odisha24 Live

Latest News

Latest News

ଇରାନକୁ ଚାରିପଟୁ ଘେରିବ ଆମେରିକା! ବଡ଼ ଆକ୍ସନ୍ ପାଇଁ ପ୍ଲାନ୍ ପ୍ରସ୍ତୁତ

ଓ୍ବାଶିଂଟନ : ଇରାନକୁ ଘେରିବାକୁ ଆମେରିକାର ମାଷ୍ଟରପ୍ଲାନ୍ ଇରାନକୁ ଆର୍ଥିକ ଭାବେ ଅଲଗା କରିବା ପାଇଁ ଆମେରିକାର ଅଭିଯାନରେ ଚୀନ୍‌ର ଭୂମିକାକୁ ନେଇ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ବଡ଼ ବୟାନ ଦେଇଛନ୍ତି। ଭାନ୍ସଙ୍କ କହିବା ଅନୁସାରେ, ଏହି ପ୍ରସଙ୍ଗରେ ଚୀନ୍ ଆମେରିକା ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି।
ତେବେ ଏହାର ଅର୍ଥ ଚୀନ୍ ଆମେରିକାର ପ୍ରତ୍ୟେକ ଦାବି ମାନିବାକୁ ରାଜି ବୋଲି ନୁହେଁ। ଭାନ୍ସ ସ୍ପଷ୍ଟ କରିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଅନେକ ନୀତିଗତ ପ୍ରସଙ୍ଗରେ ମତଭେଦ ରହିଛି।

Share In Social Media
Scroll to Top