କାଶ୍ମୀରରେ ନୂଆ ଆତଙ୍କ ଆଶଙ୍କା
ଶ୍ରୀନଗର : କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।କୁଲଗାମ ଓ ଅନନ୍ତନାଗ ଆକ୍ରମଣ ଭଳି ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ସୁରକ୍ଷା ବ୍ୟବସ୍ଥାକୁ ଚିନ୍ତାରେ ପକାଇଛି। ଅନ୍ୟପଟେ ,କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଜମ୍ମୁ କାଶ୍ମୀରରେ ଅନେକ ସମ୍ବେଦନଶୀଳ ଅଞ୍ଚଳ, ଆଡ୍ଡା ଏବଂ ରାସ୍ତା ଚିହ୍ନଟ କରିଛନ୍ତି। ବିଦେଶୀ ଏବଂ ସ୍ଥାନୀୟ ଆତଙ୍କବାଦୀଙ୍କ ଏକ ଛୋଟ ଗୋଷ୍ଠୀ ପୁଣି ଏକ ଆକ୍ରମଣ ଷଡ଼ଯନ୍ତ୍ର କରିପାରନ୍ତି ବୋଲି ଆଶଙ୍କା ରହିଛି। ଏହି ଅଞ୍ଚଳଗୁଡ଼ିକରେ ସୁରକ୍ଷା









