odisha24 Live

Latest News

Latest News

Author name: RatnaManjari Mohanty

ରାଜନୀତି

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ରୀୟ କ୍ୟାବିନେଟ୍‌ରେ ଅଗଷ୍ଟ ୨୦ ତାରିଖ ପରେ ଏକ ବଡ଼ ଧରଣର ଅଦଳବଦଳ ହେବା ନେଇ ଦେଶର ରାଜନୈତିକ କରିଡରରେ ଚର୍ଚ୍ଚା ଜୋର ଧରିଛି। ବିଜେପିର ନୂତନ ରାଷ୍ଟ୍ରୀୟ ସଙ୍ଗଠନ ଟିମ୍‌ ଘୋଷଣା ହେବା ପରେ ଏହି ସମ୍ଭାବନା ଆହୁରି ଦୃଢ଼ ହୋଇଛି। ଏଥିରେ ୬ରୁ ୮ ଜଣ ନୂଆ ମୁହଁଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା ହୋଇନାହିଁ।ବର୍ତ୍ତମାନ […]

ଅପରାଧ

ଫାଶୀ ପରିବର୍ତ୍ତେ ବିଷାକ୍ତ ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଫାଶୀ ଦେବା ପ୍ରକ୍ରିୟାକୁ ବନ୍ଦ କରି ତାହା ବଦଳରେ କମ୍‌ ଯନ୍ତ୍ରଣାଦାୟକ ବିକଳ୍ପ ପ୍ରଣାଳୀ ଆଣିବା ଦାବିରେ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଖାରଜ କରିଛନ୍ତି। ଫାଶୀ ଦଣ୍ଡର ସାମ୍ବିଧାନିକ ବୈଧତାକୁ ବଜାୟ ରଖି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଦେଶରେ ବର୍ତ୍ତମାନ ପାଇଁ ଫାଶୀ ଦଣ୍ଡ ଦେବା ପଦ୍ଧତି ରହିବ । ବିଚାରପତି ବିକ୍ରମନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଏକ ଆବେଦକୁ ଖାରଜ କରିଦେଇଛନ୍ତି । ଫାଶୀ ଦଣ୍ଡ

ଶିକ୍ଷା ଓ ନିଯୁକ୍ତି

ମାଗଣା ଏଆଇ ମାଧ୍ୟମରେ ନିଟ ଜେଇ ପ୍ରସ୍ତୁତି

ନୂଆଦିଲ୍ଲୀ : ଡାକ୍ତର କିମ୍ବା ଇଞ୍ଜିନିୟର ହେବାର ସ୍ୱପ୍ନ ଦେଖୁଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ମହଙ୍ଗା ଘରୋଇ କୋଚିଂର ଚାପକୁ କମ କରିବା ପାଇଁ, କେନ୍ଦ୍ର ସରକାର ନିଟ ଜେଇ ପାଇଁ ଏକ ମାଗଣା କୋଚିଂ ସିଷ୍ଟମ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ଏକ AI-ସକ୍ଷମ ଇଣ୍ଟରାକ୍ଟିଭ୍ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ଶିକ୍ଷା ଦିଆଯିବ। ଘରେ ବସି ଛାତ୍ରଛାତ୍ରୀମାନେ ଫ୍ରି କ୍ଲାସ୍‌, ଷ୍ଟଡି ମେଟେରିଆଲ୍‌ ଓ ପରୀକ୍ଷା ପ୍ରସ୍ତୁତିର ସୁବିଧା ପାଇପାରିବେ।

କ୍ରୀଡା

ରେକର୍ଡ ଭାଙ୍ଗିଲେ ଜାଡେଜା

ଗାଲେ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଉ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ସୋମବାର ଗାଲେରେ ସେ ଟେଷ୍ଟ କ୍ରିକେଟରେ ୪,୦୦୦ରୁ ଉର୍ଦ୍ଧ୍ୱ ରନ୍ ଏବଂ ୩୫୦ ୱିକେଟ୍‌ ସଂଗ୍ରହ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ରବୀନ୍ଦ୍ର ଜାଡେଜା ୩ଟି ଉଇକେଟ୍‌ ନେଇଥିଲେ। ଏହା ପରେ ଟେଷ୍ଟ କ୍ରିକେଟରେ ତାଙ୍କ ନାମରେ ମୋଟ ୩୫୧ ଉଇକେଟ୍‌ ହୋଇଛି। ସେହିପରି ଜାଡେଜା ଏପର୍ଯ୍ୟନ୍ତ

ବାଣିଜ୍ୟ

ବଜାରକୁ ଆସିଲା ସୋଲାର କାର୍

ମୁମ୍ବାଇ : ପେଟ୍ରୋଲ ଓ ଡିଜେଲର ଦର ବଢୁଥିବା ବେଳେ ଏବେ ସୋଲାର କାର୍ ନେଇ ବଜାରରେ ନୂଆ ମଡେଲ୍ ଓ ପ୍ରୋଟୋଟାଇପ୍ ଆସୁଛି। ଏହା ସହିତ ପରିବେଶ ପ୍ରଦୂଷଣ କମାଇବା ଦିଗରେ ମଧ୍ୟ ଅଟୋମୋବାଇଲ୍ କମ୍ପାନୀମାନେ ନୂଆ ନୂଆ ଟେକ୍ନୋଲୋଜି ଆଣୁଛନ୍ତି । ଏହି ଦିଗରେ ପୁଣେର ଷ୍ଟାର୍ଟଅପ୍ କମ୍ପାନୀ ଭାରତରେ ନେଇଆସିଛି ସୋଲାର ପାୱାର୍ଡ ଇଲେକ୍ଟ୍ରିକ୍ କାର୍ । ଏହି କାରର ସବୁଠାରୁ ବଡ଼ ଖାସିୟତ ହେଉଛି ଏହାର ସୋଲାର ରୁଫ୍ । ଅର୍ଥାତ୍,

ଦେଶ

ବଦଳିଲା ନାମ: ‘କେରଳ’ ହେଲା ‘କେରଳମ୍’

ନୂଆଦିଲ୍ଲୀ : କେରଳର କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ବଦଳିଛି କେରଳର ନାମ ଏବେ ‘କେରଳମ୍’ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେରଳର ନାମ ‘କେରଳମ୍’ କରିବା ସମ୍ପର୍କିତ ବିଲ୍‌କୁ ମଞ୍ଜୁରି ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଧେୟକ ଏବେ ଆଇନରେ ପରିଣତ ହୋଇଛି।ଦୀର୍ଘ ଦିନ ହେଲା କେରଳ ନାମ ପରିବର୍ତ୍ତନ ପାଇଁ ଦାବି ହୋଇ ଆସୁଥିଲା। ସୂଚନା ଅନୁଯାୟୀ ,ରାଜ୍ୟସଭାରେ ଗୃହ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ,

ବାଣିଜ୍ୟ

ଏକ୍ସକୁ କେନ୍ଦ୍ର ସରକାରଙ୍କ କଡ଼ା ଜବାବ

ନୂଆଦିଲ୍ଲୀ : ଭାରତ ସରକାର ଏବଂ ଏକ୍ସ ମଧ୍ୟରେ ପୁଣି ଚର୍ଚ୍ଚା ଜୋର ଧରିଛି । ଏକ୍ସ ପକ୍ଷରୁ ସରକାରୀ ନିର୍ଦ୍ଦେଶରେ କୌଣସି କଣ୍ଟେଣ୍ଟ ହଟାଯାଇଥିଲେ କିମ୍ବା ସୀମିତ କରାଯାଇଥିଲେ, ଏହାର ସୂଚନା ୟୁଜରଙ୍କ ପାଇଁ ଅଧିକ ସ୍ପଷ୍ଟ ଭାବେ ଦୃଶ୍ୟମାନ କରାଯିବ ବୋଲି ଏଲନ୍ ମସ୍କ କହିଛନ୍ତି । ମସ୍କଙ୍କ କହିବା ଅନୁସାରେ, ସରକାରଙ୍କ ପକ୍ଷରୁ କୌଣସି ପୋଷ୍ଟ କିମ୍ବା କଣ୍ଟେଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଆସିଲେ, ସେହି ସେନ୍ସରସିପ୍‌ ସମ୍ପର୍କରେ ୟୁଜରମାନେ ଅଧିକ

ବିଦେଶ

ୟୁକ୍ରେନକୁ ଜବାବ ଦେଲା ରୁଷିଆ

ଲଣ୍ଡନ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ତ୍ତମାନ ଏକ ଅତ୍ୟନ୍ତ ଭୟଙ୍କର ଏବଂ ଗୁରୁତର ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ ଦେଶ ପରସ୍ପର ଉପରେ କ୍ରମାଗତ ଭାବେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ଜାରି ରଖିଛନ୍ତି। ୟୁକ୍ରେନର ଆକ୍ରମଣର ଜବାବରେ ରୁଷିଆ ମଧ୍ୟ ଶକ୍ତିଶାଳୀ ପାଲଟା ଆକ୍ରମଣ କରୁଛି। ୟୁକ୍ରେନ୍‌ସ୍ଥିତ ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି। ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ମାଲିକାନାରେ

ପାଣିପାଗ

୩ ଦିନ ଯାଏ ରାଜ୍ୟରେ ନିସ୍ତାର ନାହିଁ

ଭୁବନେଶ୍ୱର : ଧାଡି ଧାଡି ହୋଇ ପଛକୁ ପଛ ଆସୁଛି ଗୋଟିଏ ପରେ ଗୋଟିଏ ଲଘୁଚାପ । ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜ୍ୟରେ ବେହାଲ ହୋଇଥିବାବେଳେ ପୁଣି ଆସୁଛି ଆଉ ଏକ ଲଘୁଚାପ। ଉତ୍ତର ଓଡ଼ିଶା–ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ପ୍ରଭାବରେ ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଓଡ଼ିଶା ଉପକୂଳରେ ବର୍ଷା ଲାଗି ରହିବ । ଆଗାମୀ ୩ ଦିନ ଯାଏ ରାଜ୍ୟରେ

ବାଣିଜ୍ୟ

ଆରବିଆଇର ନୂଆ ନିୟମ

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଋଣଗ୍ରହୀତାଙ୍କୁ ସୁରକ୍ଷା ଦେବା ଏବଂ ସ୍ୱଚ୍ଛତା ଆଣିବା ପାଇଁ ଋଣ ନିୟମରେ ନୂତନ ମାର୍ଗଦର୍ଶିକା ପ୍ରକାଶ କରିଛି।ଋଣର ସୁଧହାର କିପରି ବଦଳିବ ଏବଂ ବେଞ୍ଚମାର୍କ ପରିବର୍ତ୍ତନ ହେଲେ ଇମାଇ କିମ୍ବା ଋଣ ପରିଶୋଧ ସମୟ ଉପରେ କିପରି ପ୍ରଭାବ ପଡ଼ିବ, ସେନେଇ ଆରବିଆଇ ଏକ ନୂଆ ନିୟମର ଡ୍ରାଫ୍ଟ ପ୍ରସ୍ତାବ ଦେଇଛି। ୨୦୨୬” ଅନୁସାରେ, ନୂଆ ବ୍ୟବସ୍ଥା ଲାଗୁ ହେଲେ ଋଣ ଚୁକ୍ତିରେ ବେଞ୍ଚମାର୍କ, ସୁଧହାର କେତେ ସମୟରେ

Scroll to Top