ସ୍କୁଲରେ ମିଳିବ ଚିକେନ ବିରୟାନୀ
ଚେନ୍ନାଇ : ଖୁବ୍ଶୀଘ୍ର ତାମିଲନାଡ଼ୁରେ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ମିଳିବ ଚିକେନ ବିରିୟାନୀ । ତାମିଲନାଡୁରେ ସି ଯୋଶେଫ ବିଜୟ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟରେ ନୂଆ ନୂଆ ପରିବର୍ତ୍ତନ କରିବାକୁ ଉଦ୍ୟମ କରୁଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ଏ ସମ୍ପର୍କରେ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନିକଟକୁ ପଠାଯାଇଛି । ମୁଖ୍ୟମନ୍ତ୍ରୀ ବିଚାର କରିବା ପରେ ନିଷ୍ପତ୍ତି ନିଆଯିବ ।ସ୍କୁଲ ଶିକ୍ଷା ମନ୍ତ୍ରୀ ରାଜମୋହନ କହିଛନ୍ତି ଯେ ପ୍ରତ୍ୟେକ […]


