odisha24 Live

Latest News

Latest News

ସୁନା କିଣାରେ ଆକର୍ଷଣୀୟ ଅଫର

ଭୁବନେଶ୍ୱର: ଧନତେରସ୍‌ରେ ସୁନା କିଣାକୁ ନେଇ ବଜାରରେ ଦେଖିବାକୁ ମିଳିଛି ଜବରଦସ୍ତ ଉତ୍ସାହ । ସୁନା ଦରରେ ବଡ଼ ଧରଣର ହ୍ରାସ ଏବଂ ବିଭିନ୍ନ ଜୁଏଲାରୀ ସୋରୁମ୍‌ର ଆକର୍ଷଣୀୟ ଅଫର ଗ୍ରାହକଙ୍କୁ ଟାଣି ଆଣିଥିଲା । ଫଳରେ ଧନତେରସ୍‌ରେ ସାରା ଓଡ଼ିଶାରେ ଜମିଥିଲା ସୁନା ବେପାର । ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା କିଣି ଘରକୁ ନେଇଥିଲେ ଗ୍ରାହକ ।

Share In Social Media
Scroll to Top