odisha24 Live

Latest News

Latest News

ଦିଲ୍ଲୀରେ ରାହୁଲଙ୍କ ହୁଙ୍କାର: କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା

ନୂଆଦିଲ୍ଲୀ :ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ଦିଲ୍ଲୀର ରାମଲୀଲା ମୈଦାନରେ ଆୟୋଜିତ ଇଣ୍ଡି ମେଣ୍ଟର ଏକ ବିଶାଳ ରାଲିରେ କେନ୍ଦ୍ର ସରକାର ଓ ନିର୍ବାଚନ କମିସନଙ୍କ ଉପରେ ବର୍ଷିଛନ୍ତି । ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ପଦରୁ ହଟାଇ ତାଙ୍କୁ ଜେଲ୍‌ ପଠାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

୨୦୨୪ ଲୋକସଭା ନିର୍ବାଚନରେ ଇଭିଏମ୍‌ ଏବଂ ଭୋଟର ପରିଚୟପତ୍ର ତାଲିକାରେ ହେରଫେର କରି ଭୋଟ ଚୋରି କରାଯାଇଛି । ଏହି ଭୋଟ ଚୋରି କୌଣସି ସାଧାରଣ ଚୋରି ନୁହେଁ, ଏହା ଦେଶର ପ୍ରତ୍ୟେକ ନାଗରିକଙ୍କ ମତ ଚୋରି ଏବଂ ଏହା ଦେଶଦ୍ରୋହ ବୋଲି ରାହୁଲ କହିଛନ୍ତି ।

Share In Social Media
Scroll to Top