odisha24 Live

Latest News

Latest News

ଦେଶ

ଦେଶ, ସଂସ୍କୃତି

ପୁଣି ବିବାଦରେ ଦୀଘା ଜଗନ୍ନାଥ ମନ୍ଦିର

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଉପକୂଳବର୍ତ୍ତୀ ସହର ଦୀଘାରେ ଜଗନ୍ନାଥ ମନ୍ଦିର ଅବସ୍ଥିତ। ପୁଣି ବିବାଦ ଘେରକୁ ଆସିଛି ଦୀଘାର ଜଗନ୍ନାଥ ମନ୍ଦିର। ମନ୍ଦିର ରୋଷଶାଳାରେ ଜୋତା ପିନ୍ଧି ରୋଷେଇ କରାଯାଉଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଯାହାକୁ ଭକ୍ତ ଓ ସଂସ୍କୃତିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଏବଂ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ଶ୍ରୀଜଗନ୍ନାଥ ସଂସ୍କୃତିର ପବିତ୍ରତା ଓ ରୀତିନୀତି ପ୍ରତି ଏକ କୁଠାରଘାତ ବୋଲି କୁହାଯାଉଛି […]

ଦେଶ

ଉତ୍ତରାଖଣ୍ଡ ଭୁଶୁଡ଼ିଲା ସୁଡ଼ଙ୍ଗ

ଡେରାଡୁନ: ଉତ୍ତରାଖଣ୍ଡ ଚମୋଲିରେ ବଡ଼ ଧରଣର ଦୁର୍ଘଟଣା। ପିପଲକୋଟି ଟିଏଚ୍‌ଡିସି ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ସୁଡ଼ଙ୍ଗରେ ପଶିଲା ପାଣି ଧ୍ୱଂସାବଶେଷ ପ୍ରବେଶ କରିବାରୁ ଅତି କମରେ ୭ ଶ୍ରମିକଙ୍କ ମୃତ୍ୟୁ । ଏକାଧିକ ଶ୍ରମିକ ଫସିରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୋଲିସ କହିଛି ଯେ ଟନେଲରେ ୨୨ ଜଣ ଶ୍ରମିକ କାମ କରୁଥିବା ସମୟରେ ହଠାତ୍ ପାଣିର ପ୍ରବଳ ପ୍ରବାହ ଆସିଥିଲା । ପ୍ରାଥମିକ ରିପୋର୍ଟ ଅନୁସାରେ ପ୍ରବଳ ଧାରାର ପ୍ରଭାବରେ ଅନେକ ଶ୍ରମିକ

ରାଜନୀତି, ଦେଶ

ସୁଖବୀରଙ୍କୁ ଆକ୍ରମଣ

ମହାରାଷ୍ଟ୍ର : ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଆକ୍ରମଣ ପରେ ସେ ଆହତ ହୋଇଥିବାରୁ ତାଙ୍କୁ ସାଙ୍ଗେ ସାଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା । ପଞ୍ଚାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବାଦଲଙ୍କୁ ଏକ ଧାରୁଆ ଅସ୍ତ୍ରରେ ଗୁରୁବାର ଆକ୍ରମଣ କରାଯାଇଥିଲା । ଯାହାକି ତାଙ୍କ ହାତକୁ ଗଭୀର ଆଘାତ ଲାଗିଥିଲା । ବାଦଲ ବ୍ୟତୀତ ତାଙ୍କ

ଦେଶ

ଥରିଲା ଲଦାଖ ମାଟି

ଶ୍ରୀନଗର : ସକାଳୁ ସକାଳୁ ଲଦାଖର ଲେହରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୫.୫ ଥିବା ଜଣାପଡିଛି । ଫଳରେ ଲୋକ ଭୟରେ ଘରୁ ବାହାରକୁ ଦୌଡି ଆସିଥିଲେ ।ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ୫ ମିନିଟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଏନଏସ ସି ପକ୍ଷରୁ ସୂଚନା ମିଳିଛି । ଏହାର କେନ୍ଦ୍ରସ୍ଥଳ ୧୦ କି.ମି ଗଭୀରତାରେ ଥିବା ଜଣାପଡିଛି । ସକାଳୁ ଲୋକମାନେ ଶୋଇଥିବା ସମୟରେ

ଦେଶ

ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଅବଗତ କରାନ୍ତୁ

ନୂଆଦିଲ୍ଲୀ : କ୍ୟାନ୍‌ସରର ସଅଳ ଚିହ୍ନଟ ଓ ତୁରନ୍ତ ଚିକିତ୍ସା ପାଇଁ ଏହାକୁ ଏକ ‘ଅଧିସୂଚିତ ରୋଗ’ ଭାବେ ଘୋଷଣା କରିବା ନିମନ୍ତେ ସୁପ୍ରିମକୋର୍ଟ ମଙ୍ଗଳବାର ଅବଶିଷ୍ଟ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କ୍ୟାନ୍‌ସର ରୋଗୀ ଚିହ୍ନଟ ହେବା ମାତ୍ରେ ସରକାରଙ୍କୁ ଜଣାଇବା ବାଧ୍ୟତାମୂଳକ ହେବ। କ୍ୟାନ୍‌ସରକୁ ଅଧିସୂଚିତ ରୋଗ ଭାବେ ଘୋଷଣା କରିବା ପାଇଁ ଏକ ସଂସଦୀୟ ସ୍ଥାୟୀ କମିଟି ରିପୋର୍ଟରେ ସୁପାରିସ

ଦେଶ

ମଝି ଆକାଶରେ ଫେଲ ହେଲା ଇଣ୍ଡିଗୋ ଇଞ୍ଜିନ

ନୂଆଦିଲ୍ଲୀ: କୋଲକାତାରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନ ୬ଇ-୭୨୩ ଅବତରଣ ପୂର୍ବରୁ ବାମ ଇଞ୍ଜିନ ଖରାପ ହୋଇଯାଇଥିଲା । ବିମାନଟି ୨୨୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ସୂଚନା ମିଳିଛିା ଏହା ପରେ ପାଇଲଟ ରାତି ସାଢେ ୧୧ଟା ସମୟରେ ଚେନ୍ନାଇ ବିମାନବନ୍ଦରରେ ଜରୁରୀକାଳୀନ ଘୋଷଣା କରିଥିଲେ । ବିମାନଟି ସକାଳ ୧୧ ଟା ୩୭ରେ ରନୱେ ୨୫ରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା । ସମସ୍ତ ୨୨୪ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଥିବା

ଦେଶ

ଭୟଙ୍କର ଭୂସ୍ଖଳନ

ମୁମ୍ବାଇ : ମହାରାଷ୍ଟ୍ର ମୁମ୍ବାଇ କୁର୍ଲାର ଚିରାଗ ନଗର ଅଞ୍ଚଳରେ ବଡ଼ ଅଘଟଣ ଘଟିଛି। ବୁଧବାର ଭୋର ପ୍ରାୟ ୩ଟା ୪୮ ମିନିଟ୍‌ରେ ଚିରାଗ ନଗରର ଗୌସିଆ ଚାୱଲ୍‌ରେ ଭୂସ୍ଖଳନ ହୋଇଛି। ଘଟଣାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ଚାରିରୁ ପାଞ୍ଚ ଜଣ ଭଗ୍ନାବଶେଷ ତଳେ ଫସିଥିବା ଆଶଙ୍କା କରାଯାଉଛି। ଭୋର ୪ଟା ୩୨ ମିନିଟ୍‌ରେ ଅଗ୍ନିଶମ ବିଭାଗ ଘଟଣାକୁ ଲେଭଲ୍-୨ ଘଟଣା ଭାବେ ଘୋଷଣା କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ

ଦେଶ

ଲାଗିବ ବର୍ଷର ଶେଷ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ : ୨୦୨୬ର ଦ୍ୱିତୀୟ ଓ ଶେଷ ସୂର୍ଯ୍ୟ ପରାଗ । ଏହା ଏକ ପୂର୍ଣ୍ଣ ସୂର୍ଯ୍ୟ ପରାଗ। ଭାରତୀୟ ସମୟ ଅନୁଯାୟୀ,ଏହି ପରାଗ ରାତିରେ ପଡ଼ୁଥିବାରୁ, ଏହା ଦେଶରେ ଦୃଶ୍ୟମାନ ହେବ କି ନାହିଁ ଏବଂ ଏହାର ସୂତକ କାଳ ଓ ଧାର୍ମିକ ପ୍ରଭାବ କ’ଣ ରହିବ, ଆସନ୍ତୁ ସେ ବିଷୟରେ ବିସ୍ତୃତ ଭାବରେ ଜାଣିବା ।ସୂର୍ଯ୍ୟ ପରାଗର ଅବଧି ଅଗଷ୍ଟ ୧୩ ତାରିଖ ରାତି ୯:୦୪ ରୁ ସକାଳ ୪:୨୫ ପର୍ଯ୍ୟନ୍ତ ରହିବ। ଭାରତରେ

ଦେଶ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା

ଉତ୍ତରାଖଣ୍ଡ: ଦେଶରେ ଲଗାତାର ହେଉଥିବା ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ନଦୀର ଜଳସ୍ତର ବଢ଼ିବା ସହ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ତୀବ୍ର ଜଳସ୍ରୋତରେ ଚମୋଲି ଜିଲ୍ଲା ଅଧୀନ ନୀତି ଉପତ୍ୟକା ଅଞ୍ଚଳରେ ଥିବା ଏକ ଲୁହା ପୋଲ କିଛି ସେକେଣ୍ଡ ମଧ୍ୟରେ ଭାସିଯାଇଛି। ଏହି ଘଟଣାର ଏକ ଭିଡିଓ ଭାଇରଲ ହେଉଛି | ଭିଡିଓରେ କାଦୁଅ ମିଶ୍ରିତ ପ୍ରବଳ ଜଳସ୍ରୋତ ନଦୀ ମଧ୍ୟଦେଇ

ଦେଶ

ସ୍ୱାଧୀନତା ଦିବସରେ ପ୍ରଥମ ଥର ଗାନ ହେବ ‘ବନ୍ଦେ ମାତରମ’

ନୂଆଦିଲ୍ଲୀ : ସ୍ୱାଧୀନତା ପରଠାରୁ ଲାଲକିଲ୍ଲାରେ କେବଳ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଗାନ କରାଯାଉଥିବା ବେଳେ, ଏଥର ପ୍ରଥମ ଥର ପାଇଁ ‘ବନ୍ଦେ ମାତରମ’ ଗାନ ହେବ । ୨୦୨୬ ମସିହାର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଭାରତର ଇତିହାସରେ ପ୍ରଥମ ଥର ପାଇଁ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’ ଗାନ କରାଯିବ । ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହା

Scroll to Top