ଡିଜିଟାଲ୍ ପେମେଣ୍ଟ ଦୁନିଆରେ ବଡ଼ ଧମାକା: ଭାରତରେ ଲଞ୍ଚ ହେବ ‘ଆପଲ ପେ’
ମୁମ୍ବାଇ : ଡିଜିଟାଲ୍ ପେମେଣ୍ଟ ଦୁନିଆରେ ବଡ଼ ଧମାକା: ଭାରତରେ ଲଞ୍ଚ ହେବ ‘ଆପଲ ପେ’। ତେବେ ଆମେରିକାରେ ଏହି ମୋବାଇଲ ପେମେଣ୍ଟ ସେବା ଆରମ୍ଭ କରିବାର ପ୍ରାୟ ୧୨ ବର୍ଷ ପରେ ଆପଲ ପେ’ ଏବେ ଭାରତରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି। ବିଶ୍ୱର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଡିଜିଟାଲ ୱାଲେଟଗୁଡ଼ିକ ମଧ୍ୟରୁ ଅନ୍ୟତମ ମୋବାଇଲ ପେମେଣ୍ଟ ବ୍ୟବସ୍ଥା ଭାବେ ଆପଲ ପେ’ ଭାରତରେ ନିଜର ଉପସ୍ଥିତିକୁ ସୁଦୃଢ଼ କରିବାକୁ ଯୋଜନା କରିଥିବା ସୂଚନା […]









