odisha24 Live

Latest News

Latest News

Author name: RatnaManjari Mohanty

ଜୀବନଶୈଳୀ

ଶରୀରପାଇଁ ଲାଭଦାୟକ କଖାରୁ ଫୁଲ

ଆମ ଓଡ଼ିଆ ଘରେ ପ୍ରାୟ ଆମେ ମାନେ କଖାରୁ ଫୁଲକୁ ନିଜ ଖାଦ୍ୟରେ ବ୍ୟବହାର କରିଥାଉ । କଖାରୁ ଫୁଲ ଭଜା ବିଶେଷ କରି ସମସ୍ତଙ୍କର ପ୍ରିୟ ଅଟେ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଭାତ ଥାଳି ନିକଟରେ କଖାରୁ ଫୁଲ ଭଜା ଅତି ଖୁସି ରେ ଖାଇ ଥାଆନ୍ତି । କିନ୍ତୁ ଏହି କଖାରୁ ଫୁଲ ରେ କିଛି ଏପରି ତତ୍ତ୍ୱ ରହିଛି ଯାହା ଶରୀର ପାଇଁ ଖୁବ୍ ହିତକର । ଆସନ୍ତୁ ଆଜି

ବାଣିଜ୍ୟ

ଆଡଭେଞ୍ଚର ବାଇକ୍ ନୂଆ ବାଇକ

ମୁମ୍ବାଇ : ଭାରତୀୟ ବଜାରରେ ଲଗଜୁରୀ ଓ ପାୱାରଫୁଲ୍ ବାଇକର ଡିମାଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ସମୟରେ ପ୍ରିମିୟମ୍ ବାଇକ୍ ନିର୍ମାତା କମ୍ପାନୀ ଟ୍ରାୟମ୍ଫ ନିଜର ପପୁଲାର ଆଡଭେଞ୍ଚର ବାଇକ୍ ଟାଇଗର ୧୨୦୦କୁ ନେଇ ଚର୍ଚ୍ଚାରେ ରହିଛି । ଏହି ବାଇକରେ ପାୱାରଫୁଲ୍ ଇଞ୍ଜିନ୍ ସହ ଅନେକ ମର୍ଡନ ଫିଚର୍ସ ଦିଆଯାଇଛି, ଯାହା ରାଇଡରଙ୍କୁ ଏକ ଭିନ୍ନ ଅନୁଭୂତି ଦେବ। ତେବେ ଆସନ୍ତୁ ଜାଣିବା ଏହି ବାଇକର ଇଞ୍ଜିନ୍, ଫିଚର୍ସ ଓ ଅନ୍ୟାନ୍ୟ

ଶିକ୍ଷା ଓ ନିଯୁକ୍ତି

ଡାକ ବିଭାଗରେ ବମ୍ପର ନିଯୁକ୍ତି

ମୁମ୍ବାଇ : ଭାରତୀୟ ବଜାରରେ ଲଗଜୁରୀ ଓ ପାୱାରଫୁଲ୍ ବାଇକର ଡିମାଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ସମୟରେ ପ୍ରିମିୟମ୍ ବାଇକ୍ ନିର୍ମାତା କମ୍ପାନୀ ଟ୍ରାୟମ୍ଫ ନିଜର ପପୁଲାର ଆଡଭେଞ୍ଚର ବାଇକ୍ ଟାଇଗର ୧୨୦୦କୁ ନେଇ ଚର୍ଚ୍ଚାରେ ରହିଛି । ଏହି ବାଇକରେ ପାୱାରଫୁଲ୍ ଇଞ୍ଜିନ୍ ସହ ଅନେକ ମର୍ଡନ ଫିଚର୍ସ ଦିଆଯାଇଛି, ଯାହା ରାଇଡରଙ୍କୁ ଏକ ଭିନ୍ନ ଅନୁଭୂତି ଦେବ। ତେବେ ଆସନ୍ତୁ ଜାଣିବା ଏହି ବାଇକର ଇଞ୍ଜିନ୍, ଫିଚର୍ସ ଓ ଅନ୍ୟାନ୍ୟ

ମନୋରଞ୍ଜନ

ଜନ୍ମଦିନକୁ ଧୁମଧାମରେ ପାଳନ କଲେ କିଙ୍ଗ୍ ଖାନ

ମୁମ୍ବାଇ : ଆଜି ବଲିଉଡର ବାଦଶାହ ତଥା ସୁପରଷ୍ଟାର ଶାହରୁଖ ଖାନଙ୍କ ଜନ୍ମଦିନ। ନିଜ ପ୍ରିୟ ସୁପରଷ୍ଟାରଙ୍କ ଜନ୍ମଦିନକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ରହିଛି ପ୍ରବଳ କ୍ରେଜ । ୬୧ ବର୍ଷରେ ପାଦ ଥାପିଛନ୍ତି କିଙ୍ଗ୍ ଖାନ୍। ଜନ୍ମଦିନ ଅବସରରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନ ‘ମନ୍ନତ’ ବାହାରେ ପ୍ରଶଂସକଙ୍କ ଭିଡ଼ ଜମିଛି । ପ୍ରିୟ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଫ୍ୟାନ୍ସମାନେ ସେଠାରେ ଏକାଠି ହୋଇଛନ୍ତି। ପ୍ରଶଂସକଙ୍କ ସମାଗମକୁ ଦୃଷ୍ଟିରେ ରଖି ‘ମନ୍ନତ’ ବାହାରେ ସୁରକ୍ଷା

କ୍ରୀଡା

ନ୍ୟୁଜିଲାଣ୍ଡ ଦଳରେ ହେଲା ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ରୋମାଞ୍ଚକର ଟି-୨୦ ସିରିଜ୍ ସଂପନ୍ନ ହୋଇଛି। ଭାରତ ୩-୨ରେ ସିରିଜ ଜିତିଥିବା ବେଳେ ଘରୋଇ ଦଳ ମଧ୍ୟ ନିଜର ସମ୍ମାନ ରକ୍ଷା କରି ପାରିଛି। ଏହା ପରେ ନଭେମ୍ବର ୪ରୁ ଆରମ୍ଭ ହେବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍। ବହୁ ପ୍ରତୀକ୍ଷିତ ଏହି ଓ୍ଵାନଡେ ସିରିଜ୍ ପାଇଁ ପ୍ରସ୍ତୁତି ଜୋରଦାର ଚଳାଇଛି ଶୁଭମନ ଗିଲଙ୍କ ଟିମ୍ ଇଣ୍ଡିଆ। ତେବେ ଦିନିକିଆ ସିରିଜ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଲାଗିଛି ବଡ଼ ଝଟକା। ତାରକା

ଅପରାଧ

ଜାମିନ ଖାରଜ ପରେ ଶେଷରେ ଆତ୍ମସମର୍ପଣ କଲେ ବିଦ୍ୟାଭାରତୀ ପଣ୍ଡା

ପାରଳାଖେମୁଣ୍ଡି: ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଶେଷରେ ଆତ୍ମସମର୍ପଣ କରିଛନ୍ତି ସ୍ତ୍ରୀ ତଥା ମାମଲାର ଅଭିଯୁକ୍ତ ବିଦ୍ୟାଭାରତୀ ପଣ୍ଡା। ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ବିଦ୍ୟାଭାରତୀ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ ପରେ ସେ ଆତ୍ମସମର୍ପଣ କରିଛନ୍ତି। ପ୍ରକାଶ ଯେ, ୨୦୨୧ରେ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା।

ରାଜନୀତି

ଦିଲ୍ଲୀରେ ରାହୁଲଙ୍କ ହୁଙ୍କାର: କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା

ନୂଆଦିଲ୍ଲୀ :ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ଦିଲ୍ଲୀର ରାମଲୀଲା ମୈଦାନରେ ଆୟୋଜିତ ଇଣ୍ଡି ମେଣ୍ଟର ଏକ ବିଶାଳ ରାଲିରେ କେନ୍ଦ୍ର ସରକାର ଓ ନିର୍ବାଚନ କମିସନଙ୍କ ଉପରେ ବର୍ଷିଛନ୍ତି । ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ପଦରୁ ହଟାଇ ତାଙ୍କୁ ଜେଲ୍‌ ପଠାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ଇଭିଏମ୍‌ ଏବଂ ଭୋଟର ପରିଚୟପତ୍ର ତାଲିକାରେ ହେରଫେର କରି ଭୋଟ ଚୋରି କରାଯାଇଛି । ଏହି

ଦେଶ

ଜମ୍ମୁ-କାଶ୍ମୀରରେ ସରକାର ଟଳମଳ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଓମାର ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ସରକାର ବଡ଼ ଧରଣର ଆଭ୍ୟନ୍ତରୀଣ ସଙ୍କଟର ସମ୍ମୁଖୀନ ହୋଇଛି। ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି)ର ୨୫ ଜଣ ଅସନ୍ତୁଷ୍ଟ ବିଧାୟକ ସେମାନଙ୍କ ଦାବି ପୂରଣ ପାଇଁ ଦଳର ନେତୃତ୍ୱକୁ ୧୪ ଦିନିଆ ମହଲତ ଦେଇଛନ୍ତି। ୧୪ ଦିନ ମଧ୍ୟରେ ହାଇକମାଣ୍ଡ ଦାବି ପୂରଣ ନ କଲେ ସେମାନେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବେ ବୋଲି ଚେତାବନୀ ଦେଇଛନ୍ତି। ବିଦ୍ରୋହୀ ବିଧାୟକମାନେ ରାଜଭବନକୁ ପଦଯାତ୍ରାରେ ଯାଇ ଆନୁଷ୍ଠାନିକ ଭାବେ ସରକାରରୁ ସମର୍ଥନ ପ୍ରତ୍ୟାହାର

ବିଦେଶ

ଫ୍ଲୋରିଡାରେ ଭୟଙ୍କର ବିମାନ ଦୁର୍ଘଟଣା

ଆମେରିକା : ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡାରେ ଭୟାବହ ବିମାନ ଦୁର୍ଘଟଣା । ଦକ୍ଷିଣ ଫ୍ଲୋରିଡାର ପାମ୍ ବିଚ୍ କାଉଣ୍ଟିସ୍ଥିତ ଏକ ଜନବସତିପୂର୍ଣ୍ଣ ଅଞ୍ଚଳ ନିକଟରେ ଏକ ଘରୋଇ ବିଜନେସ ଜେଟ୍‌ କ୍ରାସ୍‌ ହୋଇଯିବା ଫଳରେ ବିମାନରେ ଥିବା ସମସ୍ତ ୯ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନଟି ‘ଲିୟରଜେଟ୍‌-୬୦’ ମଡେଲର ଥିଲା। ବିମାନଟି ଟେକ୍ସାସର ଓଷ୍ଟିନ୍‌-ବର୍ଗଷ୍ଟ୍ରୋମ୍‌ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରି ବାହାମାସ୍ ଆଡ଼କୁ ଯାଉଥିଲା। ମାତ୍ର ଆକାଶମାର୍ଗରେ ଖରାପ ପାଣିପାଗ,

ରାଜ୍ୟ

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ଚଳଚଞ୍ଚଳ ଶୈବ ପୀଠ

ଭୁବନେଶ୍ୱର : ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି । ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର । ଓଡ଼ିଶାର ସମସ୍ତ ପ୍ରମୁଖ ଶୈବ ପୀଠଗୁଡ଼ିକ ଭକ୍ତଙ୍କ ଗହଳିରେ ଚଳଚଞ୍ଚଳ ହୋଇଉଠିଛି। କାର୍ତ୍ତିକ ମାସକୁ ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ମାସ ଭାବେ ଗଣନା କରାଯାଉଥିବାରୁ, ଏହି ମାସର ପ୍ରତ୍ୟେକ ସୋମବାର ଦିନ ମହାଦେବଙ୍କ ପୂଜାର୍ଚ୍ଚନା ଓ ଜଳାଭିଷେକର ବିଶେଷ ମହତ୍ତ୍ୱ ରହିଛି।କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିରରେ ବଡ଼ି ଭୋରରୁ ଭକ୍ତ

Scroll to Top