odisha24 Live

Latest News

Latest News

Author name: RatnaManjari Mohanty

ରାଜନୀତି

ଥାନାରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଦିଲ୍ଲୀରେ ଛାତ୍ର ବିକ୍ଷୋଭ ସମୟରେ ପେଲେଟ୍ ଗନ୍ ବ୍ୟବହାର ସମ୍ପର୍କରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି। ଜନ୍ତର-ମନ୍ତରରେ ହୋଇଥିବା ପ୍ରଦର୍ଶନ ସମୟରେ ପେଲେଟ ଗନରେ ଆହତ ହୋଇଥିବା ଛାତ୍ରଙ୍କୁ ନେଇ ଅଭିଯୋଗ କରିବା ପାଇଁ ସେ ଥାନାରେ ପହଞ୍ଚିଥିବା ଜଣାପଡ଼ିଛି। ରାହୁଲ ଗାନ୍ଧୀ ୨୪ ଜୁଲାଇ ୨୦୨୬ରେ ସାହିଲ ଲାଛୋବଙ୍କ ସହ ଏକ ପ୍ରେସ କନଫରେନ୍ସ ମଧ୍ୟ କରିଥିଲେ। ସେହି ସମୟରେ ପେଲେଟ ଗନ

ବାସ୍ତୁ ଓ ରାଶିଫଳ

ରାଶିଫଳ

ମେଷ: ଆଜି ମିଶ୍ରିତ ଦିନ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ଓ ଟଙ୍କା ପାଇବାର ସୁଯୋଗ ରହିବ । ତେବେ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । ପରିବାରରେ ଖୁସିର ପରିବେଶ ରହିବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ କଥାବାର୍ତ୍ତାରେ ସଂଯମ ଅବଲମ୍ବନ କରନ୍ତୁ । ଧାର୍ମିକ ଯାତ୍ରାର ସୁଯୋଗ ମିଳିପାରେ ।ବୃଷ: ଦିନଟି ସାଧାରଣ ରହିବ । କ୍ୟାରିଅରକୁ ନେଇ ଚିନ୍ତା ରହିପାରେ, କିନ୍ତୁ ପାରିବାରିକ ଦାୟିତ୍ୱ ଭଲ ଭାବେ ପୂରଣ କରିବେ

ଦେଶ

ରେଳ ଲାଇନ୍‌ରେ କ୍ରେନ୍ ଓଲଟିଲା

ମୁମ୍ବାଇ : ମୁମ୍ବାଇର କୁର୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି । କୁରେଶୀ ନଗର ଅଞ୍ଚଳରେ ଏମଏମଆରଡ଼ି ର ଏକ କ୍ରେନ ଭାରସାମ୍ୟ ହରାଇ ରେଳ ଲାଇନ୍ ଉପରେ ଥିବା ଓଭରହେଡ୍ ଇଲେକ୍ଟ୍ରିକ୍ ତାର ଉପରେ ପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଅତିକମରେ ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ପରେ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।ସୂଚନାନୁଯାୟୀ, କୁର୍ଲାର କୁରେଶୀ ନଗର ଅଞ୍ଚଳରେ ଏମଏମଆରଡ଼ି ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲିଥିଲା । ସେହି

ବିଦେଶ

ଭୟଙ୍କର ଭୂକମ୍ପ

ଲିମା : ଦକ୍ଷିଣ ଆମେରିକାର ପେରୁ ଅଞ୍ଚଳରେ ୬.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପର ଝଟକା । ଅନେକ ସହରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ବେଳେ ଲୋକେ ଭୟରେ ଘର ଛାଡ଼ି ରାସ୍ତାକୁ ଦୌଡ଼ି ଆସିଥିଲେ। ତେବେ ବଡ଼ କଥା ହେଉଛି, ଏତେ ଶକ୍ତିଶାଳୀ ଭୂକମ୍ପ ସତ୍ତ୍ୱେ କୌଣସି ଜନହାନି କିମ୍ବା ସୁନାମି ବିପଦର ଖବର ମିଳିନାହିଁ। ଆମେରିକୀୟ ଭୂତାତ୍ତ୍ୱିକ ସର୍ଭେ ଅନୁସାରେ, ଭୂକମ୍ପ ସ୍ଥାନୀୟ ସମୟ ଅପରାହ୍ନ ୧ଟା ବେଳେ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ

ରାଜ୍ୟ

ତାଳଚେର ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁଗୋଳ ଜିଲ୍ଲା ତାଳଚେର ଗସ୍ତ କରିବାକୁ ଯାଉଛନ୍ତି । ସ୍ଥାନୀୟ ଗୁରୁଜଙ୍ଗାଠାରେ ଆୟୋଜିତ ହେଉଥିବା ପୂଜ୍ୟ ସନ୍ଥ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ, ବିଧାୟକ ଓ ସାଂସଦମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଭିଭିଆଇପିଙ୍କ ଗସ୍ତ ଏବଂ ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା

ପାଣିପାଗ

ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ଛେଚିବ

ଭୁବନେଶ୍ୱର : ରାଜ୍ୟରେ ତିନିଦିନ ହେବ ଶୁଖିଲା ପାଗ ସହ ଖରା ଓ ଗୁଳୁଗୁଳି ରହିଥିବା ବେଳେ ପୁଣି ଆସୁଛି ଲଘୁଚାପ । ଉତ୍ତର ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମି ନିମ୍ନଚାପରେଖା ସକ୍ରିୟ ରହିଛି। ବିଶେଷକରି ପଶ୍ଚିମ, ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା ପ୍ରଭାବରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ବିଶେଷକରି ସୁନ୍ଦଗରଗଡ଼, କେନ୍ଦୁଝର

ଜୀବନଶୈଳୀ

କୋଲେଷ୍ଟ୍ରଲ କମାଏ ଭେଣ୍ଡି

ଆମ ଶରୀର ପାଇଁ ଭେଣ୍ଡି ବହୁତ ଲାଭଦାୟକ ଅଟେ। ଭେଣ୍ଡି ଏମିତି ଏକ ପରିବା, ଯାହାକୁ ଆମେ ପିଲାଦିନରୁ ଖାଇ ଆସୁଛେ । ଏହି ପରିବାକୁ କେହି ଖାଇବାକୁ ପସନ୍ଦ କରୁଥିବାବେଳେ ଆଉ କିଛି ଏହାକୁ ଖାଇବାକୁ ଆଦୌ ପସନ୍ଦ କରିନଥାଆନ୍ତି । କିନ୍ତୁ ଏହା ପ୍ରକୃତରେ ଶରୀର ପାଇଁ ବେଶ୍‌ ଲାଭକାରୀ ହୋଇଥାଏ । ଆୟୁର୍ବେଦରେ ଭେଣ୍ଡିର ଅନେକ ଚମତ୍କାରୀ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି । ଏଥିରେ ପ୍ରୋଟିନ, କ୍ୟାଲସିୟମ, ଫ୍ୟାଟ, କାର୍ବୋହାଇଡ୍ରେଟ, ସୋଡିୟମ,

ସଂସ୍କୃତି

କାହିଁକି ଖାଆନ୍ତି କଦଳୀ ପତ୍ରରେ ଖାଦ୍ୟ ?

ଆମ ଓଡ଼ିଆଙ୍କର ପରମ୍ପରା ରହିଥାଏ କୌଣସି ପୂଜା ପର୍ବରେ କଦଳୀ ପତ୍ରରେ ଖାଇବାର କାରଣ ଏହାକୁ ଶୁଭ ମନାଯାଇଥାଏ । ଆପଣ ଦକ୍ଷିଣ ଭାରତରେ ପ୍ରାୟ ଲୋକଙ୍କୁ କଦଳୀ ପତ୍ରରେ ଖାଉଥିବାର ଦେଖିଥିବେ । କେବଳ ଘରେ ନୁହେଁ ବରଂ ରେସ୍ତୋରାଁ ଓ ହୋଟେଲ ଆଦିରେ ମଧ୍ୟ ଲୋକଙ୍କୁ କଦଳୀ ପତ୍ରରେ ଖାଇବାକୁ ଦିଆଯାଇଥାଏ । ଆମ ହିନ୍ଦୁ ଧର୍ମରେ ଏହାକୁ ଅତ୍ୟନ୍ତ ଶୁଭ ମନାଯାଏ । ଏହାର ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି ।

ବାସ୍ତୁ ଓ ରାଶିଫଳ

କଣ କୁହେ ବାସ୍ତୁ ଶାସ୍ତ୍ର

ନକାରାତ୍ମକ ଶକ୍ତି ଓ ଅଶୁଭ ପ୍ରଭାବରୁ ଦୂରେଇ ରହିବା ପାଇଁ ଯାନବାହନର ବାସ୍ତୁ ଉପରେ ମଧ୍ୟ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। ତେବେ ଗାଡ଼ିରେ କେଉଁ ସବୁ ଜିନିଷ ରଖୀଲେ ସକାରାତ୍ମକ ଶକ୍ତି ବୃଦ୍ଧି ପାଏ, ଜାଣିବା ସେ ସମ୍ପର୍କରେ…ବାସ୍ତୁ ଅନୁସାରେ, ଗାଡ଼ିରେ ସକାରାତ୍ମକ ଶକ୍ତି ବୃଦ୍ଧି କରିବା ପାଇଁ ଗାଡ଼ିର ଡ୍ୟାସ୍‌ବୋର୍ଡରେ ଗଣେଶ, ଦୁର୍ଗା ଓ ଶିବଙ୍କ ପ୍ରତିମା ରଖୀବା ଜରୁରି।– ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଗାଡ଼ିରେ କଳାନକାରାତ୍ମକ ଶକ୍ତି ଓ ଅଶୁଭ

ଅପରାଧ

ସ୍କୁଲରେ ପ୍ରିନ୍ସିପାଲଙ୍କୁ ହତ୍ୟା

ହାଇଦ୍ରାବାଦ: ତେଲଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ଜଣେ ସ୍କୁଲର ପ୍ରିନ୍ସିପାଲଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ସ୍କୁଲ୍‌ର ପ୍ରିନ୍ସିପାଲ୍‌ଙ୍କୁ ୨୭ ଥର ଛୁରି ଭୁସି ହତ୍ୟା ଅଭିଯୋଗରେ ଦୁଇ ନାବାଳକ ପୂର୍ବତନ ଛାତ୍ରଙ୍କୁ ପୁଲିସ ଅଟକ ରଖିଛି । ତେବେ ଏହି ଜଘନ୍ୟ ହତ୍ୟାକାଣ୍ଡର ରହସ୍ୟ ଖୋଲିବାରେ ସହାୟକ ହୋଇଛି ମାତ୍ର ଗୋଟିଏ ଶବ୍ଦ ‘ବାବୁ’ । ଘଟଣାଟି ନଲଗୋଣ୍ଡା ଜିଲ୍ଲାର। ଅଗଷ୍ଟ ୧୧ ତାରିଖରେ ସ୍କୁଲ୍‌ ପ୍ରିନ୍ସିପାଲ୍‌

Scroll to Top