odisha24 Live

Latest News

Latest News

ଦେଶ

ଦେଶ

ଆଜି ବ୍ରିକ୍ସ ସମ୍ମିଳନୀ, ଦିଲ୍ଲୀରେ ଜମିଲା ବିଶ୍ୱ ନେତାଙ୍କ ଭିଡ଼!

ନୂଆଦିଲ୍ଲୀ : ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ରେ ଶନିବାରଠାରୁ ଆରମ୍ଭ ହେଉଛି ୧୮ତମ ବ୍ରିକ୍ସ ସମ୍ମିଳନୀ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଶିଖର ସମ୍ମିଳନୀରେ ଯୋଗଦେବେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଓ ବିଶ୍ୱ ନେତା। ଏହାକୁ ନେଇ ରାଜଧାନୀ ଦିଲ୍ଲୀରେ ବଢ଼ିଛି ଚଳଚଞ୍ଚଳତା।ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌, ଇରାନ ରାଷ୍ଟ୍ରପତି ମାସୌଦ ପେଜେଶକିଆନ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ଏବଂ ଅନ୍ୟାନ୍ୟ ଦେଶର ନେତାମାନେ ଶୁକ୍ରବାର ଦିଲ୍ଲୀରେ ପହଞ୍ଚତ୍ଛନ୍ତି। ଅନ୍ୟମାନଙ୍କ […]

ଦେଶ

ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୬ ମୃତ ଓ ଅନେକ ଆହତ

କଙ୍ଗୋ: ଗୁରୁବାର ଦିନ କଙ୍ଗୋର ପୂର୍ବ ଡେମୋକ୍ରାଟିକ୍ ରିପବ୍ଲିକ୍ ସହର ବୁକାଭୁରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ଦୁଇଟି ସ୍କୁଲରେ ଅଗ୍ନିକାଣ୍ଡ ଘଟି ୨୬ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆଗକୁ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ସୂଚନାନୁଯାୟୀ, ପ୍ରଥମେ ନିଆଁ ଏକ ଘରେ ଲାଗିଥିଲା ​​ଏବଂ ପରେ ପାଖାପାଖି ଦୁଇଟି ସ୍କୁଲକୁ ବ୍ୟାପିଯାଇଥିଲା, ଉଭୟ ପରସ୍ପର ନିକଟରେ ଅବସ୍ଥିତ । ଫୁରାହା

ଦେଶ

ପୁଟିନଙ୍କୁ ଭବ୍ୟ ସ୍ୱାଗତ, ଏବେ ଜିନ୍‌ପିଙ୍ଗଙ୍କୁ ଅପେକ୍ଷାରେ ଭାରତ

ନୂଆଦିଲ୍ଲୀ : ୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ସକାଳେ ଭାରତରେ ପହଞ୍ଚିଛନ୍ତି। ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭାରତୀୟ ଅଧିକାରୀମାନେ ତାଙ୍କୁ ଜୋରଦାର ସ୍ବାଗତ ଜଣାଇଥିଲେ। କେନ୍ଦ୍ର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ପାଲାମ ବିମାନବନ୍ଦରରେ ରୁଷିଆର ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଭାରତ ଓ ରୁଷିଆ ମଧ୍ୟରେ ପ୍ରତିରକ୍ଷା, ଶକ୍ତି, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା

ଦେଶ

ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଦିଲ୍ଲୀରେ କଡ଼ା ସୁରକ୍ଷା! ମୁତୟନ ହେବେ ୭ ହଜାର ଯବାନ

ନୂଆଦିଲ୍ଲୀ : ଆସନ୍ତାକାଲି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଭାରତ ମଣ୍ଡପମ୍‌ରେ ଆୟୋଜିତ ହେବାକୁ ଥିବା ତିନିଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଜାତୀୟ ରାଜଧାନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ। ମାସକ ଧରି ଚାଲିଥିବା ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ତର୍ଜାତୀୟ ପ୍ରତିନିଧିମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ସହରର ପ୍ରମୁଖ ଅଞ୍ଚଳରେ ସୌନ୍ଦର୍ଯ୍ୟକରଣ ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ା କରାଯାଇଛି।କନଟ୍ ପ୍ଲେସ୍‌, ଖାନ୍ ମାର୍କେଟ୍‌ ସମେତ ପ୍ରମୁଖ ଅଞ୍ଚଳରେ ବ୍ରିକ୍ସ ସମ୍ମିଳନୀ ସମ୍ପର୍କିତ ବ୍ୟାନର ଲଗାଯାଇଥିବା

ଦେଶ

ଗୁଜରାଟରେ ବଡ଼ ଅଘଟନ ! ହଠାତ୍ ଭୁଷୁଡ଼ିଲା ବିଲ୍ଡିଂ ,ଚାରିଆଡ଼େ ଆତଙ୍କ

ଗୁଜରାଟ : ଦିଲ୍ଲୀ ପରେ ଗୁଜରାଟ ଗାନ୍ଧୀନଗରରେ ଭୁଷୁଡିଲା ବିଲ୍ଠିଂ । ନିର୍ମାଣାଧୀନ ବାଣିଜ୍ୟିକ କମ୍ପ୍ଲେକ୍ସର ଏକ ଅଂଶ ଭାଙ୍ଗି ପଡ଼ିଛି । ସୂଚନାନୁଯାୟୀ, ବୁଧବାର ରାତି ପ୍ରାୟ ୯ଟା ସମୟ ମୟରେ ଏହି ଦୁର୍ଘଟଣା ଘଟିଥିଲା । କୋଠାରେ ନିର୍ମାଣ କାର୍ଯ୍ୟ ଚାଲିଥିଲାବେଳେ ହଠାତ୍ ଏକ ବଡ଼ ଲୁହା ସ୍ଲାବ୍ ଖସିପଡ଼ିଥିଲା । ତେଣୁ ସେହି ସ୍ଲାବ ତଳେ ଶ୍ରମିକ ଫସି ରହିଯାଇଥିଲେ । ଫଳରେ ତୁରନ୍ତ ଭଗ୍ନାବଶେଷ ହଟାଇବା କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ଦେଶ

ବନ୍ୟାର ଘା’ ସୁଖିନି, ଏବେ ଭୂକମ୍ପର ଝଟକା

ନେପାଳ : ବନ୍ୟାରେ ଛାରଖାର ନେପାଳକୁ ପୁଣି ଝଟକା। ଭୂକମ୍ପରେ ଦୋହଲିଲା ମାଟି। ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ସାମ୍ନାକୁ ଆସିଛି। ନେପାଳର ରାଜଧାନୀ କାଠମାଣ୍ଡୁ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ଏକ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର (ଏନସିଏସ ) ର ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପର ପ୍ରଭାବ କେବଳ ନେପାଳ ନୁହେଁ ବରଂ ପଡ଼ୋଶୀ ତିବ୍ଦତ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ହଠାତ୍ ଭୂମି କମ୍ପିବାରୁ

ଦେଶ

ଆସାମରେ ଭୂକମ୍ପ ଆତଙ୍କ, ଭୟରେ ରାସ୍ତାକୁ ଆସିଲେ ଲୋକେ

ଆସାମ : ଆସାମରେ ଭୂକମ୍ପ ଝଟକା । ମଙ୍ଗଳବାର ସକାଳ ୯ଟା୫୭ ମିନିଟରେ ରାଜ୍ୟର ଅନେକ ସ୍ଥାନରେ ଭୂମିକମ୍ପର ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାତ ତୀବ୍ରତା ୪.୧ ବୋଲି ଜଣାପଡିଛି । ରିପୋର୍ଟ ଅନୁସାରେ, ସକାଳେ ଗୌହାଟୀ ସମେତ ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ଗୌହାଟୀ ସମେତ ଅନେକ ସହରରେ ଝଟକା ଲାଗିଛି । ଝଟକା ଲାଗିବା ପରେ ଲୋକେ ଭୟରୁ ଚାଲି ଆସିଥିଲେ । ତେବେ ଏହା ପ୍ରଭାବରେ କୌଣସି

ଦେଶ

ପ୍ରଳୟଙ୍କରୀ ବନ୍ୟାରେ ଥରିଲା ନେପାଳ, ୧୩୫୫ ମୃତ

ନେପାଳ : ନେପାଳ ବନ୍ୟାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା ୧୩୫୫କୁ ବୃଦ୍ଧି ପାଇଛି । ପ୍ରାୟ ୫ ହଜାର ଏବେ ବି ନିଖୋଜ ଅଛନ୍ତି । ସେପଟେ ୧୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ନେପାଳ ସରକାରଙ୍କ ସୂଚନା ମୁତାବକ, ବିଭିନ୍ନ ସ୍ଥାନରୁ ଅଚିହ୍ନା ମୃତଦେହ ଓ ଶରୀରର ଅବଶେଷ ସମେତ ମୋଟ ୧,୩୫୫ଟି ମୃତଦେହ ଉଦ୍ଧାର କରାଯାଇଛି । ଯେଉଁଥିରୁ ୯୮ଟି ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

ଦେଶ

ମଝି ଆକାଶରୁ ଫେରିଲା ବିମାନ, ଆତଙ୍କିତ ଯାତ୍ରୀ

କୋଚି: ଆକାଶମାର୍ଗରେ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ବିମାନ ଯାତ୍ରୀ। କୋଚିରୁ ଆବୁଧାବି ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ବୋଇଂ ୭୩୭ ବିମାନ IX 415କୁ ଉଡ଼ାଣ ମଝିରୁ ପୁଣି କୋଚି ଫେରିବାକୁ ପଡ଼ିଛି । ବିମାନର ନମ୍ବର-୧ ଇଞ୍ଜିନରେ ତେଲର ପରିମାଣ ଦ୍ରୁତ ଗତିରେ କମିଯାଉଥିବା ଜଣାପଡ଼ିବା ପରେ ବିମାନ କ୍ରୁ ସତର୍କ ହୋଇଥିଲେ । ଇଞ୍ଜିନରେ ଅଏଲ୍ ପ୍ରେସର ବିପଦ ସୀମାରେ ପହଞ୍ଚିବା ପରେ ଏହାକୁ ବନ୍ଦ କରାଯାଇଥିଲା । ଏହାପରେ ବିମାନକୁ

ଦେଶ

ବିହାରରେ ବନ୍ୟା ସ୍ଥିତି ସଙ୍ଗିନ

ବିହାର : ଲଗାଣ ବର୍ଷା ଯୋଗୁଁ ବିହାରରେ ବନ୍ୟା ସ୍ଥିତି ଗମ୍ଭୀର। ବନ୍ୟାଜଳରେ ଚାଷଜମି, ଗାଁ, ସହରାଞ୍ଚଳର ଜନବସତି, ରାସ୍ତା, କଲେଜ ଓ ଘର ଜଳମଗ୍ନ ହୋଇପଡ଼ିଛି। ଯାହା ଫଳରେ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଗଙ୍ଗା ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ପାଟନାର ନୌବତପୁରରେ ହଜାର ହଜାର ଏକର ଧାନ ଫସଲ ବୁଡ଼ି ଯାଇଛି। ବକ୍ସରରେ ଗଙ୍ଗା ବିପଦ ସଙ୍କେତ ଉପରେ ଅଛି, ଯଦିଓ ଜଳସ୍ତରବର୍ତ୍ତମାନ ସ୍ଥିର ଅଛି। ବିହାର ଓ

Scroll to Top