odisha24 Live

Latest News

Latest News

Author name: RatnaManjari Mohanty

ରାଜନୀତି

ରାଗିଗଲେ ଜୁଏଲ

ରାଉରକେଲା : କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ରାଜନୀତିକୁ ନେଇ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ ରାଉରକେଲାରେ କିଛି ଲୋକ ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । କିଛି ଲୋକ ପଇସାପତ୍ର ଖର୍ଚ୍ଚ କରି ବଦନା କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ ଭାବୁଛନ୍ତି ଜୁଏଲ ଓରାମ ଡ୍ରପ ହୋଇଗଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ । କିନ୍ତୁ ମୁଁ ଏହି ଦଳକୁ ରକ୍ତ […]

ସଂସ୍କୃତି

ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ : ମହାପ୍ରଭୁଙ୍କୁ ଲାଗି ହେବ ପବିତ୍ର ରାକ୍ଷୀ

ପୁରୀ : ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଆଜି ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା, ଦୁଇ ଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବାର ନୀତି ଅନୁଷ୍ଠିତ ହେବ । ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୁପ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ମହାପ୍ରଭୁଙ୍କୁ ସିଂହାରୀ ସେବକ ମାନେ ଲାଗି କରାଇବେ

ବିଦେଶ

ଥରିଲା ଚୀନ

ଚୀନ୍‌ : ଥରହର ହେଲା ଚୀନ। ଚୀନ୍‌ର ସିଚୁଆନ୍‌ ଅଂଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପ ତୀବ୍ରତା ୫.୧ ରେକର୍ଡ ହୋଇଛି। ଶୁକ୍ରବାର ଅପରାହ୍ନରେ ଦକ୍ଷିଣ-ପଶ୍ଚିମ ଚୀନର ସିଚୁଆନ୍ ପ୍ରଦେଶରେ ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା।ଚୀନ୍ ଭୂମିକମ୍ପ ପରେ ସ୍ତର ୪ ସତର୍କତା ଜାରି କରାଯାଇଛି। ଭାରତୀୟ ରାଜ୍ୟ ମଣିପୁରରେ ମଧ୍ୟ ଭୂମିକମ୍ପ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସକାଳ ୧୦:୪୯ରେ ମଣିପୁରରେ ଭୂମିକମ୍ପ ହୋଇଥିବା ସୂଚନା ଦେଇଛି। ରିକ୍ଟର ସ୍କେଲରେ

ବିଦେଶ

ଚିନ୍ତା ପ୍ରଧାନମନ୍ତ୍ରୀ! କ’ଣ ହେବ ପରବର୍ତ୍ତୀ ପଦକ୍ଷେପ?

ଇସ୍ରାଏଲ : ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନ୍ୟାହୁ ବର୍ତ୍ତମାନ ବିଭିନ୍ନ ରାଜନୈତିକ ଏବଂ ସାମରିକ ସମସ୍ୟା କାରଣରୁ ଗଭୀର ଚିନ୍ତାରେ ଅଛନ୍ତି। ଶାସକ ଦଳ ‘ଲିକୁଡ’ ବଡ଼ ରାଜନୈତିକ ସଙ୍କଟର ସାମ୍ନା କରିବାକୁ ଯାଉଛି ବୋଲି ଦର୍ଶାଯାଇଛି। ପ୍ରକାଶିତ କେତେକ ନିର୍ବାଚନ ସର୍ଭେରେ ଦଳର ଆସନ ହ୍ରାସ ପାଇବା ପରେ ନେତାନ୍ୟାହୁ ନିଜର ପ୍ରଚାର ରଣନୀତି ପ୍ରସ୍ତୁତ କରିବାରେ ଅସମର୍ଥ ହେଉଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଲିକୁଡ ଦଳର ଆସନ ସଂଖ୍ୟା ୨୩ରୁ ଖସି ୧୯ରେ ପହଞ୍ଚିଛି।

ଦେଶ

ନେପାଳରେ ବନ୍ୟାର ପ୍ରଳୟ!

ନୂଆଦିଲ୍ଲୀ : ନେପାଳରେ ଆସି ଥିବା ବିନାଶକାରୀ ବନ୍ୟା ସମସ୍ତଙ୍କ ହୃଦୟ ଥରାଇ ଦେଇଛି ।ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ପାହାଡ଼ି ଦେଶ ନେପାଳ। ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଭୟଙ୍କର ଚିତ୍ର। ଧ୍ବଂସାବଶେଷ ତଳେ ଜାରି ରହିଛି ଜୀବନ ଖୋଜା। ପାହାଡ଼ି ଦେଶ ନେପାଳରେ ପ୍ରକୃତିର ଭୟଙ୍କର ତାଣ୍ଡବ। ନେପାଳ ପ୍ରଳୟରେ ବଢି ଚାଲୁଛି ମୃତ୍ୟୁସଂଖ୍ୟା। ଏଯାଏଁ ୪୬୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଶହ ନିଖୋଜ ରହିଛନ୍ତି। ନିଖୋଜଙ୍କ ମଧ୍ୟରେ ୨୯୦ ଭାରତୀୟ

ରାଜ୍ୟ, Top Stories

ଆଜି ମିଳୁଛି ‘ସୁଭଦ୍ରା’ ଟଙ୍କା,ମିଳିବ ପଞ୍ଚମ କିସ୍ତି

ଭୁବନେଶ୍ୱର : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ମହିଳାଙ୍କୁ ମିଳିବ ଯୋଜନାର ପଞ୍ଚମ କିସ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।ନୟାଗଡ଼ ଜିଲ୍ଲାର ଲାଠିପଡ଼ା ଟାଙ୍ଗି ପଡ଼ିଆରେ ଏଥିପାଇଁ ଏକ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ବଡ଼ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାର ଅର୍ଥ ପ୍ରଦାନ କରିବେ। ୧ କୋଟି ୩ ଲକ୍ଷରୁ ଅଧିକ ମହିଳାଙ୍କୁ

ପାଣିପାଗ

ଛାଡିବାର ନା ଧରୁନି ଲଘୁଚାପ !

ଭୁବନେଶ୍ୱର : ମାଡ଼ି ଆସୁଛି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷିବ। ଆଜି ଅଧାରୁ ଅଧିକ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ୨୯ ଓ ୩୦ ତାରିଖରେ ପୁରା

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେ‌ଷ : ବଡ଼ଙ୍କର ପରାମର୍ଶ ଆପଣଙ୍କ ଲାଗି ଲାଭଦାୟକ ରହିବ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ‌ଘର କାମ ପୂରା କରିବାରେ ପରିବାରର ସହଯୋଗ ପାଇବେ।ବୃଷ : ବେପାରରେ ଲାଭ ହେବ। ଏକାନ୍ନବର୍ତ୍ତୀ ପରିବାରର ଲୋକଙ୍କ ମଧ୍ୟରେ ପ୍ରୀତି ବଢ଼ିବ। ଉପରିସ୍ଥ କର୍ମଚାରୀ ଆପଣଙ୍କ କାମର ପ୍ରଶଂସା କରିବେ। ଯାନ କିଣିବା ଲାଗି ମନ ବଳାଇବେ। ‌ମିଥୁନ : ଡେକୋରସନ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ। ପୂଜାପାଠରେ ସମୟ ବିତିବ। ରାଜନୀତି

ସଂସ୍କୃତି

ଝୁଲଣ ଯାତ୍ରାର ଆରମ୍ଭ ଓ ପୌରାଣିକ ଇତିହାସ

ଝୁଲଣ ଯାତ୍ରା ହେଉଛି ସନାତନ ହିନ୍ଦୁ ଧର୍ମ ଓ ବୈଷ୍ଣବ ସମ୍ପ୍ରଦାୟର ଏକ ଅତି ପବିତ୍ର ଓ ଆନନ୍ଦଦାୟକ ପର୍ବ, ଯାହା ମୁଖ୍ୟତଃ ରାଧା-କୃଷ୍ଣଙ୍କ ଦିବ୍ୟ ପ୍ରେମ ଏବଂ ଲୀଳାକୁ ଆଧାର କରି ପାଳନ କରାଯାଏ । ଶ୍ରାବଣ ପୂର୍ଣ୍ଣିମା (ଗହ୍ମା ପୂର୍ଣ୍ଣିମା) ପର୍ଯ୍ୟନ୍ତ ପ୍ରାୟ ୫ ରୁ ୭ ଦିବସ ବ୍ୟାପୀ ପାଳିତ ହୁଏ । ଏହି ସମୟରେ ବିଭିନ୍ନ ମଠ, ମନ୍ଦିର ଓ ଗୃହରେ ପ୍ରଭୁ ଶ୍ରୀକୃଷ୍ଣ ଓ ମାତା ରାଧାରାଣୀଙ୍କ ବିଗ୍ରହକୁ ସୁସଜ୍ଜିତ

ରାଜନୀତି, ଦେଶ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଲକ୍ଷ୍ନୌ : ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନାର ଶୁଭାରମ୍ଭ ଏବଂ ଲକ୍ଷ୍ନୌରେ ସ୍ୱତନ୍ତ୍ର ବସ୍‌ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଅକ୍ଟୋବର-ନଭେମ୍ବରରେ ସ୍ନାତକ ପଢ଼ୁଥିବା ୫୦,୦୦୦ ଝିଅଙ୍କୁ ସ୍କୁଟି ଯୋଗାଇ ଦିଆଯିବ।ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଡବଲ-ଇଞ୍ଜିନ୍ ସରକାର ମହିଳାଙ୍କ ସୁରକ୍ଷା, ସମ୍ମାନ ଏବଂ ସ୍ୱାବଲମ୍ବନକୁ ଏହାର ଯୋଜନାର କେନ୍ଦ୍ରରେ ରଖିଛି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି

Scroll to Top