ଆକାଶରେ ନୂଆ ଇତିହାସ, ଶକ୍ତି ଶର୍ମାଙ୍କ ବଡ଼ ସଫଳତା
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଗୌରବ ବଢ଼ାଇଲେ ଶକ୍ତି ଶର୍ମା । ସେ ଦେଶର ସଶସ୍ତ୍ର ବାହିନୀରେ ଏୟାର ଭାଇସ୍ ମାର୍ଶାଲ କିମ୍ବା ସମକକ୍ଷ ପଦବୀ ହାସଲ କରିବାରେ ପ୍ରଥମ ମହିଳା ଅଧିକାରୀ ହୋଇଛନ୍ତି । ଅଣ-ଚିକିତ୍ସା ଶାଖାର ପ୍ରଥମ ମହିଳା ଅଧିକାରୀ ଭାବେ ସେ ସଶସ୍ତ୍ର ବାହିନୀରେ ଏୟାର ଭାଇସ୍ ମାର୍ଶାଲ କିମ୍ବା ସମକକ୍ଷ ଦୁଇ-ତାରକା ପଦବୀ ହାସଲ କରିଛନ୍ତି । ତିନି ଦଶନ୍ଧିରୁ ଅଧିକ ସମୟ ଧରି କ୍ୟାରିୟରରେ ଶକ୍ତି ଶର୍ମା ଶିକ୍ଷା, ତାଲିମ,









