odisha24 Live

Latest News

Latest News

ଦେଶ

ଦେଶ, ରାଜନୀତି

ମୋଦିଙ୍କୁ ଭୁଲ ମାଗିଲା ମେଟା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଫେସବୁକ୍ ଭିଡିଓକୁ ଅସ୍ଥାୟୀ ଭାବରେ ହଟାଇବା ଏବେ ଏକ ଗମ୍ଭୀର ମୋଡ଼ ନେଇଛି। ମେଟା ଏହି ଘଟଣା ପାଇଁ ସରକାରଙ୍କୁ କ୍ଷମା ମାଗିଛି। ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ଏହି ବିଷୟକୁ ହାଲୁକା ଭାବରେ ନେଇନାହାଁନ୍ତି। ପ୍ରଧାନମନ୍ତ୍ରୀଙ୍କ ସରକାରୀ ଭିଡିଓକୁ ହଟାଇବା ପଛର କାରଣ ବୈଷୟିକ ତ୍ରୁଟି କହିବା ସହ କ୍ଷମା ମାଗିଛି ମେଟା। ମେଟାର ବ୍ୟାଖ୍ୟାର ସଠିକତା ବିଷୟରେ ସମ୍ପୃକ୍ତ ବିଭାଗଗୁଡ଼ିକ ତଦନ୍ତ କରୁଛନ୍ତି। ମେଟା ପ୍ରତିନିଧି

ଦେଶ, ମନୋରଞ୍ଜନ

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ହଲିଉଡ ଓ ବିଶ୍ୱ ବଧିର ସମ୍ପ୍ରଦାୟ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ‘ଗୋଡଜିଲା ଭର୍ସେସ କଙ୍ଗ’ ଏବଂ ‘ଗୋଡଜିଲା ଏକ୍ସ କଙ୍ଗ: ଦି ନ୍ୟୁ ଏମ୍ପାୟାର’ରେ ଜିଆ ଚରିତ୍ରରେ ଅଭିନୟ କରି ବିଶ୍ୱବ୍ୟାପୀ ପରିଚିତି ହାସଲ କରିଥିବା ୧୮ ବର୍ଷୀୟା ବଧିର ଅଭିନେତ୍ରୀ କେଲି ହଟଲଙ୍କର ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ମେରୀଲ୍ୟାଣ୍ଡର ଫ୍ରେଡେରିକ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ କେଲି କାରରେ ଯାତ୍ରୀ ଭାବେ ଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଟ୍ରମା

Scroll to Top