କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ନାବାଳକଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ
ନୂଆଦିଲ୍ଲୀ : ପାସପୋର୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।। ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପାସପୋର୍ଟ (ସଂଶୋଧନ) ନିୟମ, ୨୦୨୬କୁ ନୋଟିଫାଏ କରାଯାଇଛି । ଏହାଦ୍ୱାରା ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ପାସପୋର୍ଟର ବୈଧତାକୁ ବଢ଼ାଇ ଦିଆଯାଇଛି । ନୂଆ ନିୟମ ଅନୁସାରେ, ୧୫ ବର୍ଷରୁ କମ୍ ବୟସର ପିଲାଙ୍କୁ ଜାରି ହେଉଥିବା ୩୬ ପୃଷ୍ଠାର ସାଧାରଣ ପାସପୋର୍ଟ ଏବେ ୫ ବର୍ଷ କିମ୍ବା ପିଲାର ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ, ଯେଉଁଟି […]









