୍ରମିକଙ୍କ ମୃତ୍ୟୁ । ଏକାଧିକ ଶ୍ରମିକ ଫସିରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୋଲିସ କହିଛି ଯେ ଟନେଲରେ ୨୨ ଜଣ ଶ୍ରମିକ କାମ କରୁଥିବା ସମୟରେ ହଠାତ୍ ପାଣିର ପ୍ରବଳ ପ୍ରବାହ ଆସିଥିଲା । ପ୍ରାଥମିକ ରିପୋର୍ଟ ଅନୁସାରେ ପ୍ରବଳ ଧାରାର ପ୍ରଭାବରେ ଅନେକ ଶ୍ରମିକ









