odisha24 Live

Latest News

Latest News

ଦେଶ

ଦେଶ

ଭୁଶୁଡ଼ିଲା ୩ ମହଲା କୋଠା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଦକ୍ଷିଣ-ପଶ୍ଚିମ ଅଞ୍ଚଳ ଅନ୍ତର୍ଗତ ସତ୍ୟ ନିକେତନ ଅଞ୍ଚଳରୁ ଏକ ବଡ଼ ଧରଣର ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ସେଠାରେ ହଠାତ୍ ଏକ ତିନି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି। ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ପ୍ରାୟ ୧ଟା ୩୦ ମିନିଟ୍‌ରେ ଏହି ଅଘଟଣ ଘଟିଥିଲା। କୋଠାଟି ଭୁଶୁଡ଼ି ପଡ଼ିବା ପରେ ବହୁ ପରିମାଣର ଭଗ୍ନାବଶେଷ ରାସ୍ତା ଉପରେ ପଡ଼ିଥିଲା। ଏହା ତଳେ କିଛି ଗାଡ଼ି ମଧ୍ୟ ଚାପି ହୋଇ ରହିଥିବା ଜଣାପଡ଼ିଛି। […]

ଦେଶ

ଏୟାର ଶୋ’ରେ ଭୟଙ୍କର ଦୁର୍ଘଟଣା

ନୂଆଦିଲ୍ଲୀ : ଗ୍ରୀସରେ ଏୟାର ସୋ’ ଚାଲିଥିବା ବେଳେ ଘଟିଲା ବଡ଼ ଅଘଟଣ! ବାୟୁସେନାର ଏକ ଏଫ ୪ ଯୁଦ୍ଧ ବିମାନ ଦେଖାଉଥିବା ସମୟରେ ବିମାନଟି ନିୟନ୍ତ୍ରଣ ହରାଇ ରନୱେ ନିକଟସ୍ଥ ଗଛରେ ପିଟି ହୋଇ ନିଆଁର ପିଣ୍ଡୁଳାରେ ପରିଣତ ହୋଇଥିଲା। ଏହି ଘଟଣାରେ ସୌଭାଗ୍ୟବଶତଃ ଦର୍ଶକଙ୍କ ମଧ୍ୟରୁ କେହି ଆହାତ ହୋଇନଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ଶନିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ତାନାଗ୍ରା ଏୟାର ବେସ୍ ନିକଟରେ ଘଟିଥିଲା। ବିମାନଟି ଉଡ଼ାଣ ଭରିବାର

ଦେଶ

ଏୟାର ଇଣ୍ଡିଆ ବିମାନରେ ବଡ଼ ଯାନ୍ତ୍ରିକ ତ୍ରୁଟି : ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ ସିଷ୍ଟମ୍

ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ଏକ ବିମାନ ଫୁକେଟରୁ ଦିଲ୍ଲୀ ଆସୁଥିବା ସମୟରେ ଏକ ବଡ଼ ଧରଣର ବିପଦର ସମ୍ମୁଖୀନ ହୋଇଥିଲା । ୩୬,୦୦୦ ଫୁଟ ଉଚ୍ଚରେ ଉଡାଣ ଭରୁଥିବା ବେଳେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ବିମାନଟି ନିଜର ସମସ୍ତ ହାଇଡ୍ରୋଲିକ୍ସ ହରାଇ ବସିଥିଲା, ଯାହା ଫଳରେ ବିମାନରେ ଥିବା ୨୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଉଡାଣ ସମୟରେ ପାଇଲଟ୍ ମନିଟରିଂ ଦାୟିତ୍ୱରେ ଥିବା ପାଇଲଟ୍-ଇନ୍-କମାଣ୍ଡଙ୍କର

ଦେଶ

ପାର୍କିଂ ବେଳେ ଖୁଣ୍ଟରେ ଧକ୍କା ଖାଇଲା ଇଣ୍ଡିଗୋ ବିମାନ

ଶ୍ରୀନଗର: ଶ୍ରୀନଗର ବିମାନବନ୍ଦରରେ ଶୁକ୍ରବାର ସକାଳେ ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ବିମାନ ଯାତ୍ରୀ। ନବୀ ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋର ଏକ ବିମାନ ପାର୍କିଂ ହେବା ସମୟରେ ବିଜୁଆଲ୍ ଡକିଂ ଗାଇଡାନ୍ସ ସିଷ୍ଟମ୍ (ଭିଡିଜିଏସ୍) ଖୁଣ୍ଟ ସହ ପିଟି ହୋଇଯାଇଥିଲା। ତେବେ ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିୟୁ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନେଇ ସଂପୃକ୍ତ ବିମାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।ଇଣ୍ଡିଗୋ ପକ୍ଷରୁ ଜାରି ବିବୃତି ଅନୁଯାୟୀ,

ଦେଶ, Trending Stories

ମୃତ୍ୟୁର ତାଣ୍ଡବରେ ନେପାଳ: ଚାରିଆଡ଼େ ଭୟ ଓ ହାହାକାର

ନେପାଳ : ନେପାଳ ବନ୍ୟାକୁ ଏବେସୁଦ୍ଧା ୧୦ ଦିନ ବିତିଗଲାଣି । ଚାରିପଟେ ମୃତ୍ୟୁର ତାଣ୍ଡବ। ଦିନେ ନୁହେଁ କି ଦୁଇ ଦିନ ନୁହେଁ, ପୂରା ୯ ଦିନ ଧରି ସୁଡ଼ଙ୍ଗ ଭିତରେ ଫସି ରହିଥିଲେ ଶ୍ରମିକ। ବାହାରେ ଥିବା ଲୋକଙ୍କ ମନରେ ଧୀରେ ଧୀରେ ଆଶା କମିବାକୁ ଲାଗିଥିଲା। ହେଲେ ହଠାତ୍ ସୁଡ଼ଙ୍ଗ ଭିତରୁ ଶୁଣାଗଲା ମଣିଷଙ୍କ ସ୍ୱର। ଆଉ ତା’ପରେ ଆରମ୍ଭ ହେଲା ଜୋରଦାର ଉଦ୍ଧାର ଅଭିଯାନ।ଶେଷରେ ଆସିଲା ଖୁସିର ଖବର। ନେପାଳର ରସୁୱା

ଦେଶ, Top Stories

ଇସ୍ରୋର ଐତିହାସିକ ସଫଳତା: ମହାକାଶରେ ଭାରତର ପ୍ରଥମ ଇମେଜିଂ ସାଟେଲାଇଟ୍

ନୂଆଦିଲ୍ଲୀ : ଇସ୍ରୋର ଆଡଭାନ୍ସଡ ଅର୍ଥ ଅବଜରଭେସନ୍ ସ୍ପେସକ୍ରାଫ୍ଟ, ଯାହା ଜିଓ-ଅରବିଟରେ ଭାରତର ପ୍ରଥମ ଇମେଜିଂ ସାଟେଲାଇଟ୍, ଶୁକ୍ରବାର ଦିନ ସ୍ପେସପୋର୍ଟରୁ GSLV ରକେଟ୍ ମାଧ୍ୟମରେ ସଫଳତାର ସହ ଲଞ୍ଚ କରାଯାଇଛି। ଇସ୍ରୋ ସୂଚନା ଦେଇଛି ଯେ, EOS-05 ସାଟେଲାଇଟ୍ ସ୍ପେସପୋର୍ଟରୁ ଉଡ଼ାଣ ଭରିବାର ପ୍ରାୟ ୧୮ ମିନିଟ୍ ପରେ ନିର୍ଦ୍ଧାରିତ ସବ୍-ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର ଅରବିଟରେ ସଫଳତାର ସହ ସ୍ଥାପିତ ହୋଇଛି। ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ କହିଛନ୍ତି, “ମୋତେ ଏହା ଜଣାଇ ଅତ୍ୟନ୍ତ ଖୁସି ଲାଗୁଛି

Top Stories, ଦେଶ

ଅଭିନନ୍ଦନଙ୍କ ବଡ଼ ନିଷ୍ପତ୍ତି: ବାୟୁସେନା ଚାକିରିରୁ ନେଲେ ଅବସର

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ସାହସୀ ଯୋଦ୍ଧା କ୍ୟାପ୍ଟେନ୍ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ନେଇ ଆସିଛି ବଡ଼ ଖବର। ତାଙ୍କ କ୍ୟାରିଅରକୁ ନେଇ ସାମ୍ନାକୁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍। ଅନୁଯାୟୀ, ଅଭିନନ୍ଦନ ବାୟୁସେନାରୁ ତାଙ୍କ ସେବା ଛାଡି ବର୍ତ୍ତମାନ ଆଞ୍ଚଳିକ ବିମାନ କମ୍ପାନୀ ଫ୍ଲାଏ୯୨ରେ ପାଇଲଟ ଭାବରେ ଯୋଗ ଦେଇଛନ୍ତି। ଏହା ଉଲ୍ଲେଖନୀୟ ଯେ, ଅଭିନନ୍ଦନ ଏକ ଅପରେଶନ ସମୟରେ ପାକିସ୍ତାନୀ ବାୟୁସେନାର ଏଫ -୧୬ ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦେଇଥିଲେ। ସେ ଅଗଷ୍ଟ

ଦେଶ, Top Stories

ଅଯୋଧ୍ୟା ରାମ ମନ୍ଦିରର ଦାୟିତ୍ୱ ନେଲେ ନୂଆ ସିଇଓ

ଅଯୋଧ୍ୟା : ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରେ ବଡ଼ ନିଯୁକ୍ତି। ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର ହେଲେ ପ୍ରଥମ ସିଇଓ। ବୁଧବାର ଅନୁଷ୍ଠିତ ଟ୍ରଷ୍ଟର ବୈଠକରେ ତାଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରାଯାଇଛି। ଏଥିସହ ପୂର୍ବତନ କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରିଙ୍କୁ ନୂତନ ମହାସଚିବ ଏବଂ ମହେଶ ଭାଗଚନ୍ଦକାଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ମିଳିଛି। ରାମ ମନ୍ଦିର ଟ୍ରଷ୍ଟର ସିଇଓପଦ ପାଇଁ ୫,୫୦୦ରୁ ଅଧିକ ଆବେଦନ ଆସିଥିଲା । ସେଥିମଧ୍ୟରୁ ୧୮

ଦେଶ, Trending Stories

ନେପାଳରେ ବନ୍ୟା ବିପର୍ଯ୍ୟୟ: ମୃତ୍ୟୁସଂଖ୍ୟା ୧୨୦୦ ପାର

ନେପାଳ : ନେପାଳରେ ଭୟଙ୍କର ବନ୍ୟାର ତାଣ୍ଡବ ପରେ ମୃତଦେହ ଉଦ୍ଧାର କାର୍ଯ୍ୟ ଲଗାତାର ଜାରି ରହିଛି । ନେପାଳ ପୋଲିସ ତାଜା ରିପୋର୍ଟ ଅନୁଯାୟୀ, ଦେଶରେ ଏଯାଏଁ ୧୨୨୨ ମୃତଦେହ ଜବତ କରାଯାଇଥିବା ବେଳେ ୪୮୭୫ ନିଖୋଜ ରହିଛନ୍ତି । ନିଖୋଜ ଥିବାଙ୍କ ମଧ୍ୟରେ ୬୦୧ ଜଣ ବିଦେଶୀ ନାଗରିକ ସାମିଲ ରହିଛନ୍ତି । ଏଯାଏଁ ୬.୦୦୬ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ପ୍ରଭାବିତ ଅଞ୍ଚଳରେ ମୋଟ ୭୮୯୨ ପୋଲିସ କର୍ମୀ ନିୟୋଜିତ ରହିଥିଲେ

ଦେଶ, Top Stories

ଆକାଶରେ ନୂଆ ଇତିହାସ, ଶକ୍ତି ଶର୍ମାଙ୍କ ବଡ଼ ସଫଳତା

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଗୌରବ ବଢ଼ାଇଲେ ଶକ୍ତି ଶର୍ମା । ସେ ଦେଶର ସଶସ୍ତ୍ର ବାହିନୀରେ ଏୟାର ଭାଇସ୍ ମାର୍ଶାଲ କିମ୍ବା ସମକକ୍ଷ ପଦବୀ ହାସଲ କରିବାରେ ପ୍ରଥମ ମହିଳା ଅଧିକାରୀ ହୋଇଛନ୍ତି । ଅଣ-ଚିକିତ୍ସା ଶାଖାର ପ୍ରଥମ ମହିଳା ଅଧିକାରୀ ଭାବେ ସେ ସଶସ୍ତ୍ର ବାହିନୀରେ ଏୟାର ଭାଇସ୍ ମାର୍ଶାଲ କିମ୍ବା ସମକକ୍ଷ ଦୁଇ-ତାରକା ପଦବୀ ହାସଲ କରିଛନ୍ତି । ତିନି ଦଶନ୍ଧିରୁ ଅଧିକ ସମୟ ଧରି କ୍ୟାରିୟରରେ ଶକ୍ତି ଶର୍ମା ଶିକ୍ଷା, ତାଲିମ,

Scroll to Top