odisha24 Live

Latest News

Latest News

ଦେଶ

ଦେଶ

ରେଳ ଲାଇନ୍‌ରେ କ୍ରେନ୍ ଓଲଟିଲା

ମୁମ୍ବାଇ : ମୁମ୍ବାଇର କୁର୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି । କୁରେଶୀ ନଗର ଅଞ୍ଚଳରେ ଏମଏମଆରଡ଼ି ର ଏକ କ୍ରେନ ଭାରସାମ୍ୟ ହରାଇ ରେଳ ଲାଇନ୍ ଉପରେ ଥିବା ଓଭରହେଡ୍ ଇଲେକ୍ଟ୍ରିକ୍ ତାର ଉପରେ ପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଅତିକମରେ ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ପରେ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।ସୂଚନାନୁଯାୟୀ, କୁର୍ଲାର କୁରେଶୀ ନଗର ଅଞ୍ଚଳରେ ଏମଏମଆରଡ଼ି ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲିଥିଲା । ସେହି […]

ଦେଶ

ଅସମ୍ମାନ କଲେ ସମ୍ପତ୍ତିରୁ ବେଦଖଲ କରିବେ ପିତାମାତା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଣି କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନ ସାରା ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି । ନିଜ ଘରେ ସମ୍ମାନର ସହ ରହିବା ବୃଦ୍ଧ ମାତାପିତାଙ୍କ ଅଧିକାର। ପୁଅ କିମ୍ବା ବୋହୂ ଘରେ ରହିବା ଦ୍ବାରା ବୃଦ୍ଧ ମାତାପିତାଙ୍କ ଭରଣପୋଷଣ କିମ୍ବା ସୁରକ୍ଷାରେ ସମସ୍ୟା ସୃଷ୍ଟି ହେବା ଅନୁଚିତ। ଯଦି ଏପରି ହୁଏ ତେବେ, ମାତାପିତା ନିଜ ସମ୍ପତ୍ତିରୁ ସନ୍ତାନଙ୍କୁ ବେଦଖଲ କରିପାରିବେ। ଏ ନେଇ ଟ୍ରାଇବ୍ୟୁନାଲ ମଧ୍ୟ

ଦେଶ

ତେଲ ଟାଙ୍କିରେ ଭୟଙ୍କର ବିସ୍ଫୋରଣ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବଡ଼ ଦୁର୍ଘଟଣାର ଖବର ଆସିଛି । ମୁଣ୍ଡକାର ଟିକ୍ରି କଲାନ ଅଞ୍ଚଳରେ ଏକ ସିଏନଜି ପମ୍ପରେ ତେଲ ଭର୍ତ୍ତି କରିବା ସମୟରେ ଏକ ଟ୍ରକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ବିସ୍ଫୋରଣ ପରେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିଥିଲେ। ଖବର ପାଇବା ମାତ୍ରେ ଦମକଳ ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ

ଦେଶ

ହିମାଚଳରେ ବର୍ଷାର ତାଣ୍ଡବ

ସିମଲା: ହିମାଚଳ ପ୍ରଦେଶରେ ମୌସୁମୀ ବର୍ଷା ପ୍ରବଳ ଧ୍ୱଂସଲୀଳା ସୃଷ୍ଟି କରିଛି। ରାଜ୍ୟରେ ବର୍ଷା ଓ ଭୂସ୍ଖଳନ କାରଣରୁ ପ୍ରାୟ ୯୭୨ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବାବେଳେ ୭୯ ଜଣଙ୍କର ଜୀବନ ଗଲଣି। ବହୁ ସ୍ଥାନରେ ରାସ୍ତାଘାଟ ବନ୍ଦ ରହିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଣ୍ଡି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ୩୨ଟି ରାସ୍ତା ବନ୍ଦ ଅଛି, ତା’ପରେ କୁଲୁରେ ୨୫ଟି ଏବଂ ସିରମୌରରେ ୧୦ଟି ରାସ୍ତା ବନ୍ଦ ଅଛି। ବିଦ୍ୟୁତ୍ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ

ଦେଶ

ଭୟଙ୍କର ଅଗ୍ନିକାଣ୍ଡ

କୋଲକାତା : ପଶ୍ଚିମବଙ୍ଗରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନ୍ୟୁ ମାର୍କେଟ ଅଞ୍ଚଳର ଫ୍ରି ସ୍କୁଲ ଷ୍ଟ୍ରିଟ୍‌ରେ ଥିବା ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ , ବୁଧବାର ଭୋର ସମୟରେ ଏହି ଘଟଣା ଘଟିଥିଲା । ନିଆଁ ଏତେ ଭୟଙ୍କର ଯେ ତୁରନ୍ତ ବୃଦ୍ଧି ପାଇଥିଲା । ହୋଟେଲ ଭିତରେ ୯ ଜଣ

ଦେଶ

ବଦଳିଲା ନାମ: ‘କେରଳ’ ହେଲା ‘କେରଳମ୍’

ନୂଆଦିଲ୍ଲୀ : କେରଳର କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ବଦଳିଛି କେରଳର ନାମ ଏବେ ‘କେରଳମ୍’ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେରଳର ନାମ ‘କେରଳମ୍’ କରିବା ସମ୍ପର୍କିତ ବିଲ୍‌କୁ ମଞ୍ଜୁରି ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଧେୟକ ଏବେ ଆଇନରେ ପରିଣତ ହୋଇଛି।ଦୀର୍ଘ ଦିନ ହେଲା କେରଳ ନାମ ପରିବର୍ତ୍ତନ ପାଇଁ ଦାବି ହୋଇ ଆସୁଥିଲା। ସୂଚନା ଅନୁଯାୟୀ ,ରାଜ୍ୟସଭାରେ ଗୃହ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ,

ଦେଶ

ଆରମ୍ଭ ହେଲା ଜନଗଣନା

ନୂଆଦିଲ୍ଲୀ : ଭାରତର ୨୦୨୭ ଜନଗଣନା ଆରମ୍ଭ ହେବାକୁ ଯାଉଛି। ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଲୋକଙ୍କୁ ପଚରାଯିବ ପ୍ରଶ୍ନ। ଆଧାର ଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ପଚରାଯିବ ୪୦ଟି ପ୍ରଶ୍ନ ଆଉ ସମସ୍ତ ପ୍ରଶ୍ନର ଉତ୍ତର ଦେବେ ଜନତା। ସୋମବାର ‘ସ୍ବ-ଗଣନା’ ସହିତ ଆରମ୍ଭ ହେବ, ଯେଉଁଠାରେ ବ୍ୟକ୍ତିମାନେ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଜମ୍ମୁ ଓ କଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ତୁଷାରପାତ

ଦେଶ

ଏୟାର ଇଣ୍ଡିଆ’ ପକ୍ଷରୁ କଡ଼ା ଯାଞ୍ଚ

ନୂଆଦିଲ୍ଲୀ : ଫୁକେଟ୍‌-ଦିଲ୍ଲୀ ବିମାନ ଘଟଣା ପରେ ଏୟାର ଇଣ୍ଡିଆ ପକ୍ଷରୁ ପାଇଲଟମାନଙ୍କ ଡ୍ରଗ୍‌ ଟେଷ୍ଟକୁ ନେଇ କଡ଼ା ପଦକ୍ଷେପ ଜାରି ରହିଛି। ଏହି କ୍ରମରେ ଆଉ ଦୁଇଜଣ ଏୟାର ଇଣ୍ଡିଆ ପାଇଲଟ୍ ପ୍ରାଥମିକ ଡ୍ରଗ୍‌ ଟେଷ୍ଟରେ କ୍ଲିୟର କରିପାରିନଥିବା ଜଣାପଡ଼ିଛି। ତେବେ ଉଭୟଙ୍କ ଫାଇନାଲ୍ ଟେଷ୍ଟ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ଅନ୍ତିମ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଦୁଇ ପାଇଲଟ୍‌ଙ୍କୁ ଡି-ରୋଷ୍ଟର କରାଯାଇଛି। ଫୁକେଟ୍‌-ଦିଲ୍ଲୀ ବିମାନର ପାଇଲଟ୍‌-ଇନ୍-କମାଣ୍ଡ ବିମାନ ଅବତରଣ ପରେ କରାଯାଇଥିବା ଦୁଇଟି ମୂତ୍ର ନମୁନା

ଦେଶ

ଅଶୋକଧାମ ମନ୍ଦିରରେ ଦଳାଚକଟା

ବିହାର : ଶ୍ରାବଣ ମାସ ତୃତୀୟ ସୋମବାରରେ ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ପ୍ରସିଦ୍ଧ ଅଶୋକ ଧାମ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ମଧ୍ୟରେ ଏକ ବଡ଼ ଘଟଣା ଘଟିଛି। ଭକ୍ତମାନେ ପ୍ରାର୍ଥନା କରୁଥିବା ସମୟରେ ହଠାତ ଦଳାଚକଟା ଘଟିଥିଲା। ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଓ ସେଥିରୁ ଦଳାଚକଟା ହୋଇଥିଲା।ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ଅବସରରେ ଶିବ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ବିପୁଳ ସଂଖ୍ୟାରେ ଭକ୍ତଙ୍କ

ଦେଶ

ଲାଲକିଲ୍ଲାର ତ୍ରିରଙ୍ଗା ଉତ୍ତୋଳନ କଲେ ମୋଦି

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୮୦ ତମ ସ୍ବାଧିନତା ଦିବସ। ଏଥିଲାଗି ସାରା ଦେଶ ଆଜି ଉତ୍ସବ ମୁଖର ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ଜାତୀୟ ଉତ୍ସବର ନେତୃତ୍ୱ ନେଉଛନ୍ତି ।ପ୍ରଥମ ଥର ପାଇଁ ଲାଲକିଲ୍ଲାରେ ‘ବନ୍ଦେ ମାତରମ’ ଗାନ କରାଯାଇଥିଲା। ଲାଲକିଲ୍ଲାରେ ପ୍ରାୟ ତିନି ଘଣ୍ଟାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ପ୍ରଥମେ, ସଶସ୍ତ୍ର ବାହିନୀ ଏବଂ ଦିଲ୍ଲୀ ପୋଲିସର କର୍ମଚାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ। ଏହା ପରେ

Scroll to Top