ହଠାତ୍ ଶସ୍ତା ହେଲା ଦୁଇ ମୂଲ୍ୟବାନ ଧାତୁ
ନୂଆଦିଲ୍ଲୀ: ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଭଲ ଖବର ଆସିଛି । ଦେଶର ଅଧିକାଂଶ ବଡ଼ ସହରରେ ସୁନା ଦରରେ ହ୍ରାସ ଦେଖାଯାଇଛି । ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦର ପ୍ରାୟ ସ୍ଥିର ରହିଛି । ଗତ ସପ୍ତାହରେ ମଧ୍ୟ ସୁନା ଦର ହ୍ରାସ ପାଇଥିଲା। ୨୪ କ୍ୟାରେଟ୍ ସୁନା ପ୍ରାୟ ୨୨୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ପ୍ରାୟ ୨୦୦ ଟଙ୍କା ଶସ୍ତା ହୋଇଥିଲା। ସେପ୍ଟେମ୍ବର […]









