ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଛାତ୍ରବୃତ୍ତି
ଭୁବନେଶ୍ୱର : ଓଡ଼ିଶା ସରକାର ବିଦେଶରେ ଉଚ୍ଚଶିକ୍ଷା ପାଇଁ ଏକ ନୂତନ ସ୍କଲାରସିପ୍ ଯୋଜନା ଆରମ୍ଭ କରିଛନ୍ତି। ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଉଭୟ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ସ୍ନାତକୋତ୍ତର ଏବଂ ବିଦ୍ୟାବାରିଧି ପାଠ୍ୟକ୍ରମରେ ପଢ଼ିବା ପାଇଁ ‘ବିଦେଶ ଶିକ୍ଷାବୃତ୍ତି’ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନା ମାଧ୍ୟମରେ ମୋଟ ୫୦ ଜଣ ପ୍ରାର୍ଥୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ଉଚ୍ଚଶିକ୍ଷା […]









