ବିହାରରେ ବନ୍ୟା ସ୍ଥିତି ସଙ୍ଗିନ
ବିହାର : ଲଗାଣ ବର୍ଷା ଯୋଗୁଁ ବିହାରରେ ବନ୍ୟା ସ୍ଥିତି ଗମ୍ଭୀର। ବନ୍ୟାଜଳରେ ଚାଷଜମି, ଗାଁ, ସହରାଞ୍ଚଳର ଜନବସତି, ରାସ୍ତା, କଲେଜ ଓ ଘର ଜଳମଗ୍ନ ହୋଇପଡ଼ିଛି। ଯାହା ଫଳରେ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଗଙ୍ଗା ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ପାଟନାର ନୌବତପୁରରେ ହଜାର ହଜାର ଏକର ଧାନ ଫସଲ ବୁଡ଼ି ଯାଇଛି। ବକ୍ସରରେ ଗଙ୍ଗା ବିପଦ ସଙ୍କେତ ଉପରେ ଅଛି, ଯଦିଓ ଜଳସ୍ତରବର୍ତ୍ତମାନ ସ୍ଥିର ଅଛି। ବିହାର ଓ









