odisha24 Live

Latest News

Latest News

Author name: RatnaManjari Mohanty

ବିଦେଶ

ଇନ୍ଧନ ସଙ୍କଟରେ ଟ୍ରମ୍ପଙ୍କ ବଡ଼ ଚାଲ!

ୱାଶିଂଟନ: ଭେନେଜୁଏଲାକୁ ନେଇ ଆମେରିକାର ବଡ଼ ପଦକ୍ଷେପ। ଭେନେଜୁଏଲାର ତେଲ ଉପରେ ଆମେରିକାର ନଜର—ଏବେ ତେଲ ଭଣ୍ଡାରକୁ ନେଇ ଆରମ୍ଭ ହେଲା ନୂଆ ଭୂ-ରାଜନୈତିକ ଖେଳ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ସହିତ ଏକ ପ୍ରମୁଖ ତୈଳ ଚୁକ୍ତି ଘୋଷଣା କରିଛନ୍ତି, ଯାହା କାର୍ଯ୍ୟକାରୀ ହେଲେ, ଦକ୍ଷିଣ ଆମେରିକୀୟ ଦେଶର ବିଶାଳ ଅଶୋଧିତ ତୈଳ ଭଣ୍ଡାରକୁ ଆମେରିକା ଉତ୍ପାଦନ ମୂଲ୍ୟରେ ପାଇଁ ପାରିବ।ସୋସିଆଲ ମିଡିଆରେ ଏହି ଚୁକ୍ତିନାମା ଘୋଷଣା କରି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ […]

ଦେଶ, Trending Stories

ଚାରି ଦିନିଆ ବିଦେଶୀ ଗସ୍ତରେ ମୋଦି

ନୂଆଦିଲ୍ଲୀ : ଭାରତ ମଧ୍ୟ ଏସିଆରେ ଏକ ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୯ ଅଗଷ୍ଟଠାରୁ ଉଜବେକିସ୍ତାନ ସହିତ ସମ୍ପର୍କକୁ ମଜବୁତ କରିବା ଏବଂ କିର୍ଗିଜସ୍ତାନରେ ବାର୍ଷିକ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ଯୋଗ ଦେବା ପାଇଁ ଚାରି ଦିନିଆ ଗସ୍ତରେ ଯାଉଛନ୍ତି।ଏହା ପ୍ରଧାନମନ୍ତ୍ରୀଙ୍କ ଚତୁର୍ଥ ଉଜବେକିସ୍ତାନ ଗସ୍ତ ହେବ। ଏହା ଭାରତ ଏବଂ ଉଜବେକିସ୍ତାନର ଭବିଷ୍ୟତ ଏବଂ ବିଶ୍ୱ ଗତିଶୀଳତାକୁ ପରିବର୍ତ୍ତନ କରିପାରେ। ପ୍ରଧାନମନ୍ତ୍ରୀ ଉଜବେକିସ୍ତାନ ସହିତ କିର୍ଗିଜସ୍ତାନ

ପାଣିପାଗ

ରାଜ୍ୟକୁ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି। ଆଗାମୀ ୪୮ ଘଣ୍ଟା ଯାଏ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ। ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକାରେ ଗତି କରିବ ବୋଲି ଆକଳନ କରାଯାଉଛି। ଏହା ପ୍ରଭାବରେ ଆସନ୍ତା ୬ଦିନ ଅର୍ଥାତ୍‌ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୬ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ମୟୂରଭଞ୍ଜ,

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ମେଷ ରାଶିର ବ୍ୟକ୍ତିମାନେ ନୂଆ ଯୋଜନା ନେଇ ଆଗକୁ ବଢ଼ିପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମକୁ ପ୍ରଶଂସା ମିଳିବ । ବ୍ୟବସାୟରେ ନୂଆ ସୁଯୋଗ ଆସିପାରେ । ଆର୍ଥିକ ସ୍ଥିତିରେ ସୁଧାର ହେବ, ତେବେ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ପରିବାରରେ ଖୁସିର ବାତାବରଣ ରହିବ । ପ୍ରିୟଜନଙ୍କ ସହ ଭଲ ସମୟ ବିତାଇବେ । ଛାତ୍ରଛାତ୍ରୀ ପାଠପଢ଼ାରେ ଭଲ ଫଳ ପାଇବେ । ନୂଆ ଲୋକଙ୍କ ସହ ପରିଚୟ ଲାଭଦାୟକ

ଦେଶ

ଭୟଙ୍କର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା

ଛତିଶଗଡ଼ : ଏକ ଭୟଙ୍କର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଦିଲ୍ଲୀରୁ ଆସିଥିବା ଆଲାଏନ୍ସ ଏୟାରର ଏକ ବିମାନ ଲ୍ୟାଣ୍ଡିଂ ସମୟରେ ହଠାତ୍ ଏହାର ଡାହାଣ ପଟର ଚକା ଫାଟିଯାଇଥିଲା । ଚକା ଫାଟିବା ସହିତ ନିଆଁ ମଧ୍ୟ ଲାଗିଯାଇଥିଲା । ଏହାପରେ ବିମାନଟି କିଛି ଦୂର ପର୍ଯ୍ୟନ୍ତ ରନୱେରେ ଘୋଷାଡ଼ି ହୋଇ ଯାଇଥିଲା । ଏହି ଘଟଣା ଫଳରେ ବିମାନରେ ଥିବା ୬୦ ଜଣ ଯାତ୍ରୀ ଭୟଭୀତ ଅବସ୍ଥାରେ ରହିଥିଲେ । ହେଲେ

ଜୀବନଶୈଳୀ

କାକୁଡିରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି

କାକୁଡ଼ି ଆମ ଶରୀରକୁ ସୁସ୍ଥ ଏବଂ ସତେଜ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ଓ ଜଳୀୟ ଅଂଶ ରହିଥିବାରୁ ଏହାକୁ ସ୍ୱାସ୍ଥ୍ୟର ‘ପାୱାରହାଉସ୍’ କୁହାଯାଏ। କାକୁଡିରୁ ଭିଟାମିନ୍ ସି, ଭିଟାମିନ୍ କେ , ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଇତ୍ୟାଦି ପୁଷ୍ଟିକର ଖାଦ୍ୟ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ଅନେକ ସ୍ବାସ୍ଥ୍ୟ ଲାଭ ପ୍ରଦାନ କରିଥାଏ । ଯାହା ଆମ ଶରୀର ପାଇଁ ଖୁବ୍ ଫଳପ୍ରଦ

ବାଣିଜ୍ୟ

ସେପ୍ଟେମ୍ବର ୧ରୁ ବଢିବ କ୍ଷୀର

ମୁମ୍ବାଇ : ସେପ୍ଟେମ୍ବର ୧ରୁ ମୁମ୍ବାଇରେ କ୍ଷୀର କିଣିବା ସାଧାରଣ ଲୋକଙ୍କ ପକେଟ ଉପରେ ଭାରୀ ବୋଝ ହୋଇଯିବ। ମହଙ୍ଗା ମାଡ଼ ମଧ୍ୟରେ କ୍ଷୀର ମୂଲ୍ୟରେ ଏକ ବଡ଼ ବୃଦ୍ଧି ନେଇ ସରକାରୀ ଘୋଷଣା କରାଯାଇଛି। ସହରର ପାଇକାରୀ ଏବଂ ଖୁଚୁରା କ୍ଷୀର ଉତ୍ପାଦକମାନେ ପ୍ରତି ଲିଟରରେ ୯ ବୃଦ୍ଧି ହୋଇଛଇ। ଫଲରେ କ୍ଷୀର ଭଳି ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀର ବୃଦ୍ଧି ସାମଗ୍ରିକ ରୋଷେଇ ଘର ଖର୍ଚ୍ଚକୁ ବାଧା ଦେବ। ଏପର୍ଯ୍ୟନ୍ତ ଗ୍ରାହକମାନେ ୯୩ ଟଙ୍କା ପ୍ରତି

ମନୋରଞ୍ଜନ

ବନ୍ୟା ବିପନ୍ନଙ୍କ ସାରଥି ସୋନୁ: ନେପାଳକୁ ପଠାଇଲେ ସହାୟତା

ମୁମ୍ବାଇ : ନେପାଳରେ ଭୟାବହ ବନ୍ୟା ପରିସ୍ଥିତି ଭୟଙ୍କର କ୍ଷୟକ୍ଷତି ଘଟାଇଛି। ଏହି ପ୍ରଳୟଙ୍କରୀ ବନ୍ୟାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏଥିରେ ଶହ ଶହ ଲୋକ ନିଖୋଜ ଅଛନ୍ତି । ଏଥିସହ ୧୫ଟି ହେଲିକପ୍ଟର ସାହାଯ୍ୟରେ ନେପାଳ ସେ ସେନା ଦ୍ବାରା ରିଲିଫ୍ କାର୍ଯ୍ୟ ଯୁଦ୍ଧକାଳୀନ ଭିଭିରେ ଜାରି ରହିଛି ଏବଂ ୨୫୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି । ଏହାରି ମଧ୍ୟରେ ବଲିଉଡର

କ୍ରୀଡା

ଚେସ୍‌ରେ ନୂଆ ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ: ଚେସ୍‌ ଦୁନିଆରେ ଭାରତର ନୂଆ ଇତିହାସ । ଗ୍ରାଣ୍ଡ ଚେସ୍‌ ଟୁର୍‌ ଜିତି ପ୍ରଥମ ଭାରତୀୟ ଭାବେ ଇତିହାସ ରଚିଲେ ଆର୍‌. ପ୍ରଜ୍ଞାନନ୍ଦା। ଡିଫେଣ୍ଡିଂ ଚାମ୍ପିଅନ୍‌ ଫାବିଆନୋ କାରୁଆନାଙ୍କ ବିପକ୍ଷରେ ଅବିଶ୍ୱସନୀୟ କମ୍‌ବ୍ୟାକ୍‌ କରି ଏହି ବଡ଼ ସଫଳତା ହାସଲ କରିଛନ୍ତି ଚେନ୍ନାଇର ଏହି ଗ୍ରାଣ୍ଡମାଷ୍ଟର । ଫାଇନାଲ୍‌ର ଶେଷ ଦିନ ପୂର୍ବରୁ ପ୍ରଜ୍ଞାନନ୍ଦା ୬ ପଏଣ୍ଟ ପଛରେ ଥିଲେ। କ୍ଲାସିକାଲ୍‌ ଗେମ୍‌ ପରେ ସ୍କୋର୍‌ ଥିଲା କାରୁଆନାଙ୍କ ସପକ୍ଷରେ ୯-୩। ଏଭଳି ସ୍ଥିତିରେ ପ୍ରଜ୍ଞାନନ୍ଦାଙ୍କ

ଅପରାଧ

ଏସସିବି ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ

କଟକ: କଟକ ସ୍ଥିତ ଏସସିବି ମେଡିକାଲ କଲେଜରେ ଆର୍ଥିକ ହେରଫେର ଅଭିଯୋଗରେ ଡାଟା ଏଣ୍ଟ୍ରି ଅପରେଟର ଦିନେଶ ରାଉତ ଗିରଫ । ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ମାମଲାରେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରଙ୍କ ବିରୋଧରେ ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା।ମେଡିକାଲ କଲେଜର କର୍ମଚାରୀମାନଙ୍କ ଦରମା ସମ୍ପର୍କିତ ତଥ୍ୟ ଓ କାର୍ଯ୍ୟ ଡାଟା ଏଣ୍ଟ୍ରି ଅପରେଟରଙ୍କ

Scroll to Top