odisha24 Live

Latest News

Latest News

Author name: RatnaManjari Mohanty

ରାଜନୀତି

୨ଟା ଯାଏଁ ଲୋକସଭା ମୁଲତବୀ

ନୂଆଦିଲ୍ଲୀ : ମଙ୍ଗଳବାର ସଂସଦର ମୌସୁମୀ ଅଧିବେଶନର ୧୭ତମ ଦିନ । ଲୋକସଭାରେ ପ୍ରଶ୍ନକାଳ ଆରମ୍ଭରୁ ହିଁ ମଙ୍ଗଳବାର ବିରୋଧୀଙ୍କ ହଟ୍ଟଗୋଳ ଦେଖାଦେଇଥିଲା । ମାତ୍ର ୪ ମିନିଟ ଚାଲିପାରିଥିଲା ଗୃହ । ପରେ ଗୃହର ଅଚଳ ଅବସ୍ଥା ଜାରି ରହିଥିଲା । ଏନେଇ ବାଚସ୍ପତି ଓମ ବିର୍ଲା ଗୃହକୁ ଅପରାହ୍ନ ୨ଟା ଯାଏଁ ମୁଲତବୀ କରିଥିଲେ । ଜୁଲାଇ ୨୦ ତାରିଖରେ ହୋଇଥିବା ପରୀକ୍ଷା ଅନିୟମିତତା ବିରୋଧରେ ପ୍ରତିବାଦ ସମୟରେ ଛାତ୍ରମାନଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ

ଦେଶ

ସ୍ୱାଧୀନତା ଦିବସରେ ପ୍ରଥମ ଥର ଗାନ ହେବ ‘ବନ୍ଦେ ମାତରମ’

ନୂଆଦିଲ୍ଲୀ : ସ୍ୱାଧୀନତା ପରଠାରୁ ଲାଲକିଲ୍ଲାରେ କେବଳ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଗାନ କରାଯାଉଥିବା ବେଳେ, ଏଥର ପ୍ରଥମ ଥର ପାଇଁ ‘ବନ୍ଦେ ମାତରମ’ ଗାନ ହେବ । ୨୦୨୬ ମସିହାର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଭାରତର ଇତିହାସରେ ପ୍ରଥମ ଥର ପାଇଁ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’ ଗାନ କରାଯିବ । ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହା

ରାଜ୍ୟ

ଆକ୍ସନ ମୁଡ଼ରେ ପରିବହନ ବିଭାଗ

ଭୁବନେଶ୍ୱର : ଏଣିକି ବୈଧ ବୀମା ନଥିଲେ ଆଉ ତ୍ରାହି ନାହିଁ । ବିଶେଷକରି ବୈଧ ବୀମା ନଥିବା ଗାଡ଼ି ବିରୋଧରେ ପରିବହନ ବିଭାଗର କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି । ଟୋଲଗେଟ୍‌ରେ ଇ-ଡିଟେକ୍ସନ ପଦ୍ଧତିରେ କଡ଼ାକଡ଼ି ଯାଞ୍ଚ କରିବାକୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ବାରମ୍ବାର ନିୟମ ଉଲ୍ଲଙ୍ଘନ କଲେ ଗାଡ଼ି ଜବତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଚଳାଚଳ କରୁଥିବା

ରାଜ୍ୟ

ମାଟିରେ ମିଶିବ ନୀଳାଦ୍ରି ବିହାର

ଭୁବନେଶ୍ୱର : ଜବରଦଖଲକାରୀଙ୍କ ବିରୋଧରେ ବିଏମସି ବିଡିଏର କଡ଼ା ପଦକ୍ଷେପ । ନୀଳାଦ୍ରି ବିହାରରେ ଥିବା ପ୍ରାୟ ୮୯୦ ଘର ମଧ୍ୟରୁ ୩୩୦ଟି ଘର ଜବର ଦଖଲ ଉଚ୍ଛେଦ କରାଯିବା ପାଇଁ ହୋଇଛି ପ୍ରସ୍ତୁତି । ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଟ୍ରାଂଜିଟ ହାଉସରେ ଦୀର୍ଘ ଦିନ ଧରି ଲୋକମାନେ ରହିଥିବାବେଳେ ସେମାନଙ୍କୁ ନିକଟସ୍ଥ ବୁଧବିହାର ଅଞ୍ଚଳରେ ଥିବା ହାଉସିଂ ପ୍ରୋଜେକ୍ଟରେ ଘର ଯୋଗେଇଛନ୍ତି ସରକାର ।ହେଲେ ଘର ପାଇବା ପରେ ମଧ୍ୟ ଏହି ଲୋକମାନେ ଟ୍ରାଂଜିଟ

ପାଣିପାଗ

ସାରା ରାଜ୍ୟରେ ପ୍ରବଳ ଛେଚିବ

ଭୁବନେଶ୍ୱର : ମାଡି ଆସୁଛି ପ୍ରଳୟଙ୍କରୀ ବର୍ଷା। ଏହାରି ମଧ୍ୟରେ ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଥିବା ବେଳେ ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ ଆହୁରି ବଢ଼ିପାରେ। ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ରହିଛି। ଏହି ଘୂର୍ଣ୍ଣିବଳୟ ଆହୁରି

ବିଦେଶ

ଥରିଲା କଲମ୍ବିଆ

ବୋଗୋଟା : କଲମ୍ବିଆରେ ଭୟଙ୍କର ଭୂମିକମ୍ପ ଝଟକା । ଆଖି ପିଛୁଳାକେ ମାଟିରେ ମିଶିଲା ବଡ଼ ବଡ଼ ଅଟ୍ଟାଳିକା। ଭଗ୍ନାବଶେଷ ତଳେ ଚାପି ହୋଇ ଚାଲିଗଲା ଅନେକ ଜୀବନ। ସୋମବାର କଲମ୍ବିଆରେ ଶକ୍ତିଶାଳୀ ଭୂକମ୍ପ ୭.୪ ତୀବ୍ରତାର ସହ ଅନୁଭୂତ ହେବା ସହ ଅତିକମରେ 132 ଜଣଙ୍କ ମୃତ୍ୟୁ ଘଟିଛି । ପାଖାପାଖି 600 ଲୋକ ଗୁରୁତର ଆହାତ ହୋଇଛନ୍ତି । ଶତାଧିକ ବିଲ୍ଡିଂ ନଷ୍ଟ ହେବା ସହ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା

ବାସ୍ତୁ ଓ ରାଶିଫଳ

ମାସ ଶେଷକୁ ପକେଟ୍‌ ଖାଲି ହୋଇଯାଉଛି କି ?

ସକାଳେ ଉଠିବା ଠାରୁ ନେଇ ରାତିରେ ଶୋଇବା ପର୍ଯ୍ୟନ୍ତ, ଆମେ ଯାହା ବି କିଛି କରନ୍ତି, ସବୁଥିପାଇଁ କିଛି ନା କିଛି ଖର୍ଚ୍ଚ କରିବାକୁ ପଡ଼ିଥାଏ । ସେ କ୍ଷୀର ପ୍ୟାକେଟ୍‌ କିଣିବା ହେଉ କି ଚା ପିଇବା, ଯାତାୟତ ପାଇଁ ହେଉ କି ମୋବାଇଲ ରିଚାର୍ଜ, ଏଥିପାଇଁ ଛୋଟ-ବଡ଼ ପରିମାଣର ଖର୍ଚ୍ଚ ହୋଇଥାଏ । ତେବେ କିଛି ଛୋଟ ଛୋଟ ଖର୍ଚ୍ଚ କୀଟ ସଦୃଶ ହୋଇଥାଅନ୍ତି, ଯେହା ଛୋଟ ହେଲେ ମଧ୍ୟ ଧୀରେ ଧୀରେ ସମ୍ପୂର୍ଣ୍ଣ

କ୍ରୀଡା

ରାହାଣେ ଦେଲେ ଗ୍ରୀନ୍ ସିଗନାଲ୍

ନୂଆଦିଲ୍ଲୀ : ୨୦୨୭ ବିଶ୍ୱକପ୍ ଖେଳିବେ ରୋହିତ ଶର୍ମା । ତାଙ୍କୁ ବିସିସିଆଇ ଟୁର୍ଣ୍ଣାମେଣ୍ଟରେ ଖେଳାଇବା ଦରକାର । ସେ ଖେଳିଲେ ଅନ୍ୟ ପ୍ଲେୟାରଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଏମିତି କିଛି କହିଛନ୍ତି ଭାରତୀୟ ଦଳର ପୂର୍ବତନ ବ୍ୟାଟର ଆଜିଙ୍କ୍ୟ ରାହାଣେ । ରୋହିତଙ୍କୁ ନେଇ ବିସିସିଆଇ କୌଣସି ଦ୍ୱନ୍ଦ୍ୱରେ ରହିବା କଥା ନୁହେଁ ବୋଲି ମଧ୍ୟ ରାହାଣେ ପ୍ରକାଶ କରିଛନ୍ତି ।ଗତ କିଛି ଦିନ ଧରି ରୋହିତଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଉଠୁଛି

ବାଣିଜ୍ୟ

ଶସ୍ତା ହେବ ଇଭି-ହାଇବ୍ରିଡ କାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଯାତ୍ରୀବାହୀ ଯାନ ଗୁଡିକ ଲାଗି ନୂଆ କର୍ପୋରେଟ ଆଭ୍ରେଜ୍ ଫୁଏଲ୍ ଇକୋନୋମୀ ମାନକକୁ ନେଇ ଏକ ଡ୍ରାଫ୍ଟ ଜାରି କରିଛନ୍ତି । ନୂଆ ନିୟମ ୨୦୨୭ ଏପ୍ରିଲ ପହିଲାରୁ ଲାଗୁ ହେବ । ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ କାର ଗୁଡିକର ମାଇଲେଜ ବଢ଼ାଇବା ଏବଂ ପରିବେଶ ପ୍ରଦୂଷଣକୁ ରୋକିବା । ଏଥିଯୋଗୁ ଇଥାନଲ, ହାଇବ୍ରିଡ ଏବଂ ଇଭି କାର ଗୁଡିକ ଶସ୍ତା ହେବ । ପ୍ରଦୂଷଣ କରୁଥିବା ପେଟ୍ରୋଲ-ଡିଜେଲ ଗାଡି ଗୁଡିକ

ମନୋରଞ୍ଜନ

ଚର୍ଚ୍ଚାରେ ସାଇ ପଲ୍ଲବୀ

ତେଲେଙ୍ଗାନା : ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ବହୁପ୍ରତୀକ୍ଷିତ ଏବଂ ମେଗା ବଜେଟ୍ ଚଳଚ୍ଚିତ୍ର ‘ରାମାୟଣ’ରେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ରଣବୀର କପୁରଙ୍କ ସହ ମା’ ସୀତାଙ୍କ ଚରିତ୍ରରେ ସାଈ ପଲ୍ଲବୀ ନଜର ଆସିଛନ୍ତି । ତେବେ ଏହି ପ୍ରୋଜେକ୍ଟଟି ତାଙ୍କ ବୃତ୍ତିଗତ ଜୀବନରେ ଅନ୍ୟତମ ବଡ଼ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଲୋଚନା ଜାରି ରହିଛି । ୧୯୯୨ ମସିହା ମେ ୯ ତାରିଖରେ ତାମିଲନାଡୁର କୋଟାଗିରିରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ସାଈ ପଲ୍ଲବୀ

Scroll to Top