odisha24 Live

Latest News

Latest News

ଦେଶ

ଦେଶ

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୬ତମ ଜନ୍ମଦିନ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ। ଦୃଢ଼ ସଂକଳ୍ପ ଓ ନିରନ୍ତର କର୍ମଯୋଗର ପ୍ରତୀକ ନରେନ୍ଦ୍ର ମୋଦ ନିଜ ଜୀବନର ୭୬ତମ ବର୍ଷରେ ପଦାର୍ପଣ କରିଛନ୍ତି । ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ର ମୂଳମନ୍ତ୍ର ନେଇ ଭାରତକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ଗୁଜରାଟର ଏକ ସାଧାରଣ ପରିବାରରୁ ଆରମ୍ଭ ହୋଇ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ‘ପ୍ରଧାନ ସେବକ’ ହେବା […]

ଦେଶ

ହିମାଳୟରେ ତରଳୁଛି ବରଫ, ବଢ଼ୁଛି ଚିନ୍ତା!

ନୂଆଦିଲ୍ଲୀ : ହିମାଳୟରେ ବଢ଼ୁଛି ବିପଦ । ସାମ୍ପ୍ରତିକ ଏକ ଗବେଷଣା ରିପୋର୍ଟ ଅନୁଯାୟୀ, ହିମାଳୟର ଗ୍ଲେସିୟର ଗୁଡ଼ିକ ଅତ୍ୟନ୍ତ ଦ୍ରୁତ ଗତିରେ ତରଳିବାରେ ଲାଗିଛି । ଯଦି ଏହି ପ୍ରକ୍ରିୟା ଜାରି ରହେ, ତେବେ କେବଳ କୋଟି କୋଟି ଲୋକଙ୍କ ଜୀବନ ଓ ଜୀବିକା ବିପନ୍ନ ହେବ ନାହିଁ, ବରଂ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୨୦ ପ୍ରତିଶତ ବିପଦରେ ପଡ଼ିବ ବୋଲି ବୈଜ୍ଞାନିକମାନେ ସତର୍କ କରାଇଦେଇଛନ୍ତି ।ଗ୍ଲୋବାଲ କନ୍ସଲଟାନ୍ସି ‘ସିଷ୍ଟମିକ୍’ ଏବଂ

ଦେଶ

ମେଟା ଇଣ୍ଡିଆକୁ ପୁଣି ନୋଟିସ, ଆଜି ମାମଲାର ଶୁଣାଣି!

ନୂଆଦିଲ୍ଲୀ : ମେଟା ଇଣ୍ଡିଆ ମୁଖ୍ୟଙ୍କୁ ପୁଣି ଭାରତ ଶିଶୁ ଅଧିକାର ପ୍ୟାନେଲର ନୋଟିସ୍ ଶିଶୁ ଯୌନ ଶୋଷଣ ଓ ଦୁର୍ବ୍ୟବହାର ସାମଗ୍ରୀ ବିଜ୍ଞାପନ ନେଇ ରିପୋର୍ଟ ତଲବ । ଆଜି ମାମଲାର ହେବ ଶୁଣାଣି । ମେଟାର ଇଣ୍ଡିଆ ଏମଡିଙ୍କୁ ବ୍ୟକ୍ତିଗତ ଉପସ୍ଥିତି ରହିବାକୁ ନିର୍ଦ୍ଦେଶ । ମେଟା ଏବେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କିତ ମାମଲାର ସୂଚନା ସିଧାସଳଖ ଦେବାକୁ ରାଜି ହୋଇଛି ।ମେଟାର ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍ ଓ ହ୍ବାଟ୍ସଆପ୍ ଭଳି ପ୍ଲାଟ୍‌ଫର୍ମରେ ଶିଶୁଙ୍କ

ଦେଶ

ସରକାରଙ୍କ ବଡ଼ ନିଷ୍ପତ୍ତି ! ଭିଆଇପି ଦର୍ଶନ ଶୁଳ୍କ ଉପରେ ପ୍ରଶାସନର ବଡ଼ ଆକ୍ସନ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଚାରଧାମ ଯାତ୍ରାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ବଦ୍ରି-କେଦାର ଦର୍ଶନ କରୁଥିବା ଭିଆଇପି ଶ୍ରଦ୍ଧାଳୁଙ୍କ ପାଇଁ ଆଶ୍ବସ୍ତି ଆଣିଛନ୍ତି ସରକାର । ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ପ୍ରୋଟୋକଲରେ ଆସୁଥିବା ଭିଆଇପିଙ୍କ ଠାରୁ ନିଆଯାଉଥିବା ୧୧୦୦ ଟଙ୍କା ଯାତ୍ରୀ ଶୁଳ୍କରେ ରୋକ୍ ଲଗାଯାଇଛି । ଖବର ମୁତାବକ, ଚାରଧାମ ଯାତ୍ରାରେ ଭିଆଇପି ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ସୁରକ୍ଷା, ପ୍ରୋଟୋକଲ ଏବଂ ଦର୍ଶନ ବ୍ୟବସ୍ଥାକୁ ନେଇ

ଦେଶ

ନେପାଳର ବିଦ୍ୟୁତ୍ ସଙ୍କଟ ଦୂର ପାଇଁ ଭାରତର ବଡ଼ ପଦକ୍ଷେପ

ନେପାଳ : ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ପରେ ନେପାଳରେ ଦେଖାଦେଇଥିବା ଗମ୍ଭୀର ବିଦ୍ୟୁତ୍ ସଙ୍କଟର ସମାଧାନ ପାଇଁ ଭାରତ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନେପାଳକୁ ଅଧିକ ବିଜୁଳି ରପ୍ତାନି କରିବା ପାଇଁ ଆନୁଷ୍ଠାନିକ ଅନୁମତି ପ୍ରଦାନ କରାଯାଇଛି ।ନିକଟରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ନେପାଳର ଅନେକ ପ୍ରମୁଖ ଜଳବିଦ୍ୟୁତ୍ କେନ୍ଦ୍ର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଘରୋଇ ସ୍ତରରେ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଥିବାରୁ

ଦେଶ

ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା:କଳା, କାରିଗରୀ ଓ ସ୍ଥାନୀୟ ଉତ୍ପାଦକୁ ମିଳିବ ନୂଆ ପରିଚୟ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀବାସୀଙ୍କ ସୁବିଧା ସହ ସାରା ଦେଶର କାରିଗରଙ୍କ ଉନ୍ନତି ପାଇଁ ଦୁଇଟି ବଡ଼ ପଦକ୍ଷେପ ଘୋଷଣା କରିଛି ଦିଲ୍ଲୀ ସରକାର। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପିତାମପୁରାର ପୁରୁଣା ଦିଲ୍ଲୀ ହାଟ ସ୍ଥାନରେ ଏକ ନୂତନ ‘ୟୁନିଟି ମଲ୍’ ନିର୍ମାଣ କରିବାର ଯୋଜନା ବିଷୟରେ ସୂଚନା ଦେଇଛନ୍ତି।ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଦିଲ୍ଲୀ ପର୍ଯ୍ୟଟନ ଓ ପରିବହନ ବିକାଶ ନିଗମ ଦ୍ୱାରା ଏହି

ଦେଶ

ମଝି ଆକାଶରେ ଝଡ଼ର ତାଣ୍ଡବ; ଥରିଲା ବିମାନ, ଯାତ୍ରୀଙ୍କ ମଧ୍ୟରେ ଭୟ

ନୂଆଦିଲ୍ଲୀ : ଟର୍କିସ୍ ଏୟାରଲାଇନ୍ସ ବିମାନରେ ଭୟଙ୍କର ଝଟକା। ଇସ୍ତାନବୁଲ୍‌-ଟ୍ୟୁନିସିଆ ଫ୍ଲାଇଟ୍‌ରେ ଟଳିଲା ବଡ଼ ଦୁର୍ଘଟଣା। ୩ ଥର ଅସଫଳ ଅବତରଣ ହେବା ପରେ ବିମାନକୁ ଡାଇଭର୍ଟ କରାଯାଇଛି । ଖରାପ ପାଗ ଯୋଗୁଁ ବଡ଼ ଝଟକା ଲାଗିଛି । ଇସ୍ତାନବୁଲରୁ ଟ୍ୟୁନିସିଆ ଯାଉଥିବା ଏକ ଟର୍କିସ୍ ଏୟାରଲାଇନ୍ସର ବିମାନ ଖରାପ ପାଗ ଯୋଗୁଁ ଆକାଶରେ ପ୍ରବଳ ଝଟକାର ସାମ୍ନା କରିଛି । ତେବେ ପାଇଲଟଙ୍କ ସୂଚନା ଓ ଧୈର୍ଯ୍ୟ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି

ଦେଶ, Trending Stories

ଶେଷ ହେଲା ଦୁଇ ଦିନିଆ ବ୍ରିକ୍ସ ବୈଠକ, ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଚର୍ଚ୍ଚା

ନୂଆଦିଲ୍ଲୀ : ଭାରତ ଆୟୋଜିତ ଦୁଇଦିନିଆ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପରେ ରବିବାର ନୂଆଦିଲ୍ଲୀ ଛାଡ଼ିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସେହିପରି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଅଲି ମଧ୍ୟ ରବିବାର ଦିଲ୍ଲୀରୁ ବିଦାୟ ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ପୁଟିନ ତାଙ୍କ ଗସ୍ତ ସମୟରେ ପଶ୍ଚିମ ଦେଶଗୁଡ଼ିକ ଉପରେ ଏକ କଠୋର ଆକ୍ରମଣ କରିଥିଲେ। ସେ କହିଥିଲେ ଯେ ବାଣିଜ୍ୟ ଏବଂ କୂଟନୀତିକୁ ଅନ୍ୟ ଦେଶର ବ୍ୟାପାରରେ ହସ୍ତକ୍ଷେପ କରିବା

ଦେଶ

ବ୍ରିକ୍ସ ସଂଘର୍ଷର ନୁହେଁ, ସହଯୋଗର ମଞ୍ଚ

ନୂଆଦିଲ୍ଲୀ : ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ କ୍ରମରେ ବଡ଼ ପରିବର୍ତ୍ତନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏକ ୧୦-ସୂତ୍ରୀ ଯୋଜନା ଉପସ୍ଥାପନ କରି ସେ କହିଛନ୍ତି, ବ୍ରିକ୍ସ ହେଉଛି ସଂଘର୍ଷ ନୁହେଁ, ସହଯୋଗର ଏକ ମଞ୍ଚ। ସେ ଗ୍ଲୋବାଲ୍ ସାଉଥ୍‌ର ଅଂଶଗ୍ରହଣ ବୃଦ୍ଧି, ୟୁଏନଏସସି ସଂସ୍କାର ଏବଂ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସୁରକ୍ଷା ସହଯୋଗକୁ ମଜବୁତ କରିବା ପାଇଁ ମଧ୍ୟ ଆହ୍ୱାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, ଭାରତ ଦ୍ୱାରା ଆୟୋଜିତ

ଦେଶ

ବଦଳିଲା ଚାଇନାର ସ୍ବର ,ଭାରତ ମାଟିରେ ସି ଜିନପିଙ୍ଗ

ନୂଆଦିଲ୍ଲୀ : ଭାରତ-ଚୀନ୍ ସମ୍ପର୍କରେ ଆସିପାରେ ନୂଆ ମୋଡ଼। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହେବ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବୈଠକ। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ଉଭୟ ନେତା ଭେଟି ଦ୍ୱିପାକ୍ଷିକ ସମ୍ପର୍କ ସମେତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗରେ କରିବେ ଆଲୋଚନା। ଚାଇନା ଗ୍ରହଣ କରିଥିବା ଏହି ଆଭିମୁଖ୍ୟ ମଧ୍ୟରେ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ପ୍ରାୟ ୭ ବର୍ଷ ପରେ ଶନିବାର ବ୍ରିକ୍ସ ସମ୍ମିଳନୀରେ

Scroll to Top