odisha24 Live

Latest News

Latest News

ସଂସ୍କୃତି

ସଂସ୍କୃତି

ଆଜି ପବିତ୍ର ନନ୍ଦୋତ୍ସବ

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ପରଦିନ, ଭାଦ୍ରବ କୃଷ୍ଣ ନବମୀ ତିଥିରେ ପାଳିତ ହୁଏ ଆନନ୍ଦ ଓ ଉଲ୍ଲାସର ପର୍ବ ଯାହାର ନାମ ‘ନନ୍ଦ ଉତ୍ସବ’।ପୌରାଣିକ କଥାବସ୍ତୁ ଅନୁସାରେ, ଭଗବାନ୍ ଶ୍ରୀକୃଷ୍ଣ ମଥୁରା କାରାଗାରରେ ଜନ୍ମଗ୍ରହଣ କରିବା ପରେ ବସୁଦେବ ତାଙ୍କୁ ଗୋକୁଳର ରାଜା ନନ୍ଦ ବାବା ଏବଂ ମାଆ ଯଶୋଦାଙ୍କ ପାଖରେ ସୁରକ୍ଷିତ ଭାବେ ପହଞ୍ଚାଇ ଦେଇଥିଲେ । ଯେତେବେଳେ ଗୋକୁଳରେ ନନ୍ଦ ବାବାଙ୍କୁ ପୁତ୍ରସନ୍ତାନ ଜନ୍ମ ହୋଇଥିବା କଥା ଜଣାପଡ଼ିଲା, ସେତେବେଳେ ସମଗ୍ର ବ୍ରଜଭୂମିରେ ଆନନ୍ଦର ଲହରୀ

ସଂସ୍କୃତି

ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ

ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ ଅବସରରେ ସାରା ଦେଶରେ ପାଳନ ହେବ ପବିତ୍ର ଜନ୍ମାଷ୍ଟମୀ। ମନ୍ଦିରଗୁଡ଼ିକରେ ହେବ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଭକ୍ତିମୟ କାର୍ଯ୍ୟକ୍ରମ। ସକାଳୁ ସକାଳୁ ମନ୍ଦିରମାନଙ୍କରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଆରାଧ୍ୟ ଦେବଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ି ଲାଗିଥିବାବେଳେ ହରେ କୃଷ୍ଣ ମହାମନ୍ତ୍ର ଓ ଭଜନ କୀର୍ତ୍ତନରେ ପରିବେଶ ପ୍ରକମ୍ପିତ ହେଉଛି। ମନ୍ଦିରଗୁଡ଼ିକୁ ଆକର୍ଷଣୀୟ ଆଲୋକମାଳା ଏବଂ ସୁଗନ୍ଧିତ ଫୁଲରେ ଭବ୍ୟ ଭାବରେ ସଜାଯାଇଛି, ଯାହା ପର୍ବର ଶୋଭାକୁ ଦ୍ୱିଗୁଣିତ କରୁଛି।ପୌରାଣିକ

ସଂସ୍କୃତି

କାହିଁକି ମାତା ଲକ୍ଷ୍ମୀଙ୍କ ବାହନ ହେଲା ପେଚା? ଜାଣନ୍ତୁ ଏକ ପୌରାଣିକ କଥା

ଭାରତୀୟ ସଂସ୍କୃତିରେ ପେଚାକୁ ଶୁଭ ଏବଂ ଧନ ସମ୍ପତ୍ତିର ପ୍ରତୀକ ବୋଲି କୁହାଯାଏ । କିନ୍ତୁ ଅଧିକାଂଶ ଲୋକ ଏହାକୁ ଡରିଥାନ୍ତି । ଏହି ଡରର କାରଣ ହେଉଛି ଏହାକୁ ଅଶୁଭ ବୋଲି ମଧ୍ୟ କେତେକ ସ୍ଥାନରେ କୁହାଯାଏ । ଏପରିକି ବିଶ୍ବାସ କରାଯାଏ ତାନ୍ତ୍ରିକ ବିଦ୍ୟାରେ ପେଚାକୁ ବ୍ୟବହାର କରାଯାଏ । ତେବେ ଜାଣି ଆଶ୍ଚଯ୍ୟ ହେବେ ପେଚାକୁ ନେଇ ଦେଶ ବିଦେଶରେ ବିଚିତ୍ର ଘଟଣା ସବୁ ଶୁଣିବାକୁ ମିଳେ ।ରହସ୍ୟମୟୀ ପ୍ରାଣୀ ପେଚା :-

ସଂସ୍କୃତି

କାହିଁକି କରାଯାଏ ବୁଦ୍ଧିବାମନ ଓଷା ! କଣ ରହିଛି ମହତ୍ୱ

ବୁଦ୍ଧି ବାମନ ଓଷା ବା ବୁଧେଇ ଓଷା ଓଡ଼ିଶାର ଏକ ପାରମ୍ପରିକ ଗଣପର୍ବ, ଯାହା ମୁଖ୍ୟତଃ ସନ୍ତାନଙ୍କ ଦୀର୍ଘାୟୁ, ସୁଖ-ସମୃଦ୍ଧି ଏବଂ ପରିବାରର କଲ୍ୟାଣ ନିମନ୍ତେ ସଧବା ନାରୀମାନଙ୍କ ଦ୍ୱାରା ପାଳନ କରାଯାଏ। ଓଡ଼ିଆ ସଂସ୍କୃତି ଅନୁସାରେ, ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ପରଦିନଠାରୁ ଭାଦ୍ରବ ପୂର୍ଣ୍ଣିମା ମଧ୍ୟରେ ପଡ଼ୁଥିବା ପ୍ରତ୍ୟେକ ବୁଧବାର ଦିନ ଏହି ଓଷା ଅତି ନିଷ୍ଠାର ସହ କରାଯାଇଥାଏ।। ସାଧାରଣତଃ ସଧବା ନାରୀମାନେ ସନ୍ତାନ କାମନା କରିବା ଓ ତାର ଶୁଭ

ସଂସ୍କୃତି

କାହିଁକି ବାଜେ ଶଙ୍ଖ ଓ ଘଣ୍ଟି? ଜାଣନ୍ତୁ ଏହା ପଛରେ ଲୁଚିଥିବା ଗଭୀର ଧାର୍ମିକ ମହତ୍ତ୍ୱ!

ହିନ୍ଦୁ ଧର୍ମରେ ପୂଜାପାଠ ଏବଂ ଶୁଭକାର୍ଯ୍ୟ ସମୟରେ ଶଙ୍ଖ ଓ ଘଣ୍ଟି ବଜାଇବାର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି। ମନ୍ଦିର ହେଉ କି ଘରେ ଘଣ୍ଟି ଓ ଶଙ୍ଖର ଧ୍ୱନି ଶୁଣିବା ଏକ ସାଧାରଣ ପରମ୍ପରା। ଏହି ପରମ୍ପରା କେବଳ ପୂଜାବିଧିର ଏକ ଅଂଶ ନୁହେଁ, ଏହା ପଛରେ ରହିଛି ଶତାବ୍ଦୀ ପୁରୁଣା ଧାର୍ମିକ ଓ ଆଧ୍ୟାତ୍ମିକ ବିଶ୍ୱାସ। ଶଙ୍ଖ ଓ ଘଣ୍ଟିର ପବିତ୍ର ଧ୍ୱନି ପରିବେଶକୁ ଭକ୍ତିମୟ କରିବା ସହ ପୂଜାର ପରିବେଶକୁ ଅଧିକ ଆଧ୍ୟାତ୍ମିକ

ସଂସ୍କୃତି

ଭାଇଙ୍କ ମଙ୍ଗଳ ଓ ଦୀର୍ଘାୟୁ ପାଇଁ ଭଉଣୀଙ୍କ ପୂଜା

ଶ୍ରାବଣ ସରୁ ସରୁ ଭ୍ରାଦବର ପ୍ରାରମ୍ଭରେ ହିଁ ଆରମ୍ଭ ହୋଇଯାଏ ପର୍ବର ମେଳଣ। ଏହାପରଠୁ ଦୀର୍ଘ ମାସ ପର୍ଯ୍ୟନ୍ତ ଚାଲେ ପର୍ବ, ଓଷା, ବ୍ରତ, ମେଳା, ମହୋତ୍ସବ ଓ ଯାନିଯତରାର ଆସର । ଗାଁ ଗଣ୍ଡାରେ ଖେଳିଯାଏ ଉତ୍ସାହର ଲହରୀ । ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଅନେକ ପର୍ବପର୍ବାଣୀ ପାଳିତ ହୋଇଥିବା ବେଳେ ଆଜି ବି ସମସ୍ତଙ୍କୁ ବାନ୍ଧି ରଖିଛି ଆମର ପାରମ୍ପରିକ ଉତ୍କଳୀୟ ପର୍ବପର୍ବାଣୀ।ଓଡ଼ିଶାର ପରମ୍ପରା ଓ ଗଣପର୍ବ ମଧ୍ୟରେ ଖୁଦୁରୁକୁଣୀ ଓଷା ଅନ୍ୟତମ। ଯାହାକୁ

Top Stories, ସଂସ୍କୃତି

ରତ୍ନଭଣ୍ଡାର ଗଣତି ଆରମ୍ଭ

ପୁରୀ : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ଦୁଇ ଦିନ ଧରି ଚାଲିବ । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ଗଣତି କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟରେ ସମସ୍ତ ସେବକ ଓ ଶ୍ରଦ୍ଧାଳୁଙ୍କ ସହଯୋଗ ଓ ସହାୟତା କାମନା କରାଯାଇଛି । ଗଣତି ସମୟରେ ରତ୍ନଭଣ୍ଡାରରେ ଥିବା ବିଭିନ୍ନ ମୂଲ୍ୟବାନ ସାମଗ୍ରୀର ହିସାବ ଓ ତଥ୍ୟ ଯାଞ୍ଚ କରାଯିବ। ପୂର୍ବରୁ ରତ୍ନଭଣ୍ଡାରରେ ଥିବା ଅଳଙ୍କାର

ସଂସ୍କୃତି

ଶ୍ରୀମନ୍ଦିରରେ ବଡ ମହାସ୍ନାନ

ପୁରୀ : ଶ୍ରୀମନ୍ଦିରରେ ଚାଲିଛି ବଡ଼ ମହାସ୍ନାନ । ଯେଉଁଥିପାଇଁ ବନ୍ଦ ରହିଛି ସାଧାରଣ ଦର୍ଶନ । ଘଣ୍ଟାଏ ଧରି ବନ୍ଦ ରହିବ ଦର୍ଶନ । ସାଢେ ୨ ଟାରେ ଦର୍ଶନ କରିବେ ଭକ୍ତ । ଭିତରକାଠ ଧୁକୁଡି ଦ୍ୱାରରେ ପଡିଥିଲା ବାନ୍ତି । ମନ୍ଦିର ପରିସର ଅଶୌଚ ହେବା ଯୋଗୁଁ ମହାପ୍ରଭୁଙ୍କର ବିଶେଷ ‘ମହାସ୍ନାନ’ ନୀତି କରାଯାଉଛି । ଶ୍ରୀମନ୍ଦିର ପରମ୍ପରା ଓ ସେବାୟତଙ୍କ ସୂଚନା ଅନୁଯାୟୀ, ମନ୍ଦିର ପରିସରରେ କୌଣସି ପ୍ରକାରର ଅଶୌଚ କିମ୍ବା

ସଂସ୍କୃତି

ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ : ମହାପ୍ରଭୁଙ୍କୁ ଲାଗି ହେବ ପବିତ୍ର ରାକ୍ଷୀ

ପୁରୀ : ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଆଜି ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା, ଦୁଇ ଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବାର ନୀତି ଅନୁଷ୍ଠିତ ହେବ । ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୁପ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ମହାପ୍ରଭୁଙ୍କୁ ସିଂହାରୀ ସେବକ ମାନେ ଲାଗି କରାଇବେ

ସଂସ୍କୃତି

ଝୁଲଣ ଯାତ୍ରାର ଆରମ୍ଭ ଓ ପୌରାଣିକ ଇତିହାସ

ଝୁଲଣ ଯାତ୍ରା ହେଉଛି ସନାତନ ହିନ୍ଦୁ ଧର୍ମ ଓ ବୈଷ୍ଣବ ସମ୍ପ୍ରଦାୟର ଏକ ଅତି ପବିତ୍ର ଓ ଆନନ୍ଦଦାୟକ ପର୍ବ, ଯାହା ମୁଖ୍ୟତଃ ରାଧା-କୃଷ୍ଣଙ୍କ ଦିବ୍ୟ ପ୍ରେମ ଏବଂ ଲୀଳାକୁ ଆଧାର କରି ପାଳନ କରାଯାଏ । ଶ୍ରାବଣ ପୂର୍ଣ୍ଣିମା (ଗହ୍ମା ପୂର୍ଣ୍ଣିମା) ପର୍ଯ୍ୟନ୍ତ ପ୍ରାୟ ୫ ରୁ ୭ ଦିବସ ବ୍ୟାପୀ ପାଳିତ ହୁଏ । ଏହି ସମୟରେ ବିଭିନ୍ନ ମଠ, ମନ୍ଦିର ଓ ଗୃହରେ ପ୍ରଭୁ ଶ୍ରୀକୃଷ୍ଣ ଓ ମାତା ରାଧାରାଣୀଙ୍କ ବିଗ୍ରହକୁ ସୁସଜ୍ଜିତ

Scroll to Top