odisha24 Live

Latest News

Author name: RatnaManjari Mohanty

ବାଣିଜ୍ୟ

ଜିଏସ୍‌ଟି ଦଣ୍ଡ କୋହଳ: ବ୍ୟବସାୟ ସହଜ କରିବାକୁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ୫୭ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନର ଜିଏସଟି ହାର ବ୍ୟବସ୍ଥାକୁ ଉଚିତ ଦର୍ଶାଯାଇଥିବା ବେଳେ ବ୍ୟବସାୟୀଙ୍କୁ ଆଶ୍ବସ୍ତି ପ୍ରଦାନ କରାଯାଇଛି। ଏଥର ବର୍ଷକୁ ଥରେ ଜିଏସଟି ହାର ପରିବର୍ତ୍ତନ ନେଇ ବିଚାର କରାଯିବ ବୋଲି କୁହାଯାଇଛି। କଳ୍ପନାଜଳ୍ପନାକୁ ପ୍ରତିହତ କରି ବ୍ୟବସାୟରେ ସ୍ଥିରତା ଆଣିବା ଲାଗି ଏହି ପଦକ୍ଷେପ ନିଆଯାଇଛି। ବିଭିନ୍ନ ନିୟମରେ ଥିବା ଜଟିଳତାକୁ

ଦେଶ

କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି

ଲକ୍ଷ୍ନୌ : ଉତ୍ତରପ୍ରଦେଶର ନୋଏଡାସ୍ଥିତ ଜେୱର ଏୟାରପୋର୍ଟର ନାମ ପରିବର୍ତ୍ତନ କରାଯିବ । ଏହାର ନାମ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ରଖିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ୟାବିନେଟ୍‌ ବୈଠକ ପରେ ଏହି ଘୋଷଣା କରିଛନ୍ତି । ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଥିବା ସେ କହିଛନ୍ତି। ଏହା ସହିତ ଜନସେବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷ ପୂରଣ ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇ ଉତ୍ତରପ୍ରଦେଶ କ୍ୟାବିନେଟ୍‌ରେ ଆଉ ଏକ

ରାଜ୍ୟ

‘ମିଶୁ ମୋର ଦେହ ଏ ଦେଶ ମାଟିରେ’– ଗୋପବନ୍ଧୁ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ଓଡିଶା ବିଧାନସଭା ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ବିଧାନସଭା ପରିସରରେ

ଅପରାଧ

ଜେଲ୍‌ରେ ହତ୍ୟାକାଣ୍ଡ: ଟଳିପଡ଼ିଲେ କଏଦୀ

ମେକ୍ସିକୋ : ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ ଆହତ ହୋଇଛନ୍ତି ବୋଲି ରାଜ୍ୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସିନାଲୋଆର ସାର୍ବଜନୀନ ସୁରକ୍ଷା ସଚିବାଳୟ କହିଛି, ଜେଲ୍‌ ଭିତରେ ହୋଇଥିବା ଏହି ସଂଘର୍ଷରେ ୯ ଜଣ କଏଦୀ ଏବଂ ଜଣେ ପରିବାର ସଦସ୍ୟ (ଯିଏ ସାକ୍ଷାତ କରିବାକୁ ଆସିଥିଲେ) ସେ ପ୍ରାଣ ହରାଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ

ବିଦେଶ

ଆମେରିକାରେ ବଡ଼ କାର୍ଯ୍ୟାନୁଷ୍ଠାନ

ଓ୍ବାଶିଂଟନ: ଆମେରିକାରେ ଏଚ-୧ବି ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍ ଦରମାରେ ଏଚ-୧ବି ଭିସାଧାରୀ କର୍ମଚାରୀଙ୍କୁ ନିଯୁକ୍ତି ଦେଉଥିବା ଅଭିଯୋଗ ହୋଇଛି । ଏହାଦ୍ୱାରା ଆମେରିକୀୟ କର୍ମଚାରୀଙ୍କ ଦରମା ଉପରେ ଚାପ ପଡ଼ୁଥିବା ଦାବି କରାଯାଇଛି ।ଆମେରିକା ସରକାର ଭାରତୀୟ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ , ଟିସିଏସ୍‌ , ୱିପ୍ରୋ , ଏଚ୍‌ସିଏଲ୍‌, କୋଗ୍ନିଜାଣ୍ଟ ଏବଂ ମାଇକ୍ରୋସଫ୍ଟ, ଆଡୋବ୍‌ ଓ

ବିଦେଶ

ପାଇଲଟ୍ ସ୍ମିତ ମାଚ୍ଛରଙ୍କୁ ଇସ୍ରାଏଲର ବୀରତ୍ୱ ପୁରସ୍କାର

ଇସ୍ରାଏଲ୍‌ର : ନିଜ ସହ-ପାଇଲଟ୍‌ଙ୍କ ମରଣାନ୍ତକ ଆକ୍ରମଣର ସାମ୍ନା କରି ମଧ୍ୟ ୧୭୪ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମାଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ବୀରତା ସମ୍ମାନ । ଇସ୍ରାଏଲର ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍ ଏହି ଘୋଷଣା କରିଛନ୍ତି। ସ୍ମିତ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ରିପୋର୍ଟ ଅନୁସାରେ, ଫ୍ଲାଏଦୁବାଇ ବିମାନରେ ଡ୍ୟୁଟିରେ ଥିବା ସମୟରେ କ୍ୟାପ୍ଟେନ୍ ସ୍ମିତ

ରାଜନୀତି

ଛାତ୍ର ସଂସଦ ନିର୍ବାଚନ:ଆଜି ଦାଖଲ ହେବ ପ୍ରାର୍ଥିପତ୍ର

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ନେଇ ଆଜି ରାଜ୍ୟର ବିଭିନ୍ନ କଲେଜରେ ନୋମିନେଶନ ଜାରି ରହିଛି। ଶୁକ୍ରବାର ସକାଳ ୧୦ଟାରୁ ଦିନ ଗୋଟାଏ ଭିତରେ ପ୍ରାର୍ଥୀମାନେ ସେମାନଙ୍କର ନୋମିନେଶନ ଭରିବେ। ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ସନ୍ଧ୍ୟା ୫ଟା ସୁଦ୍ଧା ନାମାଙ୍କନ ତାଲିକା ବୈଧ କରାଯିବ। କାଲି ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ନୋମିନେଶନ ପ୍ରତ୍ୟାହାର କରାଯିବ। ଶନିବାର ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି

ରାଜ୍ୟ

ପୁରୀ ପାଇଁ ଅବଢ଼ା ଯୋଜନାରେ ଅଧିକ ୧୦୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅବଢ଼ା ଯୋଜନାରେ ପୁରୀ ପାଇଁ ଅଧିକ ୧୦୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ପ୍ରକଳ୍ପ ପାଇଁ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭ କୋଟି ୧୯ ଲକ୍ଷ ଟଙ୍କା । ଏବେ ଏହା ୬୫୮ କୋଟି ୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ସେଥିପାଇଁ ଅଧିକ ୧୦୦ କୋଟି ୮୩ ଲକ୍ଷ ଟଙ୍କା ବରାଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର,

ରାଜ୍ୟ

ଆଜି ବିଶ୍ୱ ଡାକ ଦିବସ: ଚିଠିରୁ ଡିଜିଟାଲ୍‌ ବିପ୍ଳବ, ବଦଳିଛି ରୂପରେଖ

ଭୁବନେଶ୍ୱର : ପ୍ରତିବର୍ଷ ଅକ୍ଟୋବର ୯ ତାରିଖକୁ ସାରା ବିଶ୍ୱରେ ପାଳନ କରାଯାଏ ବିଶ୍ୱ ଡାକ ଦିବସ । ଚିଠିର ସେହି ପୁରୁଣା ଦିନଠାରୁ ଆରମ୍ଭ କରି ଆଜିର ଡିଜିଟାଲ୍‌ ଯୁଗ ପର୍ଯ୍ୟନ୍ତ, ଡାକ ସେବା ନିଜର ରୂପରେଖକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି । ଏକଦା ଯେଉଁ ଡାକଘର କେବଳ ଚିଠିପତ୍ର ଆଦାନପ୍ରଦାନର ମାଧ୍ୟମ ଥିଲା, ଆଜି ତାହା ଡିଜିଟାଲ୍‌ ବିପ୍ଳବର ଏକ ପ୍ରମୁଖ ଅଂଶ ପାଲଟିଛି। ଡାକ ସେବାର ବିବର୍ତ୍ତନ: ଚିଠିରୁ ଡିଜିଟାଲ୍‌ ବିଶ୍ୱ

ପାଣିପାଗ

ଏଲ୍‌-ନିନୋ ପ୍ରଭାବରେ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ : ଏଲ୍‌-ନିନୋ ପ୍ରଭାବରେ ବିଶ୍ୱବ୍ୟାପୀ ଏବଂ ଆମ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବା ସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦେଖାଯାଇଥାଏ। ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭ ଡିଗ୍ରୀ ସେଲସିୟସ ଅଧିକ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଏଲ୍‌ ନିନୋ କେନ୍ଦ୍ରବିନ୍ଦୁ ଥିବା ମଧ୍ୟ ଏବଂ ପୂର୍ବ କ୍ରାନ୍ତୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମୁଦ୍ର

Scroll to Top