odisha24 Live

Latest News

Latest News

Author name: RatnaManjari Mohanty

ଶିକ୍ଷା ଓ ନିଯୁକ୍ତି

ରେଲୱେରେ ବମ୍ପର ଭର୍ତ୍ତି, ଖାଲି ପଡ଼ିଛି ଏତେ ପଦବୀ

ନୂଆଦିଲ୍ଲୀ : ଭୁବନେଶ୍ୱର: ରେଳୱେରେ ପାରାମେଡିକାଲ ପଦବୀରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବପିଢ଼ିଙ୍କ ପାଇଁ ଭଲ ଖବର। ରେଳୱେ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ପାରାମେଡିକାଲ ଷ୍ଟାଫ୍ ରିକ୍ରୁଟମେଣ୍ଟ ୨୦୨୬ର ନୋଟିଫିକେସନ ଜାରି କରାଯାଇଛି।ଏହି ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ୧୫ ସେପ୍ଟେମ୍ବର ୨୦୨୬ରୁ ଆରମ୍ଭ ହେବ। ଆଶାୟୀ ପ୍ରାର୍ଥୀମାନେ ୧୪ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଆବେଦନ କରିପାରିବେ। ତେବେ ଏପର୍ଯ୍ୟନ୍ତ ବିସ୍ତୃତ ନୋଟିଫିକେସନ ଜାରି ହୋଇନାହିଁ। ବିସ୍ତୃତ ବିଜ୍ଞପ୍ତିରେ ପଦବୀ ଅନୁଯାୟୀ ଯୋଗ୍ୟତା, […]

ମନୋରଞ୍ଜନ

ଅନନ୍ତ ନାଗଙ୍କୁ ଦାଦା ସାହେବ୍ ଫାଲ୍‌କେ ପୁରସ୍କର

ମୁମ୍ବାଇ : ବରିଷ୍ଠ ଅଭିନେତା ଅନନ୍ତ ନାଗ ୨୦୨୪ ବର୍ଷ ପାଇଁ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନୀତ ହେବେ । ଦାଦା ସାହେବ ଫାଲ୍‌କେ ପୁରସ୍କାର ଚୟନ କମିଟି ପକ୍ଷରୁ ଏକ ପ୍ରେସ ବିବୃତିରେ ଏକଥା କୁହାଯାଇଛି ।ଏହି ସମ୍ମାନ ୨୨ ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ୭୨ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ଦିଆଯିବ । ଅନନ୍ତ ନାଗ ନିଜ ୫ ଦଶନ୍ଧିରୁ ଅଧିକ ସିନେମା କ୍ୟାରିୟରରେ କନ୍ନଡ଼ ସହ ହିନ୍ଦୀ ସିନେମାରେ ମଧ୍ୟ ନିଜର

କ୍ରୀଡା

ଶେଷ ମ୍ୟାଚ୍ ଜିତି ଶୃଙ୍ଖଳା ପୋଛିବାକୁ ଭାରତର ରଣନୀତି

ନୂଆଦିଲ୍ଲୀ : ଭାରତ-ଆଫ୍‌ଗାନିସ୍ତାନ ଟ୍ବେଣ୍ଟି୨୦ ଶୃଙ୍ଖଳାର ଫଇସଲା ହୋଇଯାଇଛି। ପ୍ରଥମ ୨ଟି ମ୍ୟାଚ୍‌କୁ ସହଜରେ ଜିତି ଭାରତ ୨-୦ରେ ଆଗୁଆ ହୋଇ ୩ ମ୍ୟାଚ୍‌ର ଶୃଙ୍ଖଳାକୁ ହାତେଇ ନେଇଛି। ପ୍ରଥମ ୨ଟି ମ୍ୟାଚ୍‌​ରେ ବହୁତ କିଛି ସମାନତା ଥିଲା। ଉଭୟ ମ୍ୟାଚ୍‌କୁ ଭାରତ ୭ ୱିକେଟ୍‌ରେ ଜିତିଥିଲା। ଏହି ୨ଟି ମ୍ୟାଚ୍‌ରେ ଭାରତ ୧୫୭ ଓ ୧୬୦ ରନ୍‌ର ପିଛା କରିଥିଲା। ଦୁଇ ମ୍ୟାଚ୍‌ରେ ୩୮ଟି ଓ ୩୧ଟି ବଲ୍‌ ବାକିଥାଇ ଭାରତ ଜିତିଥିଲା। ଗୁରୁବାର ତୃତୀୟ

ବାଣିଜ୍ୟ

ଭାରତର ମୋବିଲିଟି ଇଣ୍ଡେକ୍ସ ମାନ୍ୟତା ହ୍ରାସ: ୮ମ ସ୍ଥାନକୁ ଖସିଲା

ନୂଆଦିଲ୍ଲୀ : ଇଲେକ୍ଟ୍ରିକ୍ ଯାନ (ଇଭି) କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନରେ ଉନ୍ନତି ହୋଇଥିଲେ ମଧ୍ୟ ଦେଶର ମୋବିଲିଟି ଇଣ୍ଡେକ୍ସରେ ରାଜ୍ୟ ଗୋଟିଏ ସ୍ଥାନ ତଳକୁ ଖସିଛି । ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ଇଣ୍ଡିଆ ଇଲେକ୍ଟ୍ରିକ୍ ମୋବିଲିଟି ଇଣ୍ଡେକ୍ସ (IEMI) ୨୦୨୫ ରିପୋର୍ଟ ଅନୁଯାୟୀ, ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିଛି । ୨୦୨୫ରେ ଓଡ଼ିଶା ୧୦୦ରୁ ୫୫ ପଏଣ୍ଟ ହାସଲ କରିଛି। ୨୦୨୪ରେ ରାଜ୍ୟର ସ୍କୋର ୪୯ ଥିବାରୁ

ରାଜ୍ୟ

ସନ୍ଧ୍ୟାରେ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ: ରାଜଧାନୀ ଗସ୍ତକୁ ନେଇ ବଢ଼ିଲା ଚର୍ଚ୍ଚା!

ଭୁବନେଶ୍ୱର : ଗୁରୁବାର ସଂଧ୍ୟାରେ ଦିଲ୍ଲୀ ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ ଅବସରରେ ରାଜ୍ୟରେ ପୁଞ୍ଜି ନିବେଶ ନେଇ ବିଭିନ୍ନ ଶିଳ୍ପପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।ଗୁରୁବାର ସଂଧ୍ୟାରେ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବରୁ ଦିଲ୍ଲୀ ଗସ୍ତ କରିଛନ୍ତି ଦୁଇଟି ଟିମ୍ । ଏବେ ଆଜି ସଂଧ୍ୟାରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ଏହି ଗସ୍ତ ଅବସରରେ ୟୁରୋପ, ଜାପାନ, ସାଉଥ କୋରିଆରୁ

ଅପରାଧ

ପୁରୀରେ ଖଜା ଦୋକାନରେ ଚଢ଼ାଉ: ଯାଞ୍ଚ ବେଳେ ଖଜାର ମାନକୁ ନେଇ ଉଠିଲା ପ୍ରଶ୍ନ!

ପୁରୀ : ଆଜି ସକାଳୁ ସକାଳୁ ପୁରୀ ସହରର ବିଭିନ୍ନ ସ୍ଥାନରେ ଥିବା ଖଜା ଦୋକାନ ଓ ଗଜା ତିଆରି କାରଖାନାରେ ବଡ଼ ଧରଣର ଚଢ଼ାଉ କରାଯାଇଛି । ଖାଦ୍ୟ ଯୋଗାଣ ବିଭାଗ ଟିମ ସହିତ ପୁରୀ ପୋଲିସ ମିଳିତ ଭାବରେ ଚଢ଼ାଉ କରିଛି । ପୁରୀ ବାଇପାସ ମଙ୍ଗଳାହାଟ ନିକଟରେ ସିଟି ଡିଏସପିଙ୍କ ନେତୃତ୍ୱରେ ଚଢ଼ାଉ ଅଭିଯାନ ଚଳାଇଛନ୍ତି । ବିଭିନ୍ନ ସମୟରେ ଶ୍ରଦ୍ଧାଳୁମାନଙ୍କୁ ନିମ୍ନମାନର କିମ୍ବା ଭେଜାଲ ଖଜା ଅଧିକ ଦାମରେ ବିକ୍ରି କରାଯାଉଥିବା

ବିଦେଶ, Top Stories

ୟୁରୋପରେ ନିଆଁ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ

ୟୁରୋପ : ଯୋଗୁଁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି ଏବଂ ସମଗ୍ର ମହାଦେଶ ତାତିରେ ଫୁଟୁଛି। ୨୦୨୬ ମସିହାର ମେ ମାସରୁ ଆରମ୍ଭ ହୋଇଥିବା ଏହି ଅସ୍ବାଭାବିକ ଗରମ ସାରା ୟୁରୋପର ପାଣିପାଗ ରେକର୍ଡକୁ ଭାଙ୍ଗି ଚୂରମାର କରିଦେଇଛି। ବିଶେଷ କରି ପଶ୍ଚିମ ୟୁରୋପରେ ଚଳିତ ବର୍ଷ ଇତିହାସର ସବୁଠାରୁ ଉତ୍ତପ୍ତ ଗ୍ରୀଷ୍ମ ଋତୁ ଅନୁଭୂତ ହୋଇଛି।ରିପୋର୍ଟ ଅନୁଯାୟୀ, ପ୍ରବଳ ଖରା ଯୋଗୁଁ ଯୁରୋପର ଅନେକ ବଡ଼ ନଦୀର ଜଳସ୍ତର ହ୍ରାସ ପାଇଛି। ଏଗୁଡ଼ିକ ମଧ୍ୟରେ ଡେନ୍ୟୁବ,

ପାଣିପାଗ

ପୁଣି ବର୍ଷାରେ ଭିଜିବ ଓଡ଼ିଶା

ଭୁବନେଶ୍ୱର : ଉତ୍ତର ଥାଇଲାଣ୍ଡ ଉପରେ ସକ୍ରିୟ ରହିଛି ଏକ ଘୂର୍ଣ୍ଣିବଳୟ। ଯାହାଫଳରେ ପ୍ରବଳ ବରଷିବ। ଏହା ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରକୁ ଗତି କରିବାର ସମ୍ଭାବନା ରହିଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ଆଗାମୀ ୩ ଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଉତ୍ତର, ପଶ୍ଚିମ ଓ

ରାଜନୀତି

ସୁଭଦ୍ରାକୁ ପୂରିଲା ୨ ବର୍ଷ : ଘରେ ଘରେ ଦୀପ ଜାଳିବେ ମହିଳା

ଭୁବନେଶ୍ୱର : ଆଜି ସୁଭଦ୍ରା ଯୋଜନାକୁ ୨ ବର୍ଷ ପୁରିଲା । ଏହାକୁ ଭବ୍ୟ ଏବଂ ଦିବ୍ୟ ଢଙ୍ଗରେ ପାଳନ କରାଯିବ। ଘରେ ଘରେ ଦୀପ ଜାଳିବା ପାଇଁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆହ୍ୱାନ କରିଛନ୍ତି । ସନ୍ଧ୍ୟା ୬ଟା ୩୦ରେ ଘରେ ଘରେ ଦୀପ ଜାଳିବା ପାଇଁ ସୁଭଦ୍ରା ହିତାଧିକାରୀଙ୍କୁ ଆହ୍ୱାନ କରାଯାଇଛି । ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ, ସେଣ୍ଟ୍ରାଲ ପ୍ରୋଜେକ୍ଟ

ଦେଶ

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୬ତମ ଜନ୍ମଦିନ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ। ଦୃଢ଼ ସଂକଳ୍ପ ଓ ନିରନ୍ତର କର୍ମଯୋଗର ପ୍ରତୀକ ନରେନ୍ଦ୍ର ମୋଦ ନିଜ ଜୀବନର ୭୬ତମ ବର୍ଷରେ ପଦାର୍ପଣ କରିଛନ୍ତି । ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ର ମୂଳମନ୍ତ୍ର ନେଇ ଭାରତକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ଗୁଜରାଟର ଏକ ସାଧାରଣ ପରିବାରରୁ ଆରମ୍ଭ ହୋଇ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ‘ପ୍ରଧାନ ସେବକ’ ହେବା

Scroll to Top