ଓଡ଼ିଶାରେ ବଢ଼ିବ ରପ୍ତାନି, ଖୋଲିବ ରୋଜଗାରର ଦ୍ୱାର! ମୋହନଙ୍କ ବୈଠକରେ ବଡ଼ ଆଲୋଚନା
ଭୁବନେଶ୍ୱର : ଅବୁଧାବିରେ ଓଡ଼ିଶାର ଇନଭେଷ୍ଟମେଣ୍ଟ ମିଶନ୍! ବ୍ୟବସାୟୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରାଉଣ୍ଡଟେବୁଲ୍, ନିବେଶ ଆଣିବାକୁ ବଡ଼ ଆଲୋଚନା । ଏହି ବୈଠକରେ ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ରପ୍ତାନି ଓ ଅର୍ଥନୈତିକ ସହଯୋଗ ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା ହୋଇଛି। ବିଶେଷକରି ଓଡ଼ିଶାର ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ, ଫୁଡ୍ ପ୍ରୋସେସିଂ ଓ ୟୁଏଇର ପ୍ରମୁଖ ବ୍ରାଣ୍ଡ ପାଇଁ କନ୍ଟ୍ରାକ୍ଟ ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ବ୍ୟାପକ ସୁଯୋଗ ଉପସ୍ଥାପନ କରାଯାଇଥିଲା। କେବଳ









