odisha24 Live

Latest News

Latest News

Author name: RatnaManjari Mohanty

ଦେଶ, Trending Stories

ଶେଷ ହେଲା ଦୁଇ ଦିନିଆ ବ୍ରିକ୍ସ ବୈଠକ, ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଚର୍ଚ୍ଚା

ନୂଆଦିଲ୍ଲୀ : ଭାରତ ଆୟୋଜିତ ଦୁଇଦିନିଆ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପରେ ରବିବାର ନୂଆଦିଲ୍ଲୀ ଛାଡ଼ିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସେହିପରି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଅଲି ମଧ୍ୟ ରବିବାର ଦିଲ୍ଲୀରୁ ବିଦାୟ ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ପୁଟିନ ତାଙ୍କ ଗସ୍ତ ସମୟରେ ପଶ୍ଚିମ ଦେଶଗୁଡ଼ିକ ଉପରେ ଏକ କଠୋର ଆକ୍ରମଣ କରିଥିଲେ। ସେ କହିଥିଲେ ଯେ ବାଣିଜ୍ୟ ଏବଂ କୂଟନୀତିକୁ ଅନ୍ୟ ଦେଶର ବ୍ୟାପାରରେ ହସ୍ତକ୍ଷେପ କରିବା […]

ସଂସ୍କୃତି

କାହିଁକି ଗଣେଶ ହେଲେ ଅଗ୍ରପୂଜ୍ୟ? ଜାଣନ୍ତୁ ପୌରାଣିକ କାହାଣୀ!

ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ବିବାହ ହେଉ କି କୌଣସି ରୀତିନୀତି ହେଉ, ଭଗବାନ ଗଣେଶ ହେଉଛନ୍ତି ଦେବତାମାନଙ୍କ ମଧ୍ୟରେ ପ୍ରଥମ ପୂଜ୍ୟ। ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜା କଲେ ସମସ୍ତ କାର୍ଯ୍ୟ ସଫଳ ହୁଏ ବୋଲି ବିଶ୍ୱାସ ରହିଛି। ପ୍ରତ୍ୟେକ ବାଧାକୁ ସେ ବିନାଶ କରନ୍ତି ବୋଲି ତାଙ୍କୁ ବିଘ୍ନବିନାଶକ ବୋଲି ମଧ୍ୟ କୁହାଯାଏ।ତେବେ ସବୁ ଶୁଭ କାମରେ ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରିବାର

ରାଜ୍ୟ

ବିଘ୍ନରାଜଙ୍କ ଆଗମନ ,ଚଳଚଞ୍ଚଳ ସାରା ପରିବେଶ

ଭୁବନେଶ୍ୱର : ଅଗ୍ରପୂଜ୍ୟ ଗଜାନନଙ୍କ ଆରାଧନା କରିବା ପାଇଁ ସବୁଠି ଚଳଚଞ୍ଚଳ । ଗଣେ ଚତୁର୍ଥୀରେ କମ୍ପୁଛି ପରିବେଶ । ମଣ୍ଡପରେ ଶୋଭା ପାଉଛନ୍ତି ବିଭିନ୍ନ ଡିଜାଇନର ଗଜାନନଙ୍କ ମୂର୍ତ୍ତି । ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ପ୍ରତ୍ୟକ ସ୍ଥାନରେ ସାଜସଜ୍ଜା ପରିବେଶ ଦେଖିବାକୁ ମିଳିଛି ।ପ୍ରଭୁ ଗଣେଶଙ୍କୁ ଲଡୁ, ମୋଦକ, ବୁନ୍ଦିଆ ଏବଂ ବିଭିନ୍ନ ପ୍ରକାରର ଫଳମୂଳ ଭୋଗ ଲଗାଯାଏ। ଏହି ପୂଜା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଅନୁଷ୍ଠିତ ହୁଏ । ରାଜଧାନୀ

ପାଣିପାଗ

ଆକାଶରେ ମେଘ , ପୁଣି ଭିଜିବ ମାଟି

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଯାହା ସେପ୍ଟେମ୍ବର ୨୨ ବେଳକୁ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି।ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ପ୍ରକ୍ରିୟା ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଶେଷକରି ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।୧୫ ଓ ୧୬ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ: ଆଜି ଏକ ଶୁଭ ଦିନ ହେବ । କଠିନ ପରିଶ୍ରମ ଆପଣଙ୍କ କାମରେ ସକାରାତ୍ମକ ଫଳାଫଳ ଆଣିବ । ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟକୁ ବିସ୍ତାର କରିପାରିବେ । ଆପଣଙ୍କୁ କାର୍ଯ୍ୟାଳୟରେ ସମର୍ଥନ ମିଳିବ । ଆପଣ ପରିବାର ଏବଂ ବନ୍ଧୁଙ୍କଠାରୁ ଲାଭ ପାଇବେ । ଆପଣ ସାମାଜିକ ସଫଳତା ହାସଲ କରିବେ । ବୈବାହିକ ଜୀବନ ଆନନ୍ଦଦାୟକ ହେବ । ବୃଷ: ଆଜି ଏକ ମିଶ୍ରିତ ଦିନ ହେବ । ଆତ୍ମବିଶ୍ୱାସ ହ୍ରାସ ପାଇବ ।

ବାଣିଜ୍ୟ

ଆଜିର ସୁନା ଦର

ନୂଆଦିଲ୍ଲୀ : ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୪,୫୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୧,୭୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୪,୫୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ

କ୍ରୀଡା

ଓଡ଼ିଶାର ସମସ୍ତ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର

କଟକ: ଓଡ଼ିଶା ଟ୍ବେଣ୍ଟି୨୦ ଲିଗ୍‌ -୨୦୨୬ ସିଏମ୍‌ ଟ୍ରଫି ଚଳିତ ସେପ୍ଟେମ୍ବର ୨୦ରୁ ୨୯ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ। ଉକ୍ତ ଲିଗ୍‌ର ବ୍ରାଣ୍ଡ ଆମ୍ବାସାଡାର ଭାବେ ଦୁଇ ପୂର୍ବତନ ଭାରତୀୟ କ୍ରିକେଟର ଦେବାଶିଷ ମହାନ୍ତି ଓ ସୁରେଶ ରୈନା ନିଯୁକ୍ତ ହୋଇଛନ୍ତି। ଏ ନେଇ ଶୁକ୍ରବାର ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି।ବ୍ରାଣ୍ଡ୍‌ ଆମ୍ବାସଡର ନିଯୁକ୍ତି ନେଇ ସୁରେଶ ରୈନା କହିଛନ୍ତି ; ନମସ୍କାର ଓଡ଼ିଶା । ଓଡ଼ିଶାର ସମସ୍ତ କ୍ରିକେଟ ପ୍ରଶଂସକଙ୍କ ପାଇଁ

ମନୋରଞ୍ଜନ

‘ହୈୱାନ’ରେ ସୈଫ୍ ଓ ଅକ୍ଷୟଙ୍କ ଆକ୍ସନ ଧମାକାରେ

ମୁମ୍ବାଇ : ବଲିଉଡରେ ଏବେ ଚର୍ଚ୍ଚାରେ ଅଛନ୍ତି ଦୁଇ ଦମଦାର ଅଭିନେତା । ଦୁଇ ବଡ଼ ଷ୍ଟାର୍ଙ୍କ ଦମଦାର ଟକ୍କର ଦେଖିବାକୁ ମିଳିଛି ସିନେମା ହଲରେ । ଗୋଟିଏ ପଟେ ସୈଫ୍ ଅଲୀ ଖାନଙ୍କ ଦମଦାର ଅଭିନୟ ,ଅନ୍ୟପଟେ ଅକ୍ଷୟ କୁମାରଙ୍କ ଭୟଙ୍କର ଲୁକ୍ ଓ ଅନ୍ଦାଜ । ଏହି ଦୁଇ ଅଭିନେତାଙ୍କୁ ନେଇ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ହୈୱାନ’କୁ ନେଇ ବଢ଼ୁଛି ଦର୍ଶକଙ୍କ କ୍ରେଜ । ଫିଲ୍ମର ନାଁ ଯେତିକି ଚର୍ଚ୍ଚାରେ, ତା’ଠାରୁ ଅଧିକ

ଜୀବନଶୈଳୀ

ସକାଳୁ ଖାଆନ୍ତୁ ମାତ୍ର କିଛି ଗୋଲମରିଚ

ସୁସ୍ଥ ରହିବାକୁ ମଣିଷ ବହୁତ କିଛି କାର୍ଯ୍ୟ କରିଥାଏ । ଅସମ୍ଭବ ଜିନିଷକୁ ମଧ୍ୟ ସମ୍ଭବ କରାଇଥାଏ । ସ୍ୱାସ୍ଥ୍ୟ ଭଲ ରହିଲେ ସବୁ କାର୍ଯ୍ୟ ଠିକଠାକରେ ହୋଇଥାଏ ନଚେତ୍ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । ଆଜିକାଲି ସମୟରେ ଯେଉଁ ରୋଗ ହେଉଛି ତାହା ଦୂର ହେବା ଖୁବ୍ କଷ୍ଟକର ହୋଇପଡୁଛି । ଶରୀର ଅସୁସ୍ଥ ହେଲେ କୌଣସି କାମରେ ମନ ଲାଗି ନଥାଏ । ତେଣୁ ଅଧିକାଂଶ ଲୋକେ ଶରୀରକୁ ସୁସ୍ଥ ରଖିବା

ରାଜ୍ୟ

ବ୍ରିକ୍ସ ଗୁଡି ବ୍ୟାଗ୍‌ରେ ଓଡ଼ିଶାର କଫି, ବିଶ୍ୱ ଦରବାରରେ ପାହାଡ଼ିଆ ସ୍ୱାଦର ଝଲକ

ଭୁବନେଶ୍ୱର : କୋରାପୁଟର ପାହାଡ଼ିଆ କଫି ବଗିଚାରୁ ସିଧା ବିଶ୍ୱସ୍ତରୀୟ ବ୍ରିକ୍ସ ମଞ୍ଚ ପର୍ଯ୍ୟନ୍ତ। ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପମ୍‌ରେ ଆଜିଠାରୁ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ଦେଶବିଦେଶର ସାମ୍ବାଦିକ ଏବଂ ପ୍ରତିନିଧିମାନଙ୍କ ପାଇଁ ଭାରତ ସରକାର ଏକ ସ୍ୱତନ୍ତ୍ର ଏବଂ ଆକର୍ଷଣୀୟ ଗୁଡି ବ୍ୟାଗ୍ ପ୍ରସ୍ତୁତ କରିଛନ୍ତି । ଏହି ଉପହାର ଜରିଆରେ ଭାରତର ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ବିଶ୍ୱ ଦରବାରରେ ପରିଚୟ ଦେବା ପାଇଁ

Scroll to Top