odisha24 Live

Latest News

Latest News

Author name: RatnaManjari Mohanty

ଦେଶ, Trending Stories

ନେପାଳରେ ବନ୍ୟା ବିପର୍ଯ୍ୟୟ: ମୃତ୍ୟୁସଂଖ୍ୟା ୧୨୦୦ ପାର

ନେପାଳ : ନେପାଳରେ ଭୟଙ୍କର ବନ୍ୟାର ତାଣ୍ଡବ ପରେ ମୃତଦେହ ଉଦ୍ଧାର କାର୍ଯ୍ୟ ଲଗାତାର ଜାରି ରହିଛି । ନେପାଳ ପୋଲିସ ତାଜା ରିପୋର୍ଟ ଅନୁଯାୟୀ, ଦେଶରେ ଏଯାଏଁ ୧୨୨୨ ମୃତଦେହ ଜବତ କରାଯାଇଥିବା ବେଳେ ୪୮୭୫ ନିଖୋଜ ରହିଛନ୍ତି । ନିଖୋଜ ଥିବାଙ୍କ ମଧ୍ୟରେ ୬୦୧ ଜଣ ବିଦେଶୀ ନାଗରିକ ସାମିଲ ରହିଛନ୍ତି । ଏଯାଏଁ ୬.୦୦୬ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ପ୍ରଭାବିତ ଅଞ୍ଚଳରେ ମୋଟ ୭୮୯୨ ପୋଲିସ କର୍ମୀ ନିୟୋଜିତ ରହିଥିଲେ […]

ପାଣିପାଗ

ଦୁର୍ବଳ ହେଉଛି ଲଘୁଚାପ

ଭୁବନେଶ୍ୱର : ସାରା ରାଜ୍ୟରେ ଲଘୁଚାପ ଦୁର୍ବଳ ହେଉଛି। ଏହା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ। ସେପ୍ଟେମ୍ବର ୩ ଓ ୪ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ। ତାହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ୩ ଦିନ

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ମେଷ ରାଶିର ବ୍ୟକ୍ତିମାନେ ନିଜ ଲୋକଙ୍କଠାରୁ ସାବଧାନ ରୁହନ୍ତୁ । ଶୁଭେଚ୍ଛୁ ବୋଲି ଭାବୁଥିବା କିଛି ଲୋକ ପଛରେ ଆପଣଙ୍କ କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି । ବ୍ୟବସାୟ କ୍ଷେତ୍ରରେ ନୂଆ ଚୁକ୍ତି ସ୍ୱାକ୍ଷର ହେବାର ସମ୍ଭାବନା ରହିଛି । ତେବେ ଯୁକ୍ତିତର୍କ ଓ ଦ୍ୱନ୍ଦ୍ୱରୁ ଦୂରେଇ ରହିବା ଭଲ । ଅଧିକ ଚାପ ଯୋଗୁଁ ମାନସିକ ଓ ଶାରୀରିକ ଥକ୍କା ଅନୁଭବ ହୋଇପାରେ । ତରବରିଆ ନିଷ୍ପତ୍ତି ନେଲେ ଭୁଲ ହେବାର

ଜୀବନଶୈଳୀ

ଧନିଆରେ ଲୁଚିଛି ସ୍ୱାସ୍ଥ୍ୟର ରହସ୍ୟ

ସୁସ୍ଥ ରହିବାକୁ ହେଲେ ନିଜର ଜୀବନଶୈଳୀ ଉପରେ ଧ୍ୟାନ ଦେବା ଗୁରୁତ୍ବପୂର୍ଣ୍ଣ । କିଛି ଏମିତି ଜିନିଷ ଆମ ରୋଷେଇ ଘରେ ଥାଏ, ଯାହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ସାଧାରଣତଃ ଧନିଆକୁ ଆମେ ଆମ ରୋଷେଇରେ ବ୍ୟବହାର କରିଥାଉ । ଧନିଆ ଖାଦ୍ୟର ସ୍ବାଦ ବଢାଇବା ସହିତ ଆମକୁ ସ୍ବାସ୍ଥ୍ୟ ଲାଭ ମଧ୍ୟ ପ୍ରଦାନ କରିଥାଏ । ଧନିଆରେ ଅନେକ ଔଷଧୀୟ ଗୁଣ ଅଛି ଯାହା ଶରୀର ପାଇଁ ଖୁବ୍ ଲାଭଦାୟକ ।ସ୍ବାସ୍ଥ୍ୟ

ସଂସ୍କୃତି

କାହିଁକି କରାଯାଏ ବୁଦ୍ଧିବାମନ ଓଷା ! କଣ ରହିଛି ମହତ୍ୱ

ବୁଦ୍ଧି ବାମନ ଓଷା ବା ବୁଧେଇ ଓଷା ଓଡ଼ିଶାର ଏକ ପାରମ୍ପରିକ ଗଣପର୍ବ, ଯାହା ମୁଖ୍ୟତଃ ସନ୍ତାନଙ୍କ ଦୀର୍ଘାୟୁ, ସୁଖ-ସମୃଦ୍ଧି ଏବଂ ପରିବାରର କଲ୍ୟାଣ ନିମନ୍ତେ ସଧବା ନାରୀମାନଙ୍କ ଦ୍ୱାରା ପାଳନ କରାଯାଏ। ଓଡ଼ିଆ ସଂସ୍କୃତି ଅନୁସାରେ, ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ପରଦିନଠାରୁ ଭାଦ୍ରବ ପୂର୍ଣ୍ଣିମା ମଧ୍ୟରେ ପଡ଼ୁଥିବା ପ୍ରତ୍ୟେକ ବୁଧବାର ଦିନ ଏହି ଓଷା ଅତି ନିଷ୍ଠାର ସହ କରାଯାଇଥାଏ।। ସାଧାରଣତଃ ସଧବା ନାରୀମାନେ ସନ୍ତାନ କାମନା କରିବା ଓ ତାର ଶୁଭ

ମନୋରଞ୍ଜନ

ମାନବିକତାରେ ହୃଦୟ ଜିଣିଲେ ସୋନୁ ସୁଦ

ନେପାଳ : ବିପଦ ସମୟରେ ଯିଏ ଲୋକଙ୍କ ପାଖରେ ଠିଆ ହୁଏ, ସିଏ ହିଁ ପ୍ରକୃତ ନାୟକ। କୋଭିଡ୍ ସମୟରୁ ନିଜର ମାନବିକତା ଓ ସେବା ପାଇଁ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ କରିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ ପୁଣିଥରେ ଜିଣିଛନ୍ତି ସମସ୍ତଙ୍କ ମନ । ସୁଦ ପୁଣି ଥରେ ନେପାଳରେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସି ତାଙ୍କ ମହାନତା ପ୍ରଦର୍ଶନ କରିଛନ୍ତି। ଅଭିନେତା ରିଲିଫ ସାମଗ୍ରୀ ନେଇ କାଠମାଣ୍ଡୁରେ ପହଞ୍ଚିଛନ୍ତି।ନେପାଳରେ ବନ୍ୟା

ବାଣିଜ୍ୟ

କମିଲା ସୁନା ଦର,ଗ୍ରାହକଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ : ଆଜି ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି। ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ସଂଘର୍ଷ ଏବଂ ଆମେରିକୀୟ ଫେଡେରାଲ୍ ରିଜର୍ଭ ଦ୍ୱାରା ସୁଧ ହାର ବୃଦ୍ଧି ଆଶଙ୍କା ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଗତ ତିନି ସପ୍ତାହର ସର୍ବନିମ୍ନ ସ୍ତରକୁ ଖସିଆସିଛି।ଆନ୍ତର୍ଜାତୀୟ ବଜାରରେ ତୌଳ କାରବାର ହ୍ରାସ ପାଉଛି, ଯାହା ଅଗଷ୍ଟ ୭ ପରଠାରୁ ସବୁଠାରୁ କମ୍। ତେଲ ଦର ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଭୟ ଯୋଗୁଁ ସୁନା ଦର

ରାଜନୀତି

ପିଏମ୍‌ଏଓ୍‌ୱାଇ-ବନ୍ଧୁ ଯୋଜନାରେ ରୁନୁଙ୍କ ସ୍ୱପ୍ନ ସାକାର

ଭୁବନେଶ୍ୱର: ସାକାର ହେଲା ପକ୍କାଘର ସ୍ୱପ୍ନ । ଜଣେ ମହିଳାଙ୍କ ସଂଘର୍ଷରୁ ନିଜସ୍ୱ ପକ୍କାଘର ପର୍ଯ୍ୟନ୍ତ, ଫୁଲବାଣୀ ପୌରପରିଷଦର ୯ ନମ୍ବର ୱାର୍ଡର ଟେଲର୍ ରୁନୁ ପ୍ରଧାନଙ୍କ ଯାତ୍ରା ହେଉଛି ସାହସ, ଦୃଢ଼ତା ଏବଂ ଜନସାଧାରଣଙ୍କ ସରକାର ତାଙ୍କ ପାଖରେ ଠିଆ ହୋଇଥିବାର ଏକ ଜୀବନ୍ତ ଉଦାହରଣ । ତାଙ୍କ ପାଇଁ ଏକ ଘର କେବଳ ଚାରି କାନ୍ଥ ଏବଂ ଏକ ଛାତ ନୁହେଁ, ବରଂ ବର୍ଷ ବର୍ଷର ଅନିଶ୍ଚିତତା ପରେ ସୁରକ୍ଷା, ସମ୍ମାନ ଏବଂ ତାଙ୍କ

ରାଜ୍ୟ

ଜିଲ୍ଲା ଗସ୍ତରେ ସଚିବ, ୩୦ ଜିଲ୍ଲା ପାଇଁ ୩୦ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟରେ ସରକାରୀ ଯୋଜନାର ବାସ୍ତବ ରୂପାୟନ ଓ ଲୋକଙ୍କୁ ମିଳୁଥିବା ସେବାର ସ୍ଥିତି ଯାଞ୍ଚ ପାଇଁ ଜିଲ୍ଲା ଗସ୍ତ କରିବେ ୩୦ ଜଣ ସଚିବ ଓ ବରିଷ୍ଠ ଅଧିକାରୀ । ଅଗଷ୍ଟରୁ ଅକ୍ଟୋବର ୨୦୨୬ ମଧ୍ୟରେ ଅଧିକାରୀମାନେ ନିଜ ନିଜକୁ ଆବଣ୍ଟିତ ଜିଲ୍ଲା ଗସ୍ତ କରିବେ । ଏ ନେଇ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂଙ୍କ ପକ୍ଷରୁ ଜାରୀ ନିର୍ଦ୍ଦେଶନାମାରେ

ବାଣିଜ୍ୟ, Top Stories

ବାରଣାସୀ-ଅଯୋଧ୍ୟା ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନ (ପଟିଆ) ଠାରେ ଆଜି ପୂର୍ବାହ୍ନ ୧୧:୦୦ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ୭୮୫ ଜଣ ଯୋଗ୍ୟ ତୀର୍ଥଯାତ୍ରୀଙ୍କୁ ଓଡିଶାରୁ ବାରଣାସୀ-ଅଯୋଧ୍ୟା ନେଇ ଯାଉଥିବା ଏକ ସ୍ୱତନ୍ତ୍ର ଟ୍ରେନ୍‌କୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ପୁରୀ, କଟକ, ଜଗତସିଂହପୁର, ଖୋର୍ଦ୍ଧା,

Scroll to Top