ଭାରତୀୟ ଚାଷୀଙ୍କ ପାଇଁ ରୁଷର ବଡ଼ ଉପହାର, କୃଷି କ୍ଷେତ୍ରରେ ମିଳିବ ନୂଆ ସୁଯୋଗ!
ନୂଆଦିଲ୍ଲୀ: ଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହୋଇଛି। ଆୟୋଜକ ଭାରତ ବ୍ୟତୀତ, ରୁଷ, ଚୀନ୍ ଏବଂ ବ୍ରାଜିଲ ସମେତ ଅନେକ ଦେଶର ନେତାମାନେ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି। ଏହାରି ଭିତରେ ଋଷକୁ ନେଇ ଏକ ବଡ଼ ଖବର ସାମ୍ମାକୁ ଆସିଛି। କୁହାଯାଉଛି ପିଏମ୍ ମୋଦିଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ପୁଟିନ୍। ଅର୍ଥାତ୍ ରୁଷ ଏବେ ଭାରତକୁ ସାର ଯୋଗାଣ ଆହୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ରୁଷ ସାର ଉତ୍ପାଦକ ସଂଘର ସଭାପତି […]









