ଦେଶ, ମନୋରଞ୍ଜନ

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ହଲିଉଡ ଓ ବିଶ୍ୱ ବଧିର ସମ୍ପ୍ରଦାୟ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ‘ଗୋଡଜିଲା ଭର୍ସେସ କଙ୍ଗ’ ଏବଂ ‘ଗୋଡଜିଲା ଏକ୍ସ କଙ୍ଗ: ଦି ନ୍ୟୁ ଏମ୍ପାୟାର’ରେ ଜିଆ ଚରିତ୍ରରେ ଅଭିନୟ କରି ବିଶ୍ୱବ୍ୟାପୀ ପରିଚିତି ହାସଲ କରିଥିବା ୧୮ ବର୍ଷୀୟା ବଧିର ଅଭିନେତ୍ରୀ କେଲି ହଟଲଙ୍କର ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ମେରୀଲ୍ୟାଣ୍ଡର ଫ୍ରେଡେରିକ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ କେଲି କାରରେ ଯାତ୍ରୀ ଭାବେ ଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଟ୍ରମା […]