ଜେଲ୍ରୁ ଦାରା ସିଂ ମୁକୁଳିବା ସମ୍ଭାବନା କ୍ଷୀଣ
ଭୁବନେଶ୍ୱର : ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜେଲର ଚାରି କାନ୍ଥ ଭିତରେ ବନ୍ଦୀ ଜୀବନ କାଟୁଥିବା ଜଣେ ହାଇ-ପ୍ରୋଫାଇଲ୍ ଅପରାଧୀଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଜେଲରୁ ଦାରା ସିଂ ମୁକୁଳିବା ସମ୍ଭାବନା କ୍ଷୀଣ । ଷ୍ଟେଟ ସେଣ୍ଟନ୍ସ ରିଭ୍ୟୁ ବୋର୍ଡ ଦ୍ୱାରା ଆବେଦନ ଖାରଜ ହୋଇଛି । ଆଗୁଆ ମୁକ୍ତି ପାଇଁ ହୋଇଥିବା ଆବେଦନ ଖାରଜ କଲେ ଏସଏସଆରବି । ଗତ ୩୧ ତାରିଖରେ ହୋଇଥିବା ବୈଠକରେ ଖାରଜ କରାଯାଇଥିବା […]









