odisha24 Live

Latest News

Latest News

ଦେଶ

ଦେଶ, Trending Stories

ବନ୍ୟାରେ ଭାସିଲା ନେପାଳ, ମୃତ୍ୟୁସଂଖ୍ୟା ଟପିଲା ୧ ହଜାର!

ନେପାଳ : ସମୟ ଗଡ଼ୁଛି, କିନ୍ତୁ କମୁନି ଦୁଃଖ ଓ ଆଶଙ୍କା। ନେପାଳରେ ପ୍ରଳୟଙ୍କରୀ ବନ୍ୟାକୁ ଆଠ ଦିନ ବିତିଥିବା ବେଳେ ମୃତ୍ୟୁସଂଖ୍ୟା ପ୍ରାୟ ୧୧ଶହ ଟପିଲାଣି। ଧ୍ୱଂସାବଶେଷ ତଳେ ଏବେ ବି ଚାଲିଛି ଜୀବନର ସନ୍ଧାନ। ଉଦ୍ଧାରକାରୀ ଦଳର ଆଶା। ଧ୍ୱଂସସ୍ତୂପ ଭିତରୁ ମିଳିପାରେ ଆଉ କିଛି ଜୀବନର ଚିହ୍ନ। ପ୍ରଳୟଙ୍କାରୀ ବନ୍ୟାରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୧୧ଶହ ଟପିଲାଣି। ପ୍ରାୟ ୪ ହଜାରରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି । ରେସକ୍ୟୁ ଅପରେସନକୁ […]

ଦେଶ

ହସ୍ପିଟାଲରେ ଆନ୍ନା ହଜାରେ

ମୁମ୍ବାଇ: ପ୍ରଖ୍ୟାତ ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ିବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟ୍‌ (ଆଇସିୟୁ)ରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ସୂତ୍ର ଅନୁସାରେ, ୮୭ ବର୍ଷୀୟ ଆନ୍ନା ହଜାରେ ପ୍ରଥମେ ତାଙ୍କ ଜନ୍ମସ୍ଥାନ ରାଲେଗାନ ସିଦ୍ଧି ନିକଟସ୍ଥ ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ। ପରେ ଗୁରୁତର ଭାଇରାଲ୍ ସଂକ୍ରମଣ, ଡିହାଇଡ୍ରେସନ୍ ଏବଂ କିଡନୀ ଜନିତ ଜଟିଳତା ଦେଖାଦେବା ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ମୁମ୍ବାଇ ପଠାଯାଇଥିଲା। ସେ

Trending Stories, ଦେଶ

ନେପାଳରେ ବନ୍ୟାର ତାଣ୍ଡବ! ଚାରିଆଡ଼େ ହାହାକାର

ନେପାଳ : ନେପାଳ ଇତିହାସରେ ୨୬ ଅଗଷ୍ଟ କେବଳ ଏକ ତାରିଖ ନୁହେଁ, ଏହା ଏକ କଳା ଅଧ୍ୟାୟ। ପ୍ରଚଣ୍ଡ ବନ୍ୟା ସ୍ରୋତ ମାଡ଼ିଗଲା ଏବଂ ଚାରିଆଡ଼େ ପାଣିର ପ୍ରଚଣ୍ଡ ସ୍ରୋତ । ସାଙ୍ଗରେ ମାଟି, ପଥର ଓ ଭଗ୍ନାବଶେଷ । ଯାହା ସାମ୍ନାରେ ପଡ଼ିଲା, ତାହାକୁ ଭସାଇ ନେଇଗଲା । ଅନେକ ଧନସମ୍ପତ୍ତି ନଷ୍ଟ ହେବା ସହିତ ଜୀବନହାନି ମଧ୍ୟ ଘଟିଛି । ନଦୀରେ ହଠାତ୍ ଜଳସ୍ତର ବଢ଼ିବା ଯୋଗୁଁ ଅନେକ ହାଇଡ୍ରୋପାୱାର ପ୍ରକଳ୍ପ, ସେତୁ,

Trending Stories, ଦେଶ

ନେପାଳରେ ବଢ଼ିଚାଲିଛି ମୃତ୍ୟୁ ସଂଖ୍ୟା, ବଢୁଛି ଚିନ୍ତା

ନେପାଳ : ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ପରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇପଡ଼ିଛି। ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ରବିବାର ସୁଦ୍ଧା ଏହି ପ୍ରାକୃତିକ ଦୁର୍ବିପାକରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ ୭୮୮ରେ ପହଞ୍ଚିଥିବା ବେଳେ ଏବେ ମଧ୍ୟ ପ୍ରାୟ ୨,୫୦୨ ଜଣ ନିଖୋଜ ରହିଛନ୍ତି। ବିପର୍ଯ୍ୟୟର ପଞ୍ଚମ ଦିନରେ ମଧ୍ୟ ପ୍ରଭାବିତ ୮ଟି ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ସନ୍ଧାନ ଅଭିଯାନ

Trending Stories, ଦେଶ

ବନ୍ୟାର ତାଣ୍ଡବରେ ବୁଡ଼ିଲା ନେପାଳ

ନେପାଳ : ନେପାଳର ପ୍ରଳୟଙ୍କାରୀ ବନ୍ୟା ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା । ସନ୍ଧାନ ଦଳ ନଦୀର ଜଳ ପ୍ରବାହ ଦ୍ୱାରା ତଳମୁଣ୍ଡରେ ବୋହିଯାଇଥିବା ମୃତଦେହଗୁଡ଼ିକୁ ଉଦ୍ଧାର କରିବା ଜାରି ରଖିଛି। ନେପାଳ ପୋଲିସ ନିଶ୍ଚିତ କରିଛି ଯେ ସେମାନେ ଚିତୱାନରେ ୨୩୩ ଏବଂ ନବଲପରାସୀ ପୂର୍ବରେ ୧୫୮ ସମେତ ୬୧୬ ମୃତଦେହ ଉଦ୍ଧାର କରିଛନ୍ତି। ଯାହା ଏହି ଅଞ୍ଚଳଗୁଡ଼ିକୁ ବିପର୍ଯ୍ୟୟ ଦ୍ୱାରା ସର୍ବାଧିକ ପ୍ରଭାବିତ ଅଞ୍ଚଳ ଭାବରେ ଚିହ୍ନଟ କରିଛି। ହିମାଳୟରୁ ଉତ୍ପନ୍ନ ହେଉଥିବା ପ୍ରମୁଖ

ଦେଶ, Trending Stories

ଚାରି ଦିନିଆ ବିଦେଶୀ ଗସ୍ତରେ ମୋଦି

ନୂଆଦିଲ୍ଲୀ : ଭାରତ ମଧ୍ୟ ଏସିଆରେ ଏକ ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୯ ଅଗଷ୍ଟଠାରୁ ଉଜବେକିସ୍ତାନ ସହିତ ସମ୍ପର୍କକୁ ମଜବୁତ କରିବା ଏବଂ କିର୍ଗିଜସ୍ତାନରେ ବାର୍ଷିକ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ଯୋଗ ଦେବା ପାଇଁ ଚାରି ଦିନିଆ ଗସ୍ତରେ ଯାଉଛନ୍ତି।ଏହା ପ୍ରଧାନମନ୍ତ୍ରୀଙ୍କ ଚତୁର୍ଥ ଉଜବେକିସ୍ତାନ ଗସ୍ତ ହେବ। ଏହା ଭାରତ ଏବଂ ଉଜବେକିସ୍ତାନର ଭବିଷ୍ୟତ ଏବଂ ବିଶ୍ୱ ଗତିଶୀଳତାକୁ ପରିବର୍ତ୍ତନ କରିପାରେ। ପ୍ରଧାନମନ୍ତ୍ରୀ ଉଜବେକିସ୍ତାନ ସହିତ କିର୍ଗିଜସ୍ତାନ

ଦେଶ

ଭୟଙ୍କର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା

ଛତିଶଗଡ଼ : ଏକ ଭୟଙ୍କର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଦିଲ୍ଲୀରୁ ଆସିଥିବା ଆଲାଏନ୍ସ ଏୟାରର ଏକ ବିମାନ ଲ୍ୟାଣ୍ଡିଂ ସମୟରେ ହଠାତ୍ ଏହାର ଡାହାଣ ପଟର ଚକା ଫାଟିଯାଇଥିଲା । ଚକା ଫାଟିବା ସହିତ ନିଆଁ ମଧ୍ୟ ଲାଗିଯାଇଥିଲା । ଏହାପରେ ବିମାନଟି କିଛି ଦୂର ପର୍ଯ୍ୟନ୍ତ ରନୱେରେ ଘୋଷାଡ଼ି ହୋଇ ଯାଇଥିଲା । ଏହି ଘଟଣା ଫଳରେ ବିମାନରେ ଥିବା ୬୦ ଜଣ ଯାତ୍ରୀ ଭୟଭୀତ ଅବସ୍ଥାରେ ରହିଥିଲେ । ହେଲେ

ଦେଶ

ନେପାଳରେ ବନ୍ୟାର ପ୍ରଳୟ!

ନୂଆଦିଲ୍ଲୀ : ନେପାଳରେ ଆସି ଥିବା ବିନାଶକାରୀ ବନ୍ୟା ସମସ୍ତଙ୍କ ହୃଦୟ ଥରାଇ ଦେଇଛି ।ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ପାହାଡ଼ି ଦେଶ ନେପାଳ। ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଭୟଙ୍କର ଚିତ୍ର। ଧ୍ବଂସାବଶେଷ ତଳେ ଜାରି ରହିଛି ଜୀବନ ଖୋଜା। ପାହାଡ଼ି ଦେଶ ନେପାଳରେ ପ୍ରକୃତିର ଭୟଙ୍କର ତାଣ୍ଡବ। ନେପାଳ ପ୍ରଳୟରେ ବଢି ଚାଲୁଛି ମୃତ୍ୟୁସଂଖ୍ୟା। ଏଯାଏଁ ୪୬୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଶହ ନିଖୋଜ ରହିଛନ୍ତି। ନିଖୋଜଙ୍କ ମଧ୍ୟରେ ୨୯୦ ଭାରତୀୟ

ରାଜନୀତି, ଦେଶ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଲକ୍ଷ୍ନୌ : ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନାର ଶୁଭାରମ୍ଭ ଏବଂ ଲକ୍ଷ୍ନୌରେ ସ୍ୱତନ୍ତ୍ର ବସ୍‌ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଅକ୍ଟୋବର-ନଭେମ୍ବରରେ ସ୍ନାତକ ପଢ଼ୁଥିବା ୫୦,୦୦୦ ଝିଅଙ୍କୁ ସ୍କୁଟି ଯୋଗାଇ ଦିଆଯିବ।ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଡବଲ-ଇଞ୍ଜିନ୍ ସରକାର ମହିଳାଙ୍କ ସୁରକ୍ଷା, ସମ୍ମାନ ଏବଂ ସ୍ୱାବଲମ୍ବନକୁ ଏହାର ଯୋଜନାର କେନ୍ଦ୍ରରେ ରଖିଛି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି

ଦେଶ

ସ୍ୱାଇନ୍ ଫ୍ଲୁ ସଂକ୍ରମଣ ନେଇ ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ : ଦେଶରେ ପୁଣି ବଢ଼ିବାରେ ଲାଗିଛି ଫ୍ଲୁ ସଂକ୍ରମଣ ।ବିଶେଷକରି ଦିଲ୍ଲୀରେ ସଂକ୍ରମଣ ବଢ଼ିବା ପରେ ସରକାର ପକ୍ଷରୁ ଲୋକଙ୍କ ପାଇଁ ସତର୍କତା ଜାରି କରାଯାଇଛି । ତେବେ ଏହାକୁ ନେଇ ଭୟଭୀତ ନହେବାକୁ ଅପିଲ୍ କରାଯାଇଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ ୨୩୦୮ଟି H1 N1 ମାମଲା ଚିହ୍ନଟ ହୋଇଛି। ଏହାସହ ଅନ୍ୟ ଫ୍ଲୁ ଭାରିଆଣ୍ଟର ପ୍ରାୟ ୬୦୦ରୁ ୬୫୦ ମାମଲା ରହିଛି । ଦିଲ୍ଲୀ ସରକାର କହିଛି, ସଂକ୍ରମଣ ବଢ଼ିଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣରେ

Scroll to Top