ଇରାନକୁ ପୁଣି ଟ୍ରମ୍ପଙ୍କ ଧମକ: ବଢ଼ିଲା ମଧ୍ୟପ୍ରାଚ୍ୟର ଉତ୍ତେଜନା
ଓ୍ବାଶିଂଟନ : ଇରାନର ‘ପିକଏକ୍ସ ମାଉଣ୍ଟେନ୍’ ଉପରେ ଖୁବଶୀଘ୍ର ଆକ୍ରମଣ ହୋଇପାରେ ବୋଲି କହିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହା ଇରାନର ଅତ୍ୟନ୍ତ ସୁରକ୍ଷିତ ଭୂତଳ ପରମାଣୁ କେନ୍ଦ୍ର ବୋଲି ଦାବି କରାଯାଉଛି।ଇରାନର ସାମରିକ ଠିକଣାରେ ଆମେରିକାର ଆକ୍ରମଣ ପରେ ଟ୍ରମ୍ପଙ୍କ ଏହି ଚେତାବନୀ ମଧ୍ୟପ୍ରାଚ୍ୟରେ ଉତ୍ତେଜନାକୁ ଆହୁରି ବଢ଼ାଇଛି। ପରମାଣୁ ଅସ୍ତ୍ର ହାସଲରୁ ଇରାନକୁ ରୋକିବା ପାଇଁ ଆମେରିକାର ସାମରିକ ଅଭିଯାନ ଜାରି ରହିଥିବା ଟ୍ରମ୍ପ କହିଛନ୍ତି। ଟ୍ରମ୍ପ କହିଛନ୍ତି, “ଇରାନ ପାଖରେ ପରମାଣୁ









