ଏସ୍ସିବି ଓଡ଼ିଶାରେ ଏକ ନମ୍ବର
ଭୁବନେଶ୍ୱର : ଓଡ଼ିଶାର ତିନୋଟି ସରକାରୀ ମେଡିକାଲ କଲେଜ ଇଣ୍ଡିଆନ୍ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଂ ଫ୍ରେମୱାର୍କ (ଆଇଆଇଆରଏଫ) ୨୦୨୬ ରାଙ୍କିଂରେ ସ୍ଥାନ ପାଇଛି। ଏହି ରାଙ୍କିଙ୍ଗରେ କଟକର ଏସସିବି ଭେଷଜ ମହାବିଦ୍ୟାଳୟ ୧୫ତମ ସ୍ଥାନ, ବୁର୍ଲା ଭିମ୍ସାର ୬୪ତମ ସ୍ଥାନ ଏବଂ ବ୍ରହ୍ମପୁରସ୍ଥିତ ଏମ୍କେସିଜି ୭୪ତମ ସ୍ଥାନ ହାସଲ କରିଛି। ସେହିପରି, ଭୁବନେଶ୍ବର ଏମ୍ସ ୧୬ ତମ ସ୍ଥାନରେ ରହିଛି। ଅର୍ଥାତ୍ ଓଡ଼ିଶାରେ ଏସ୍ସିବି ଏକ ନମ୍ବରରେ ଅଛି। ପ୍ରଥମଥର ପାଇଁ ଓଡ଼ିଶାର ଏକ ସରକାରୀ ଭେଷଜ ମହାବିଦ୍ୟାଳୟ […]









