ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ନୂଆ ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର
ଭୁବନେଶ୍ୱର : ଦୁବାଇରେ ଓଡ଼ିଶାର ନିବେଶ ଅଭିଯାନକୁ ଜୋରଦାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୪ର୍ଥ ଦିନରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ଦୁବାଇରେ ଆୟୋଜିତ ଏକ ରୋଡ୍ ଶୋ’ରେ ଯୋଗଦେଇ ଶିଳ୍ପପତି ଓ ନିବେଶକଙ୍କ ସହ ଆଲୋଚନା କରିଛନ୍ତି।ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ନିବେଶକମାନଙ୍କୁ ସହଭାଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଓଡ଼ିଶା ନିବେଶକ ସମ୍ମିଳନୀ ୟୁଏଇ-୨୦୨୬ରେ ପ୍ରାୟ ୪ ଶହ ବ୍ୟବସାୟୀ, ନିବେଶକ ଓ […]









